Yearly Archives

2024

ବିଜୁଳି ଶକ୍ତି ଉତ୍ପାଦନ ଓ ଚାଷ ପାଇଁ ଡ୍ୟାମ୍‌ର ଆବଶ୍ୟକତା ନେଇ ବୌଦ୍ଧ ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ

କନ୍ଧମାଳ, (କେପିଏନ୍‌ଏସ୍‌) : ବିଜୁଳି ଶକ୍ତି ଉତ୍ପାଦନ ଓ ଚାଷ ପାଇଁ ଏକ ଡ଼୍ୟାମର ଆବଶ୍ୟକତା ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକର ଖମଣଖୋଲ ପଞ୍ଚାୟତର ସାଡ଼େନଘାଟି ନିକଟସ୍ଥ ଚିରସ୍ରୋତା ଖଡ଼ଙ୍ଗ ନଦୀକୁ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା କ୍ଷେତ୍ର ପରିଦର୍ଶନ କରିଥିଲେ ।
Read More...

ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଝାଡ଼ଖଣ୍ଡର ଚିତ୍ରକଳା ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ

ସୋହରାଇ: ଏକ କାଳଜୟୀ ପାରମ୍ପରିକ ଚିତ୍ରକଳା ନୂଆଦିଲ୍ଲୀ, (ପିଆଇବି) : ଝାଡଖଣ୍ଡ ଏହାର ସମୃଦ୍ଧ ଆଦିବାସୀ କଳା ପାଇଁ ବେଶ୍ ଜଣାଶୁଣା । ଝାଡ଼ଖଣ୍ଡର ହଜାରୀବାଗ ଜିଲ୍ଲାର ସୋହରାଇ ଚିତ୍ର ଏହି ଅଞ୍ଚଳର ସ୍ୱଦେଶୀ କଳା ପରମ୍ପରାର ପ୍ରତିନିଧିତ୍ୱ କରିଥାଏ । ସୋହରାଇ ଚିତ୍ରକଳାକୁ ଓଡିଓପି (ଏକ
Read More...

ପଦ୍ମପୁର ଠାରେ ‘ପ୍ରଜ୍ଞା ପ୍ରବାହ’ର ନୂତନ ଶାଖା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶିଶୁ ମନ୍ଦିରଠାରେ ଜୟନାରାୟଣ ତ୍ରିପାଠୀଙ୍କ ସଭାପତିତ୍ୱରେ 'ପ୍ରଜ୍ଞା ପ୍ରବାହ'ର ନୂତନ ଶାଖା ଉଦ୍‌ଘାଟିତ ହୋଇଯାଇଛି । ଅଧ୍ୟାପକ ଦିବ୍ୟକିଶୋର ପଣ୍ଡା 'ପ୍ରଜ୍ଞା ପ୍ରବାହ' ଗଠନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପରେ ସର୍ବସମ୍ମତି କ୍ରମେ ଅଂଚଳ
Read More...

୨୭ ବର୍ଷ ପରେ ଜମି ଚିହ୍ନଟ ହେଲା : ବିଧାୟକଙ୍କୁ ଦେଲେ ଧନ୍ୟବାଦ

ନୂଆପଡ଼ା, (ଅଜିତ ବେହେରା) : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରିଷିଗାଁ ଗ୍ରାମପଞ୍ଚାୟତର ନରସିଂହପୁର ଗ୍ରାମର ୧୧ ପରିବାରକୁ ୨୭ ବର୍ଷ ପୂର୍ବେ ସରକାରଙ୍କ ତରଫରୁ ୪ ଡିସିମିଲ ଲେଖା ଜମି ମିଳିଥିଲା । ସେମାନଙ୍କୁ ଜମି ପଟ୍ଟା ମଧ୍ୟ ମିଳିଥିଲା କିନ୍ତୁ ଜମି ଚିହ୍ନଟ ହୋଇ ନଥିବାରୁ ହିତାଧିକାରୀ ମାନେ
Read More...

ଶିକ୍ଷକ ହେମନ୍ତ ମେହେରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଅନ୍ତର୍ଗତ ମହୁଲବାହିଲି ଆଞ୍ଚଳିକ କେନ୍ଦ୍ରର ଝରଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କର୍ମରତ ଶିକ୍ଷକ ହେମନ୍ତ କୁମାର ମେହେର ଚାକିରିରୁ ଅବସର ଗ୍ରହଣ କରିଥିଲେ । ଏହି ଅବସରରେ ରାଉତମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା
Read More...

ବ୍ଲକ କଳା ଓ ସାଂସ୍କୃତିକ ସଂଘ ବୋଡ଼େନ ପକ୍ଷରୁ ବିଶାଳ ବନ୍ଧୁ ମିଳନ ଓ ବାର୍ଷିକ ଉତ୍ସବ ଆୟୋଜିତ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଫରସରା ବୁଢ଼ାଦେଓ ହାଇସ୍କୁଲ ଖେଳ ପଡିଆ ଠାରେ ବ୍ଲକ କଳା ଓ ସାଂସ୍କୃତିକ ସଂଘ ବୋଡ଼େନ ପକ୍ଷରୁ ବିଶାଳ ବନ୍ଧୁ ମିଳନ ଏବଂ ବାର୍ଷିକ ଉତ୍ସବ - ୨୦୨୪ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୂଆପଡ଼ା
Read More...

ହିନ୍ଦୁ ଜାଗରଣ ଅନୁଷ୍ଠାନର ପ୍ରଥମ ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ରାମଲିଙ୍ଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସନାତନ ଜାଗରଣର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କେ. ଇଲେୟା ରେଡ୍ଡୀଙ୍କ ନେତୃତ୍ୱରେ ହିନ୍ଦୁ ଜାଗରଣ ମଞ୍ଚ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭାତ ସାହୁଙ୍କ ସଭାପତିତ୍ୱରେ ବୈଠକ
Read More...

ଦାଦନ ଖଟିବାକୁ ଯାଇ ୨ ଶ୍ରମିକ ମୃତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମହାରାଷ୍ଟ୍ରରେ ପାଣିଟାଙ୍କି ଭୁଶୁଡି ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ବ୍ଲକର ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏକ ଶୋକମୟ ପରିବେଶରେ ସେମାନଙ୍କ ଶବଦାହ କରାଯାଇଛି । ମହାରାଷ୍ଟର ପୁନେ ଜିଲ୍ଲାର ପିମ୍ପିରୀ ସ୍ଥିତ ଏନ୍‌ସିସି ଲିମିଟେଡ଼ କମ୍ପାନୀରେ
Read More...

କଦଳୀମୁଣ୍ଡା ସ୍ଥିତ ନର୍ସରୀ ଠାରେ ତୈଳିକ ବୈଶ୍ୟ ସମାଜର ସାଧାରଣ ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଦଳୀମୁଣ୍ଡା ସ୍ଥିତ ନର୍ସରୀ ଠାରେ ତୈଳିକ ବୈଶ୍ୟ ସମାଜର ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାର ୧୪ ଗୋଟି ବ୍ଲକର ଶତାଧିକ ପୁରୁଷ ଏବଂ ମହିଳା ସଦସ୍ୟମାନେ ଉପସ୍ଥିତ ହୋଇଥିଲେ
Read More...

ବେଆଇନ ଶ୍ରମିକ ଚାଲାଣ : ଧରିଲା ପୋଲିସ

କଣ୍ଟାବାଞ୍ଜି : ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୨୧ ଶ୍ରମିକ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଖର୍‌ଲି ଗାଁ ଛକରେ ଚଢାଉ କରି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ । ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଗୋଟିଏ ମାମଲାରେ ୧୫ ଜଣ ଦାଦନ ଶ୍ରମିକ ଉଦ୍ଧାର
Read More...