Yearly Archives

2024

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ତରଫରୁ ସମଗ୍ର ଦେଶରେ ୨୯ ଅକ୍ଟୋବରରୁ ୩ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ସୁବର୍ଣ୍ଣପୁର ଓ ଡୁଙ୍ଗୁରିପାଲି
Read More...

ବଲାଙ୍ଗିର ଭୀମଭୋଇ ହସ୍ପିଟାଲରେ ରକ୍ତ ଭଣ୍ଡାର ଦ୍ୱାରା ସମ୍ମାନିତ ହେଲା ମାଁ ମାହେଶ୍ୱରୀ ସେନା

ବଲାଙ୍ଗିର, (ଦେବାଶିଷ ମିଷ୍ର) : ବଲାଙ୍ଗିର ଜିଲ୍ଲା ଭୀମଭୋଇ ହସ୍ପିଟାଲ ଏମ୍‌ସିଏଚ୍‌ କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ରକ୍ତଦାତା ସମ୍ମିଳନୀରେ ସମ୍ମାନିତ ହେଲା ମାଁ ମାହେଶ୍ୱରୀ ସେନା । ପଶ୍ଚିମ ଓଡିଶା ସହିତ ବଲାଙ୍ଗିର ଜିଲ୍ଲାରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଜିଲ୍ଲାର ବିଭିନ୍ନ ଅଂଚଳରେ
Read More...

ରାଜ୍ୟସ୍ତରୀୟ ସ୍କୁଲ ଗେମ୍‌ ଉଷୁ ପାଇଁ ବଲାଙ୍ଗିରରୁ ୧୬ ଜଣ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆର୍‌ଏନ୍‌ ସିଂଦେଓ ସ୍ପୋର୍ଟସ୍‌ ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ବଲାଙ୍ଗିର ଉଷୁ ସଂଘ ମିଳିତ ଏହି ପ୍ରତିଯୋଗିତାକୁ ଆୟୋଜନ କରାଯାଇଥିଲା । ଏଥିରେ
Read More...

ଛାତ୍ରୀ ସୁରକ୍ଷା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ନାରୀ ନିର୍ଯ୍ୟାତନା ଶୋଷଣ ଦିନକୁ ଦିନ ବଢି ଚାଳିଛି । ମହିଳାଙ୍କୁ ଆତ୍ମରକ୍ଷା, ସୁରକ୍ଷା ନିହାତି ଆବଶ୍ୟକ । ଏହାର କିଛି ପ୍ରତିକାର ସ୍ୱରୁପ ସ୍କୁଲ କଲେଜ ଛାତ୍ରୀମାନଙ୍କୁ ସଚେତନ କରିବା ଏବଂ ଆତ୍ମ ସୁରକ୍ଷା ପାଇଁ ତାଲିମ କାର୍ଯ୍ୟକ୍ରମ କରିବା
Read More...

ଶିକ୍ଷା ସମସ୍ୟାର ସମାଧାନ ଦାବିରେ ଏଆଇଡିଏସ୍‌ଓର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ବନ୍ଦ ହୋଇଥିବା ସ୍କୁଲ ତୁରନ୍ତ ଖୋଲିବା, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସମେତ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ପଦବୀ ପୁରଣ କରିବା, ଫି ବୃଦ୍ଧି ବନ୍ଦ, ପ୍ରତ୍ୟେକ୍ଷ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ
Read More...

ବସୁନ୍ଧରା ଜ୍ୱେଲର୍ସରେ ଜିଏସ୍‌ଟି ଚଢ଼ାଉ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ଧନତେରସ ପାଇଁ ସୁନା ଦୋକାନ ଗୁଡିକରେ ଗ୍ରାହକଙ୍କ ଗହଳି ଲାଗିରହିଛି । ହେଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବସୁନ୍ଧରା ଜ୍ୱେଲର୍ସରେ ଜିଏସ୍‌ଟି ପକ୍ଷରୁ ଚଢ଼ାଉ କରାଯାଇଛି । ଜିଏସ୍‌ଟି ଓ ଏନ୍‌ଫୋର୍ସମେଣ୍ଟ ବିଭାଗର ୯ ଜଣିଆ ଟିମ୍‌ ଏହି
Read More...

ସ୍କାଏ ଲାଇଟ୍‌ ଦେଇ ଭିତରକୁ ପଶି ଚୋରି : ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍କାଏ ଲାଇଟ୍‌ ଦେଇ ଭିତରେ ପଶିଲା ଚୋର । ଆରାମର ସହ ସାମଗ୍ରୀ ଧରି ଫେରାର୍‌ ମାରିଲା ଚୋର । ଅଭିନବ ଉପାୟରେ ଏପରି ଚୋରି ଗତରାତିରେ ଖପ୍ରାଖୋଲ ବଜାର ମଧ୍ୟରେ ହୋଇଥିବା ବେଳେ ଏହା ଏବେ ପୋଲିସ ପାଇଁ ନୂଆ ଚ୍ୟାଲେଞ୍ଜ ଛିଡ଼ା କରିଛି । ସୂଚନା ଅନୁଯାୟୀ ସୋମବାର
Read More...

ପଦ୍ମପୁର ବିଜେଡି କାଉନସିଲର ଫାଟ ସ୍ପଷ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଠିକାଦାରଙ୍କୁ ବିନା ଫାଇଲ ଉପଡେଟ୍‌ରେ ବିଲ୍‌ ନଦେବାକୁ କହିଛନ୍ତି ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ ଠିକାଦାରଙ୍କୁ କାର୍ଯ୍ୟର ବିଲ୍‌ ଶୀଘ୍ର ମିଳୁ ବୋଲି ତାଲା ପକାଇ ଧାରଣା ଦେଇଛନ୍ତି ଉପଧ୍ୟାକ୍ଷା । ଘଟଣାଟି ହେଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର,
Read More...

ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ରଗବୀ ଫୁଟବଲ ଚାମ୍ପିୟନ୍‌ସିପ୍-୨୦୨୪ ତୁଷୁରା ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ରଗବୀ ଫୁଟବଲ ଚାମ୍ପିୟନ୍‌ସିପ୍-୨୦୨୪ ତୁଷୁରା ହାଇସ୍କୁଲ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ୭ଟି ବ୍ଲକର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ୧୭ ବର୍ଷରୁ କମ୍ ବୟସ ବର୍ଗର ବାଳକ ବିଭାଗରେ ବଲାଙ୍ଗିର,
Read More...

ଜୀବନ ବୀମା ନିଗମର ଅଭିକର୍ତ୍ତା ସଂଘର ୫ ଦଫା ଦାବି ନେଇ ଧାରଣା

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ବ ଭାରତୀୟ ଜୀବନ ବୀମା ନିଗମର ଅଭିକର୍ତ୍ତା ସଂଘ ତରଫରୁ ୮ଟି କ୍ଷେତ୍ରିୟ, ୧୧୩ଟି ମଣ୍ଡଳ, ୨୦୪୮ ଶାଖା, ୧୩୮୧ ସ୍କାଏ ଲାଇଟ କାର୍ଯ୍ୟାଳୟ ସମ୍ମୁଖରେ ସର୍ବମୋଟ ୧୪ ଲକ୍ଷ ଅଭିକର୍ତ୍ତା ମୁଖ୍ୟ ୫ଟି ଦାବିକୁ ନେଇ ସମସ୍ତ ବୀମା କାର୍ଯ୍ୟାଳୟ ସମ୍ମଖରେ ଧାରଣା
Read More...