Yearly Archives

2024

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଇତିହାସ ବିଭାଗର ପାଠଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଇତିହାସ ବିଭାଗର ଏକ ପାଠଚକ୍ର ଶୀର୍ଷକ 'ନଅଙ୍କ ଦୁର୍ଭିକ୍ଷ ଓ ଟିରେଭେନ୍ସାଙ୍କ ଭୂମିକା' ଡଃ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟବକ୍ତା ଭାବରେ ଇତିହାସ ବିଭାଗର ପୂର୍ବତନ
Read More...

ଭୋଇପଡାରେ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଟିଟିଲାଗଡ଼-ବଙ୍ଗୋମୁଣ୍ଡା ୫୯ ନମ୍ବର ଜାତୀୟ ରାଜପଥର ମୁରିବାହାଲ ବ୍ଲକ ଭୋଇପଡା ଗ୍ରାମ ନିକଟ ମକସିରମୁଣ୍ଡା ପୋଖରୀ କାଳ ସାଜିଥିବା ବେଳେ ଏଠାରେ ଦୁର୍ଘଟଣା ବହୁମାତ୍ରାରେ ବୃଦ୍ଧି ପାଇବା ସହ ଦୁର୍ଘଟଣାରେ ଅନେକଙ୍କ ଜୀବନ ଯାଇସାରିଛି । ଏହି ପୋଖରୀ
Read More...

ଜିଲ୍ଲାସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ – ୨୦୨୪ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ,୨୦୨୪ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହ ଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଗୌରମ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ
Read More...

ସଦର ମହକୁମାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ମହକୁମାରେ ପାଳିତ ହୋଇଛି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୱାକାଥନ୍ ସହିତ ପଥୋତ୍ସବ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡ.
Read More...

ତୁରେକେଲା ବ୍ଲକ ମହଖଣ୍ଡ ପଂଚାୟତ ଜନଶୁଣାଣିରେ ଗଣ୍ଡଗୋଳ ପରିସ୍ଥିତି

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହଖଣ୍ଡ ପାଞ୍ଚାୟତ ସ୍ତରୀୟ ଜନଶୁଣାଣୀରେ ଝାମେଲା ଓ ମାଡ଼ପିଟ୍‌ ଅଳ୍ପକେ ବର୍ତ୍ତିଲେ ଜିଆର୍‌ଏସ୍‌ ବାବୁ । ଜିଆର୍‌ଏସ୍‌ଙ୍କ ନାଁରେ ଲାଞ୍ଚ ନେବାର ଅଭିଯୋଗ କଲେ ଗ୍ରାମବାସୀ । ସୂଚନା ଅନୁସାରେ ସୋମବାର ଦିନ ମହଖଣ୍ଡ ପଂଚାୟତ
Read More...

ଜଙ୍ଗଲ ଅଧିକାର ଆଇନ ବୈଠକ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଡୁଡୁକା ପଞ୍ଚାୟତ ସମିତି ସଭାଗୃହ ଠାରେ ଜଙ୍ଗଲ ଅଧିକାର ଆଇନ ସେଲର 'ମୋ ଜଙ୍ଗଲ ଜମି ଯୋଜନା' ସମ୍ପର୍କରେ ଏକ ବୈଠକ ଅତିରିକ୍ତ ତହସିଲଦାର ଫାଲଗୁନି ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏବିଡ଼ିଓ ରୁଦ୍ରପ୍ରତାପ ସୁନା,
Read More...

କୁଳମଣୀ ବେହେରାଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ଜଣେ ବରିଷ୍ଟ ବିଜେପି କାର୍ଯ୍ୟକର୍ତ୍ତା ତଥା ପ୍ରତିଷ୍ଠାତା କୁଳମଣୀ ବେହେରା(୭୩)ଙ୍କ ଗତକାଲି ରାୟପୁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅକାଳ ବିୟୋଗ ଘଟିଛି । ସେ ଜଣେ ଭଦ୍ର ଓ ଆମାୟିକ
Read More...

ସଇଁତଲା ଶିଶୁ ବିଦ୍ୟା ମନ୍ଦିରରେ ସମ୍ଭାଗସ୍ତରୀୟ ଶିକ୍ଷା ପରିଷଦ କର୍ମଶାଳା

ସଇଁତଲା, (ପ୍ରମୋଦ ସେଲମା) : ଗତ ୨ ଦିନ ଧରି ସଇଁତଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ଠାରେ ଶିକ୍ଷା ବିକାଶ ସମିତି ଓଡ଼ିଶା ଓ ଦକ୍ଷିଣ ପଶ୍ଚିମ ସମ୍ଭାଗଙ୍କ ଯୋଜନା ଅନୁସାରେ ସମ୍ଭାଗ ସ୍ତରୀୟ ଶିକ୍ଷା ପରିଷଦ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟଶାଳାକୁ ମୁଖ୍ୟଅତିଥି
Read More...

ବଲାଙ୍ଗିର ଦିନ ଉଧେ ତହଁକ କୁଟୁମର କୋସଲି କବିତା ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ସଂସ୍କୃତି ମଣ୍ଡପ ଠାରେ ବଲାଙ୍ଗିର ଦିନ ଉଦେଶ୍ୟରେ ତହଁକ କୁଟୁମ ତରଫରୁ କୋସଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ସମାଜସେବୀ ଅଶୋକ କୁମାର ସାହୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ସାମ୍ବାଦିକ ମୁକେଶ
Read More...

ଆୟୁବ ଓ ଅଜିତଙ୍କ ବସିଳା ଗୁପ୍ତ ବୈଠକ

କଣ୍ଟାବାଞ୍ଜି ବିଜେଡି ର ଆଗକୁ କିଏ ଧରିବ ମଙ୍ଗ ? ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ଗତ ବିଧାନସଭା ନିର୍ବାଚନ ସମୟରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ସାରା ରାଜ୍ୟରେ ଚଳିତ ବର୍ଷ ନିର୍ବାଚନ ମଣ୍ଡଳି ହୋଇଥିଲା । କଣ୍ଟାବାଞ୍ଜିର ରାଜନୀତି ପାଣିପାଗ ସବୁ ବେଳେ ଭିନ୍ନ ମୋଡ
Read More...