Yearly Archives

2024

ଭୀମପାହାଡ଼ ମହୋତ୍ସବରେ କଂସ ଦରବାର

ଭୀମପାହାଡର ବିକାଶ ପାଇଁ ସବୁ ପ୍ରଚେଷ୍ଟା କରାଯିବ : ସାଂସଦ ନିରଞ୍ଜନ ବିଶିମହାରାଜ କଂସଙ୍କ ରଡ଼ିରେ ଦୁଲୁକୁଛି ଭୀମପାହାଡ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅଧିନରେ ଥିବା ପର୍ଯ୍ୟଟନ ସ୍ଥଳୀ ଭୀମପାହାଡ଼ରେ ୧୯ତମ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ ୧୦ ତମ
Read More...

ସପ୍ତମ ବାର୍ଷିକ ଅଧିବେଶନ ଆୟୋଜନ କରୁଛି ଆନ୍ତର୍ଜାତିକ ସୌର ମଞ୍ଚ : ୧୦୩ ସଦସ୍ୟ ଏବଂ ୧୭ ସ୍ୱାକ୍ଷରକାରୀ ଦେଶର…

ନୂଆଦିଲ୍ଲୀ, (ପିଆଇବି) : ଆନ୍ତର୍ଜାତୀୟ ସୌର ମଞ୍ଚ (ଆଇଏସଏ) ୨୯ଟି ଦେଶର ମନ୍ତ୍ରୀଙ୍କୁ ନେଇ ଭାରତୀୟ ରାଜଧାନୀରେ ଏହାର ସପ୍ତମ ବାର୍ଷିକ ଅଧିବେଶନ ଆୟୋଜନ କରୁଛି । ଉଦ୍‌ଘାଟନୀ ସମାରୋହରେ ଭାରତର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଇଏସ୍‌ଏ ସଭାର ସଭାପତି ଭାବରେ ଯୋଗଦେଇ
Read More...

ୱାର୍ଲ୍ଡ ଅଡିଓ ଭିଜୁଆଲ ଏଣ୍ଟରଟେନ୍‌ମେଣ୍ଟ ସମିଟ (ୱେଭ୍ସ) ଅନୁଷ୍ଠିତ ହେବା ପୂର୍ବରୁ କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ…

କ୍ରିଏଟର ଇକୋନୋମିରେ ଯୋଗ ଦିଅନ୍ତୁ : କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ପାଇଁ ବର୍ତ୍ତମାନ ପଞ୍ଜିକରଣ କରନ୍ତୁ ଏବଂ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ନିଜର ପ୍ରତିଭା ପ୍ରଦର୍ଶନ କରନ୍ତୁକ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସାରା ଦେଶରେ ଉତ୍ସାହପୂର୍ଣ୍ଣ ଭାବେ ୧୦,୦୦୦ ପଞ୍ଜୀକରଣ ଅତିକ୍ରମ
Read More...

ଆଇଏଫ୍‌ଏଫ୍‌ଆଇ ୨୦୨୪ରେ ‘ଶ୍ରେଷ୍ଠ ଭାରତୀୟ ଫିଚର ଫିଲ୍ମ ଡେବ୍ୟୁ ନିର୍ଦ୍ଦେଶକ’ ବର୍ଗ ପାଇଁ ଆନୁଷ୍ଠାନିକ…

୫୫ତମ ଆଇଏଫ୍ଏଫ୍ଆଇରେ ଭାଗ ନେବେ ଭାରତୀୟ ନିର୍ଦ୍ଦେଶକଙ୍କ ୫ଟି ଡେବ୍ୟୁ ଫିଚର ଫିଲ୍ମ ନୂଆଦିଲ୍ଲୀ, (ପିଆଇବି) : ଦେଶରେ ନୂତନ ଏବଂ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ୫୫ତମ ସଂସ୍କରଣ ଆପଣଙ୍କ ପାଇଁ ଏକ ନୂତନ
Read More...

ପ୍ରଶାନ୍ତ କୁମାର ନାୟକଙ୍କୁ ଡ଼କ୍ଟରେଟ ଉପାଧି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଆଇନଜୀବୀ ପ୍ରଶାନ୍ତ କୁମାର ନାୟକଙ୍କୁ ସମାଜସେବା କ୍ଷେତ୍ରରେ ଡ଼କ୍ଟରେଟ ଉପାଧି ମିଳିଥିବା ଜଣାପଡ଼ିଛି । ଯାହାକୁନେଇ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସେ ଗଞ୍ଜାମ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ଛାତ୍ର
Read More...

ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ତମାଖୁ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ପୋଇରାଶି ପଞ୍ଚାୟତ ତାରିଣୀପଲ୍ଲୀ ଗ୍ରାମରେ ଯୁବ ଗୋଷ୍ଠୀଙ୍କୁ ନେଇ ତମାଖୁ ସଚେତନତା କାର୍ଯ୍ୟକ୍ରମ ଅଞ୍ଚଳର ଅଗ୍ରଣୀ ଯୁବ ସ୍ଵେଚ୍ଛାସେବୀ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଆୟୋଜନ କରାଯାଇଥିଲା । ତମାଖୁ ଜନିତ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ
Read More...

ଗଞ୍ଜାମ ସହରର ୨ ପୁତ୍ରଙ୍କୁ ଗୋପୁତ୍ର ସମ୍ମାନରେ ସମ୍ମାନିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାରେ ଗୋ'ମାତାର ସୁରକ୍ଷାକୁ ନେଇ ଉଲ୍ଲେଖନିୟ ଭୂମିକା ଗ୍ରହଣ କରିଥିବା ଗଞ୍ଜାମ ସହରର ଆକାଶ ଗୌଡ଼ ଓ କେ. ଇଲେୟା ରେଡୀ ୨ ବରପୁତ୍ରଙ୍କୁ ଗୋପୁତ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ଭୁବନେଶ୍ୱର ସ୍ଥିତ ଧଉଳିରେ ଆୟୋଜିତ କଳିଙ୍ଗ ଗୋପୁତ୍ର
Read More...

ବଲାଙ୍ଗିର ଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ପାଳନ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ଅକ୍ଟୋବର ୨୮ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ପାଳନ ଉପଲକ୍ଷେ ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି
Read More...

ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପଦ୍ମପୁରରେ ନୂତନ ସହ ବ୍ଲକ ଶିକ୍ଷା ଅଧିକାରୀଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ନୂତନ ସହ ବ୍ଲକ ଶିକ୍ଷା ଅଧିକାରୀ ଭାବରେ ବିଶିକେଶନ ଶତପଥୀ ଆଜି ଯୋଗଦାନ କରିଛନ୍ତି । ତାଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଏହି ଅବସର ସହ ବ୍ଲକ ଶିକ୍ଷା ଅଧିକାରୀ
Read More...

ପୋଲିସର ମଦ ଆଡ୍ଡାରେ ଚଢାଉ : ଜଣେ ଗିରଫ

ତୁରେକେଲା, (ପିତାମ୍ୱର ଦୀପ) : ତୁରେକେଲା ଅନ୍ତର୍ଗତ ମହଖଣ୍ଡ ଗାଁରେ ଦୀର୍ଘ ଦିନ ବେଆଇନ ଭାବେ ଦେଶୀ ମଦ ବିକ୍ରି କରୁଥିବା ବେଳେ ଗତ କାଲି ମଦ ଆଡ୍ଡାରେ ତୁରେକେଲା ପୋଲିସ ଚଢ଼ାଉ କରିଛି । ସୂଚନା ଅନୁସାରରେ ମହଖଣ୍ଡ ଗାଁର ରଣା ରଞ୍ଜନ ବେହେରା ଅନେକ ବର୍ଷରୁ ଏହି ବେଆଇନ ଦେଶୀ ମଦ କାରବାର
Read More...