ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସ ପକ୍ଷରୁ ଏଚ୍ପିଏଲ୍ କ୍ରିକେଟ୍ ଉଦ୍ଘାଟିତ
ରାଉରକେଲା, (ସସ୍ମିତା ପ୍ରଧାନ) : ସାରା ଦେଶରେ ଫଟାଫଟ୍ ବା ସୀମିତ ଓଭର କ୍ରିକେଟ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି । ଏହି କ୍ରମରେ ରାଉରକେଲା ସହରର ପାନପୋଷଠାରେ ଥିବା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ଥିବା ମିନି ଷ୍ଟାଡିୟମ୍ରେ!-->…
Read More...
Read More...