Yearly Archives

2024

ଶୋଇଥିବା ସମୟରେ ଅଗ୍ନିକାଣ୍ଡ : ମାଁ- ଝିଅ ଜୀବନ୍ତ ଦଗ୍ଧ

ସମ୍ବଲପୁର : ମାଁ- ଝିଅ ଜୀବନ୍ତ ଦଗ୍ଧ । ନିଆଁରେ ପୋଡ଼ି ମାଁ- ଝିଅଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର ମାନେଶ୍ଵର ଅନ୍ତର୍ଗତ ହାଟପଦାର ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ, ସମ୍ବଲପୁର ମାନେଶ୍ଵର ଅନ୍ତର୍ଗତ ହାଟପଦାର ନିକଟରେ ଥିବା ଏକ ଘରେ ମାଁ-ଝିଅ ରାତିରେ ଖାଇସାରି
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲୋ କାର୍‌ : ୨ ମୃତ, ଜଣେ ଗୁରୁତର

କୋଣାର୍କ : କୋଣାର୍କ ଜୁଣେଇ ଛକରେ ମର୍ମନ୍ତୁଦ ସଡ଼କ ଦୁଘଁଟଣା । ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଖବର ଅନୁଯାୟୀ, ବିଳମ୍ବିତ ରାତିରେ ୩ ସାଙ୍ଗ କୋଣାର୍କକୁ ବୁଲିବାକୁ ଆସିଥିଲେ । ଏହି ସମୟରେ
Read More...

କଂସ ବଧ ସହ ଉଦ୍‌ଯାପିତ ହେଲା ଭୀମପାହାଡ ମହୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ପର୍ଯ୍ୟଟନ ସ୍ଥଳୀ ଭୀମପାହାଡ଼ରେ ୧୯ତମ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ ଗତ ୧ ତାରିଖରୁ ଚାଲିଥିବା ୧୦ତମ ଭୀମପାହାଡ଼ ମହୋତ୍ସବର ମଙ୍ଗଳବାର ଥିଲା ଅନ୍ତିମ ଦିବସ । ସକାଳ ୧୦ଟା ସମୟରେ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଥିଲା । ୧୨ଟା ସମୟରୁ ଅପରାହ୍ନ
Read More...

ଓସାଫି ତରଫରୁ କ୍ରେତା ଓ ବିକ୍ରେତା କର୍ମଶାଳା ଏବଂ ପ୍ରଦର୍ଶନୀର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର (ଡିପିଆରସି) ଠାରେ କ୍ଷୁଦ୍ର ଉଦ୍ୟୋଗ ବିକାଶ ବ୍ୟାଙ୍କ (ସିଡ଼ିବି) ସହାୟତାରେ ଆର୍ଥିକ ଅନ୍ତର୍ଭୁକ୍ତ ଅନୁଷ୍ଠାନ ରାଜ୍ୟ ସଂଗଠନ "ଓସାଫି" ତରଫରୁ ଏକ ଦିନିକିଆ କ୍ରେତା ଓ ବିକ୍ରେତା କର୍ମଶାଳା ଏବଂ ପ୍ରଦର୍ଶନୀ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ, ଗବେଷକ ଓ ଅଧ୍ୟାପକ ମାନଙ୍କ ପାଇଁ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟସ୍ଥ ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କର ପ୍ରେରଣାରେ ଛାତ୍ରଛାତ୍ରୀ, ଗବେଷକ ଓ ଗବେଷିକା, ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପାଇଁ ଏକ
Read More...

କରଣ ସମାଜ ଚିତ୍ର ଗୁପ୍ତ ମନ୍ଦିର ଓ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୧୩ରେ ଭୂମି ପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧୩ ତାରିଖ ଦିନ ବୁଧବାର ତ୍ରୟୋଦଶୀ ତିଥିରେ ସକାଳ ୬ଟାରୁ ୮ଟା ମଧ୍ୟରେ ପଦ୍ମପୁର ଗଡ଼ଭାଟି ସ୍ଥିତ (ଗାଇସିଲାଟ ରୋଡ଼) ଶ୍ରୀ ଶ୍ରୀ ଚିତ୍ରଗୁପ୍ତ କଲ୍ୟାଣ ସଂଘ କରଣ ସମାଜ ପଦ୍ମପୁର ପକ୍ଷରୁ ନିଜସ୍ୱ ସ୍ଥାନରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ମନ୍ଦିର
Read More...

ବନ୍ୟଜନ୍ତୁକୁ ହସ୍ତାନ୍ତର କରି ମହନୀୟତା ଦେଖାଇଲେ ଅକ୍ଷୟ ବିଶ୍ୱାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲୁହାରପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କବିବରପୁର ଗାଁର ଅକ୍ଷୟ ବିଶ୍ୱାଳ ଗାଁ ଜଙ୍ଗଲକୁ ଛେଳି ଚରାଇବା ସମୟରେ ଏକ ଜଙ୍ଗଲୀ ଜୀବ(ବରାହ) ପାଇଥିଲେ । ଶ୍ରୀ ବିଶ୍ୱାଳ ସଙ୍ଗେ ସଙ୍ଗେ ପଦ୍ମପୁର ବନବିଭାଗକୁ ଯୋଗାଯୋଗ
Read More...

ଜାତୀୟ ଉଷୁ ପ୍ରତିଯୋଗିତାରେ ଅଭିପ୍ସା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସଦର ପଞ୍ଚାୟତର ଅଭିପ୍ସା ହୋତା ଜାତୀୟ ଉଷୁ ପ୍ରତିଯୋଗିତାରେ ଭାଗନେବେ । ବଦ୍ରିନାଥ ହୋତା ଓ ନମିତା ହୋତାଙ୍କ ଝିଅ ଅଭିପ୍ସା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ଜାତୀୟ ସ୍ତରରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି ।
Read More...

ଓଏସ୍‌ଆର୍‌ଟିସି ବସ୍‌କୁ ଟେକା ମାଡ : ଟିଟିଲାଗଡ଼ ଥାନାରେ ଏତଲା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କଣ୍ଟାବାଞ୍ଜି ଠାରୁ ପୁରୀ ଅଭିମୁଖେ ଯାଉଥିବା ଓଡି ୧୪ ବି ୬୯୪୦ ନମ୍ବର ବିଶିଷ୍ଟ ବସ୍‌କୁ ଖୋଲାନ ଗ୍ରାମ ନିକଟରେ ଦୁର୍ବୃତ୍ତ ଟେକା ମାଡ କରିବା ଯୋଗୁଁ ବସ୍‌ର ଦୁଇଟି ସାଇଡ ଝରକା କାଚ ଭାଙ୍ଗି ଯାଇଛି । କମ୍‌ ଯାତ୍ରୀ ଥିବାରୁ କାହାର କିଛି କ୍ଷତି
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ମର୍ଯ୍ୟାଦା ସହ ଶବ ସତ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଏକ ଶବକୁ ସମ୍ମାନ ସହ ସତ୍କାର କରାଯାଇଛି । ସୁଚନା ଅନୁଯାୟୀ ଝାଡ଼ଖଣ୍ଡ ରାଜ୍ୟ ଇଷ୍ଟସିମ୍ଭୋମ ଜିଲ୍ଲା ଶିକରାଗୁଡା ଗାଁର ଖୁଦେରାମ ସର୍ଦାର(୪୦) ୪ ମାସ ଆଗରୁ ନିଜ ଭାଇ ସହ ବେଙ୍ଗଲୋରକୁ କାମ
Read More...