Yearly Archives

2024

ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପିଏମ୍-ବିଦ୍ୟାଲକ୍ଷ୍ମୀ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

ଆର୍ଥିକ ଅଭାବ ଯୋଗୁ ଭାରତର କୌଣସି ଯୁବକ, ଯୁବତୀ ହେବେ ନାହିଁ ଗୁଣାତ୍ମକ ଉଚ୍ଚଶିକ୍ଷାରୁ ବଞ୍ଚିତଏକ ମିଶନ ମୋଡ୍ ବ୍ୟବସ୍ଥା ଦେଶର ଶ୍ରେଷ୍ଠ ୮୬୦ ଗୁଣାତ୍ମକ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଋଣ ପ୍ରଦାନ ଓ ଏହାକୁ ବୃଦ୍ଧି କରିବାରେ ହେବ ସହାୟକ,
Read More...

ଟିଟିଲାଗଡ଼ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଓ ସଦସ୍ୟତା ଅଭିଯାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ତରଫରୁ ରାଜ୍ୟ ବ୍ୟାପୀ ପଦଯାତ୍ରା ସହ ଜନ ସମ୍ପର୍କ ଅଭିଯାନ ସହ ସଦସ୍ୟତା ଅଭିଯାନ ବୁଧବାର ଦିନ ଟିଟିଲାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ତ୍ତ ବିଭାଗ ଡାକ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପାଠଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜନୀତି ବିଜ୍ଞାନ ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଏକ ବିଭାଗୀୟ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଯୁକ୍ତ ୩ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ତାଙ୍କର ନିବନ୍ଧ ଉପସ୍ଥାପନା କରି ଧର୍ମ
Read More...

ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିଲେ ଶିକ୍ଷକ : ଶିକ୍ଷା ବିଭାଗ କଲା ନିଲମ୍ବିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମଦ୍ୟପାନ କରି ଶିକ୍ଷକ ନିଲମ୍ବିତ । ଜଣେ କାର୍ଯ୍ୟରତ ଶିକ୍ଷକ ବିଦ୍ୟାଳୟ ସମୟରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସି ନିଲମ୍ବିତ ହୋଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, ଦୀର୍ଘ ଦିନ ହେବ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ
Read More...

ଡେଲି ମାର୍କେଟ କାଳୀ ପୂଜା କମିଟି ପକ୍ଷରୁ ବିସର୍ଜନ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଡେଲି ମାର୍କେଟ କାଳୀ ପୂଜା କମିଟି ପକ୍ଷରୁ ମା' କାଳୀଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଆଜି ଏକ ଶୋଭାଯାତ୍ରା ବାହାରିଥିଲା । ମଧ୍ୟାହ୍ନ ୧୨ଟା ସମୟରୁ ଏହି ଶୋଭାଯାତ୍ରାରେ ଢୋଲ, ନାଗରା ବାଦ୍ୟଯନ୍ତ୍ର ସହିତ ବିସର୍ଜନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେଉଁ
Read More...

ସିଭିଲ ଟାଉନ ସିପ୍‌ର ତୃତୀୟ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୧୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସିଭିଲ ଟାଉନ ସାଂସ୍କୃତିକ ପରିଷଦର ତୃତୀୟ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୧୪ ତାରିଖ ଦିନ ସିଭିଲ ଟାଉନ ସିପ୍‌ ସ୍ଥିତ ମଡର୍ଣ୍ଣ ପଡିଆ ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏନେଇ ପାନପୋଷ ସ୍ଥିତ ହୋଟେଲ ତ୍ରିଦେବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ
Read More...

ରାଉରକେଲା ଭାଇବ୍ରାଣ୍ଟର ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରି କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଲୁହାକେରା ନୋଡାଲ୍ ସରକାରୀ ବିଦ୍ୟାଳୟରେ ମହିଳା ସଶକ୍ତିକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ନୈତିକ ମୂଲ୍ୟବୋଧ, ଚରିତ୍ର ନିର୍ମାଣ, ଅର୍ଥନୈତିକ ସଶକ୍ତିକରଣ
Read More...

୩୮ତମ ଧନୁଯାତ୍ରା ମହୋତ୍ସବ ପାଇଁ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୩୮ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଅବସରରେ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା, ଗୀତ, ନୃତ୍ୟ ଆଦି ବିଭିନ୍ନ
Read More...

ବିହାରର ପ୍ରସିଦ୍ଧ ଲୋକ ଗାୟିକା ଶାରଦା ସିହ୍ନାଙ୍କ ଦେହାନ୍ତ

ପାଟନା : ବିହାରର ପ୍ରସିଦ୍ଧ ଲୋକ ଗାୟିକା ତଥା ଛଟ ଗୀତ ପାଇଁ ଲୋକଙ୍କ ହୃଦୟରେ ରାଜ୍ କରୁଥିବା ଶାରଦା ସିହ୍ନା(୭୨)ଙ୍କ ଦେହାନ୍ତ ହୋଇଯାଇଛି । କିଛି ଦିନ ହେଲାଣି ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ମଙ୍ଗଳବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି । ଅକ୍ଟୋବର
Read More...

ସ୍ତ୍ରୀକୁ ହତ୍ୟା ପାଇଁ ସଇତାନ ସ୍ଵାମୀ ରଚିଥିଲା ବ୍ଲୁ ପ୍ରିଣ୍ଟ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲାରେ ଏମିତି ବି ପ୍ରି-ପ୍ଲାନ୍ ମର୍ଡର ହେବ ତାହା ପୁଣି ଗ୍ରାମାଞ୍ଚଳରେ କିଏ କେବେ ବି ଭାବି ରଥିଲେ । ନିଜ ପତ୍ନୀକୁ ରାସ୍ତାରୁ ହଟାଇବା ପାଇଁ ସ୍ଵାମୀ ଦୀର୍ଘ ୮ ଦିନରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ଏହିପରି ଏକ ଘଟଣା କୋରାପୁଟ ଜିଲ୍ଲା
Read More...