Yearly Archives

2024

ମାଁ ବୁଢ଼ୀଆଇ ଏକଦିବସୀୟ ଫୁଟବଲ ପ୍ରତିଯୋଗିତା : ଜରାସିଂହାକୁ ହରାଇ ଘୁଚିପାଲି ଚାମ୍ପିଅନ୍‌

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ବ୍ରଜେନ୍ଦ୍ର ନାରାୟଣ ଏଥ୍‌ଲେଟିକ୍‌ ଏସୋସିଏସନ୍ ଆନୁକୂଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମରେ ବୁଧବାର ଦିନ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଅଞ୍ଚଳର ୮ଟି ବିଶିଷ୍ଟ ଦଳ ଭାବେ ଜରାସିଂହା
Read More...

ଜାତୀୟ କର୍କଟ ସଚେତନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ନଭେମ୍ବର ୭ରେ ଭାରତରେ 'ଜାତୀୟ କର୍କଟ ସଚେତନତା ଦିବସ' ପାଳନ କରାଯାଏ । ଏହି ଦିବସ ସାଧାରଣ ଜନତାଙ୍କ ପାଇଁ କର୍କଟ ନିରାକରଣ ଏବଂ ଶୀଘ୍ର ଚିହ୍ନଟ ବିଷୟରେ ସଚେତନତାର ମହତ୍ତ୍ୱକୁ ଆଲୋକିତ କରେ । ଦେଶରେ କର୍କଟ ଚିକିତ୍ସା ସୁବିଧା ଯୋଗାଇବା
Read More...

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ଡ଼ିସେମ୍ବର ମାସରେ ହେବାକୁଥିବା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁର ୟୁପି ସ୍କୁଲର ଶତବାର୍ଷିକୀ ଉତ୍ସବ ସମାରୋହରେ ଯୋଗଦାନ କରିବା ପାଇଁ ଆଜି ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଗୁଦେରପାଲି ଗାଁର ପୁରାତନ
Read More...

ପାଠ ଅଧାରୁ ଛାଡିଥିବା ଛାତ୍ରଛାତ୍ରୀମାନଙ୍କର ବିଦ୍ୟାଳୟରେ ପୁନର୍ବାର ତାଲିକାର୍ଭୁକ୍ତ ହେବା ସଂପର୍କିତ ଆଇନ ସଚେତନତା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଅଧକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର, ଡକ୍ତର ପବିତ୍ର ମୋହନ ସାମଲଙ୍କ ଅନୁମତିରେ ଝାଙ୍କରପାଲି ଗ୍ରାମ ପଂଚାୟତ ଠାରେ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀମାନଙ୍କର ବିଦ୍ୟାଳୟରେ
Read More...

ପଞ୍ଚାୟତ ସମିତି ସପ୍ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ପଂଚାୟତ ସମିତି ସଭାଗୃହରେ ବୁଧବାର ଦିନ ହରଭଙ୍ଗା ପଂଚାୟତ ସମିତିର ସପ୍ତମ ସାଧାରଣ ପରିଷଦ ବୈଠକ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଶରତ କୁମାର ସେଠି ବୈଠକ ପରିଚାଳନା କରିଥିବା ବେଳେ
Read More...

ଉତ୍କଳ ସାଂସ୍କୃତିକ ପରିଷଦର କାର୍ଯ୍ୟାଳୟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦରର ଅସ୍ଥାୟୀ କାର୍ଯ୍ୟାଳୟ ସେକ୍ଟର ୨ସ୍ଥିତ ଦୁର୍ଗା ପୂଜା ପଡ଼ିଆ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଆସନ୍ତା ୧୩ ଓ ୧୪ ତାରିଖ ଦିନ ହେବାକୁ ଥିବା ଦୁଇ ଦିନିଆ ୩୪ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ
Read More...

ଖପ୍ରାଖୋଲ ପୋଲିସର ଚଢ଼ାଉ : ୬ ଦାଦନ ଶ୍ରମିକ ଉଦ୍ଧାର, ୩ ସର୍ଦ୍ଦାର ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚଢ଼ାଉ କରି ୪ ମହିଳା ଓ ୨ ପୁରୁଷ ଦାଦନ ଶ୍ରମିକ ଉଦ୍ଧାର କରିବା ସହିତ ଏକ ଆର୍ଟିକା ଗାଡ଼ି ଜବତ କରିଥିବା ବେଳେ ବେଆଇନ ଦାଦନ ଶ୍ରମିକ ଚାଲାଣ ଅଭିଯୋଗରେ ଜଣେ ମୁଖ୍ୟ ସର୍ଦ୍ଦାର ଏବଂ ୨ ଜଣ ମଧ୍ୟସ୍ଥି
Read More...

ବିପର୍ଯ୍ୟୟ ପରିଚାଳନା ପ୍ରତିଯୋଗିତାରେ ବଲାଙ୍ଗିର ଆପଦା ମିତ୍ର ଟିମ୍ ଚାମ୍ପିୟାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ ଜୋନର ଜିଲ୍ଲାମାନଙ୍କ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନକୁ ନେଇ ଓସ୍ଡମା ତରଫରୁ ରେସକ୍ୟୁ ଏଣ୍ଡ ରିସେର୍ଚ୍ଚ ଏଣ୍ଡ ଫାଷ୍ଟ ଏଡ଼୍‌କୁ ନେଇ ଏକ ପ୍ରତିଯୋଗିତା ହୋଇଯାଇଛି । ସେଥିରେ ବଲାଙ୍ଗୀର ଜିଲ୍ଲା ଟିମ୍ ଚାମ୍ପିୟାନ
Read More...

ବଲାଙ୍ଗିର ନୃସିଂହ ମନ୍ଦିରରେ ଭଗବାନଙ୍କୁ ଏକ ଲକ୍ଷ ତୁଳସି ମଞ୍ଜରୀ ଓ ଏକ ଲକ୍ଷ ବତି ଆଳତି ଅର୍ପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : କାର୍ତ୍ତିକ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ବୁଧବାର ଦିନ ବଲାଙ୍ଗିର ଲକ୍ଷ୍ମନୃସିଂହ ମହାପ୍ରଭୁଙ୍କ ଠାରେ ଠିକାଦାରପଡ଼ା ମହିଲା ଗୋଷ୍ଠୀର ପ୍ରଚେଷ୍ଟାରେ ପ୍ରଥମ କରି ମହାପ୍ରଭୁଙ୍କ ଅପାର କରୁଣାରୁ ମହାପ୍ରଭୁଙ୍କ ପଦାର ବିନ୍ଦେ ଏକ ଲକ୍ଷ ତୁଳସୀ ମଞ୍ଜରୀ ଅର୍ଚ୍ଚନ
Read More...

ବିପର୍ଯ୍ୟୟ ମୁକାବିଲା ଦିଗରେ ଗଞ୍ଜାମ ଜିଲ୍ଲାର କରପଡା ଟିମ୍ ପୁରସ୍କୃତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପରିଚାଳନା ଓ ସଚେତନତା ନିମନ୍ତେ ପ୍ରତିଟି ଗ୍ରାମପଞ୍ଚାୟତରେ ସର୍ଚ୍ଚ ଓ ରେସ୍କୁ ଟିମ୍ ଗଠନ କରାଯାଇଛି । ଏହି ଟିମ୍ କେତେ ଦୂର ସକ୍ରିୟ ଭାବେ କାର୍ଯ୍ୟ କରୁଛି । ସେନେଇ ବ୍ଲକ ସ୍ତରରୁ ଜିଲ୍ଲାସ୍ତର ଏବଂ
Read More...