Yearly Archives

2024

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ନିବନ୍ଧ

ଦିବ୍ୟାଙ୍ଗଜନଙ୍କ ସେବା ଓ ସଶକ୍ତିକରଣର ଗୋଟିଏ ଦଶନ୍ଧିଆମ ସରକାର ଅନ୍ତର୍ଭୁକ୍ତୀକରଣ, ସମ୍ବେଦନଶୀଳତା ଏବଂ ସର୍ବାଙ୍ଗୀଣ ବିକାଶ ପାଇଁ ପ୍ରତିବଦ୍ଧତାର ମୂଲ୍ୟବୋଧ ଦ୍ୱାରା ପରିଚାଳିତ : ପ୍ରଧାନମନ୍ତ୍ରୀସୁଗମ୍ୟ ଭାରତ ଅଭିଯାନ, ଆଇନଗତ ସଂସ୍କାର ଓ ପରିଭାଷା ବଦଳିବା ଯୋଗୁ ଦେଶର ଦିବ୍ୟାଙ୍ଗ
Read More...

ଭାରତୀୟ ନୌସେନା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : "ଭାରତୀୟ ନୌସେନା ଦିବସ" ହେଉଛି ଭାରତୀୟ ନୌସେନାର ସଫଳତାକୁ ପାଳନ କରିବା ଏବଂ ନୌସେନାରେ ସେବା କରୁଥିବା ସାହସୀ ଭାରତୀୟ ପୁରୁଷ ଓ ମହିଳାଙ୍କୁ ସମ୍ମାନ ଦେବା । ଦେଶର ସୁରକ୍ଷା ପାଇଁ ସେମାନଙ୍କ ବଳିଦାନର ସ୍ମରଣ କରିବା । ତାଙ୍କ ଶାସନ କାଳରେ ଏକ ଦୃଢ
Read More...

ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ ସ୍ୱାଗତ ଯୋଗ୍ୟ : ପୀତବାସ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଏହି ଉଦ୍ୟମକୁ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡା ସ୍ୱାଗତ କରିଛନ୍ତି । ସୂଚନାଯୋଗ୍ୟ ଯେ' ଗତକାଲି ରାଜ୍ୟ ବିଧାନସଭାରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ
Read More...

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବରିଷ୍ଠ ନାଗରିକଙ୍କ ପାଇଁ ଦେୟମୁକ୍ତ ସ୍ବତନ୍ତ୍ର ସହାୟତା ନମ୍ବର - ୧୪୫୬୭ ଘୋଷଣାସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦିବ୍ୟାଙ୍ଗଜନଙ୍କ କଲ୍ୟାଣ ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରିବ : ମନ୍ତ୍ରୀ ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କିଟ୍ ଇଣ୍ଡୋର ଷ୍ଟାଡିୟମଠାରେ ପାଳିତ
Read More...

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀକ ଭିନ୍ନକ୍ଷମ ଦିବସ – ୨୦୨୪ ପାଳିତ

ଅନ୍ତର୍ଭୁକ୍ତି ଏବଂ ଅଭିଗମ୍ୟତା ଦ୍ୱାରା ଭିନ୍ନକ୍ଷମଙ୍କ ସଶକ୍ତିକରଣ ସମ୍ଭବ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ
Read More...

ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମରେ ଜଳ ଜୀବନ ମିଶନ ମାରିଲା ଫେଲ୍

ଜିଲ୍ଲାପାଳ ଅଭିଯୋଗ ଶୁଣାଣୀରେ ଅଭିଯୋଗ କଲେ ଜର୍ଜଗଡ଼ର ଗ୍ରାମବାସୀ ତଥାବି ହୋଇନାହିିଁ ପାଣି ସପ୍ଲାଏ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମରେ ଫେଲ ମାରିଛି ଜଳ ଜୀବନ ମିଶନ । ନୃସିଂହନାଥ ରାସ୍ତାରେ ଥିବା ଜର୍ଜଗଡ଼
Read More...

୧୬ ଦିନିଆ ଅନ୍ତର୍ଜାତୀୟ ମହିଳା ହିଂସା ବିରୋଧୀ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହୋଇଛି ୧୬ ଦିନିଆ ଅନ୍ତର୍ଜାତୀୟ ମହିଳା ହିଂସା ବିରୋଧୀ ଅଭିଯାନ । ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ୱାରା ଏହି ଅଭିଯାନ ମହିଳା ମହାବିଦ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ
Read More...

ଗୁଡଭେଲା ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକର ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଯୁଗଳ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ
Read More...

ଆସନ୍ତା ଡିସେମ୍ବର ୧୪ ତାରିଖରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୧୪ ତାରିଖ ଶନିବାର ଦିନ ବଲାଙ୍ଗିର, ପାଟଣାଗଡ଼, ଟିଟିଲାଗଡ, କଣ୍ଟାବାଞ୍ଜି , ଲୋଇସିଂହା, ସଇଁତଳା, ତୁଷୁରା, ମୁରିବାହାଲ ଏବଂ ବଙ୍ଗମୁଣ୍ଡା ଅଦାଲତ ପରିସରରେ ଓ ଜିଲ୍ଲାର ସମସ୍ତ ରାଜସ୍ଵ ବିଭାଗ ତଥା ରାଷ୍ଟ୍ରାୟତ ବ୍ୟାଙ୍କ, ଜିଲ୍ଲା ଶ୍ରମ
Read More...

ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ମହୋତ୍ସବ

ମ.ରାମପୁର, (ପି.କେ. ସାହୁ) : ଓଡ଼ିଶା ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମଦନପୁର ରାମପୁରର ୩୩ତମ ବାର୍ଷିକ କ୍ରୀଡା ମହୋତ୍ସବ ଗତ ୦୨.୧୨.୨୪ ରିଖ ସୋମବାର ଦିନ ସକାଳ ୯ଟା ସମୟରେ ମୁଖ୍ୟ ଅତିଥି ଦିବ୍ୟରଞ୍ଜନ ଲେଙ୍କା ସହକାରୀ ପଶୁଧନ
Read More...