Yearly Archives

2024

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଭଡତାଳ ସ୍ଥିତ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକୀ ଉତ୍ସବରେ…

ସନ୍ଥମାନେ ଆମ ସମାଜକୁ ବହୁତ ଅବଦାନ ଦେଇଛନ୍ତି, ଯେତେବେଳେ ସମଗ୍ର ସମାଜ ଏବଂ ଦେଶ ଏକ ଲକ୍ଷ୍ୟ ହାସଲ ପାଇଁ ମିଳିତ ଭାବେ ଉଦ୍ୟମ କରନ୍ତି, ତାହା ପୂରଣ ହୋଇଥାଏ : ପ୍ରଧାନମନ୍ତ୍ରୀସମଗ୍ର ଦେଶ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି, ଏହା ହିଁ ବିକଶିତ ଭାରତର ଲକ୍ଷ୍ୟ :
Read More...

ୱିଲଡ୍‌ ଭାରତ ଲିଡର୍‌ ସିପ୍‌ ଆୱାର୍ଡ଼ ପାଇଲେ ଅଭୟ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ହାପୀ ମୋମେଣ୍ଟ ଇଣ୍ଡିଆ ଦ୍ୱାରା ଏକ ସାମାଜିକ କାର୍ଯ୍ୟକ୍ରମ ତଥା ସମ୍ୱର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମାନୋତ୍ସବରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ବରକାନୀ ଗାଁର ଅଭୟ ଚରଣ ତ୍ରିପାଠୀ
Read More...

ବିଶ୍ୱ ନିମୋନିଆ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ନଭେମ୍ବର ୧୨ରେ ପାଳନ କରାଯାଉଥିବା 'ବିଶ୍ୱ ନିମୋନିଆ ଦିବସ' ନିମୋନିଆ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଉତ୍ସର୍ଗୀକୃତ, ଜୀବନ ପ୍ରତି ବିପଦପୂର୍ଣ୍ଣ କିନ୍ତୁ ପ୍ରତିରୋଧଯୋଗ୍ୟ ତଥା ଚିକିତ୍ସା ଯୋଗ୍ୟ ଏହି ଶ୍ଵାସକ୍ରିୟା ରୋଗ ।
Read More...

ଡା. ଦୀନବନ୍ଧୁ ସାହୁଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ kaleidoscope ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ଚିତ୍ରଶିଳ୍ପୀ ଏବଂ କବି ଡା. ଦୀନବନ୍ଧୁ ସାହୁଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ kaleidoscope ବଡ ବଜାର ସ୍ଥିତ ଗୌରିଶଙ୍କର ସାହାଣୀ ପାର୍କ ଠାରେ ଥିବା ଓଡ଼ିଶା ଲଳିତ କଳା ଏକାଡେମୀ regional art gallery ଠାରେ ଅପରାହ୍ନରେ ଉଦ୍‌ଘାଟିତ ହୋଯାଇଛି ।
Read More...

କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର

କଣାସ, (କେପିଏନ୍‌ଏସ୍‌) : ଚଳିତ ବର୍ଷର ମର୍ଯ୍ୟାଦାଜନକ ପ୍ରକୃତି ମିତ୍ର ପୁରସ୍କାର କଣାସ ବ୍ଲକ ପାଇଁ କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରଦାନ କରାଯାଇଛି । ପୁରୀ ବନଖଣ୍ଡ ଅଧୀନସ୍ଥ ନେଚର ପାର୍କଠାରେ ଆୟୋଜିତ ସାମୁଦ୍ରିକ କଇଁଛ ସୁରକ୍ଷା ସମ୍ବନ୍ଧୀୟ କର୍ମଶାଳାରେ ଡି.ଏଫ.ଓ.
Read More...

କିଟ୍‍ ବିଶ୍ୱବିଦ୍ୟାଳୟ ଛାତ୍ରୀ ତ୍ରିଷ୍ଣା ରାୟ ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିଲେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଆଫ୍ରିକାରେ ସୁନ୍ଦରୀ ପ୍ରତିଯୋଗିତା ମିସ୍‍ ଟିନ୍‍ ୟୁନିଭର୍ସ-୨୦୨୪ରେ କିଟ୍‍ ବିଶ୍ୱବିଦ୍ୟାଳୟ ଫେସନ୍‍ ସ୍କୁଲ୍‍ ଛାତ୍ରୀ ତ୍ରିଷ୍ଣା ରାୟ ବିଜୟ ହାସଲ କରିଛନ୍ତି । ଏହା ସହ ମିସ୍‍ ଟିନ୍‍ ୟୁନିଭର୍ସ -୨୦୨୪ ଟାଇଟଲ୍‍ ହାସଲ କରିଛନ୍ତି ।
Read More...

ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଟିକ୍ରାପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପରିଚାଳନା ସମିତିର ସଭାପତି ପ୍ରମୋଦ କୁମାର ପଶାୟତଙ୍କ ସଭାପତିତ୍ୱରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଇଁତଲାର
Read More...

ଦେବଗିରି ଶୈବ ପୀଠରେ ଲାଗିଛି ଭକ୍ତଙ୍କ ଭିଡ଼

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଦେବଗିରି ପୀଠରେ ଆଜି ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ହୋଇଥିବାରୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । ଏହି ପୀଠରେ ଜିଲ୍ଲା ଓ ରାଜ୍ୟର ପ୍ରସିଦ୍ଧ ଶୈବ ପୀଠମାନଙ୍କରୁ ଏହା
Read More...

ଓକିଲ ରଏବାରୁ ପୁଟେଲଙ୍କ ମାଁ ସରଜନୀ ପୁଟେଲଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଡେଙ୍ଗପଦର ଗ୍ରାମର ବରିଷ୍ଠ ଓକିଲ ରଏବାରୁ ପୁଟେଲଙ୍କ ମାଁ ସରଜନୀ ପୁଟେଲ(୮୫)ଙ୍କ ରବିବାର ପରଲୋକ ହୋଇଯାଇଛି । ତାଙ୍କ ବାପା ଜଗବନ୍ଧୁ ପୁଟେଲଙ୍କ ପୂର୍ବରୁ ପରଲୋକ ଘଟିଛି । ମା'ଙ୍କ ମୃତ୍ୟୁ
Read More...

ହଳଦୀ ବଜାର ଛକ ବଣିକ ସଂଘ ପକ୍ଷରୁ ଲୁଟେରାଙ୍କୁ ଶୀଘ୍ର ଗିରଫ ଦାବୀରେ ଦୋକାନ ବଜାର ବନ୍ଦ ସହ ଥାନା ଅଧିକାରୀଙ୍କୁ…

ଗ୍ରାହକ ସେବାକେନ୍ଦ୍ର ଭାଇଭଉଣୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ ଘଟଣା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ବଜାର ଛକରେ ଏସ୍‌ବିଆଇ ଗ୍ରାହକ ସେବାକେନ୍ଦ୍ର ଦେଇଥିବା ପଟାମରା ଗ୍ରାମର ଲଳିତ ଗହୀର ଓ ତାଙ୍କ ଭଉଣୀଙ୍କୁ ଗତ ଶୁକ୍ରବାର ଦିନ
Read More...