Yearly Archives

2024

ଆଇନଜୀବୀ ହୃଷୀକେଶ ପାଢ଼ୀ ପାଇଲେ ‘ପ୍ରକୃତି ବନ୍ଧୁ’ ସମ୍ମାନ – ୨୦୨୪

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପରିବେଶ ସୁରକ୍ଷା ତଥା ସଂରକ୍ଷଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଚଳିତ ବର୍ଷର ମର୍ଯ୍ୟାଦା ଜନକ 'ପ୍ରକୃତି ବନ୍ଧୁ' ପୁରସ୍କାର -୨୦୨୪ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ଶିଶୁ ସାହିତ୍ୟିକ, କବି ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କୁ
Read More...

ପୁରେନା ଗ୍ରାମର ଯଶଦେବ ସିଂଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରେନା ଗ୍ରାମର ପୂର୍ବତନ ୱାର୍ଡ ମେମ୍ବର ଯଶଦେବ ସିଂଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ୧୫ ବର୍ଷ ଧରି ଗାଁର ୱାର୍ଡ ମେମ୍ବର ଭାବେ କାର୍ଯ୍ୟ କରିବା ସହିତ ଗାଁର
Read More...

କର୍ମଚାରୀ ଛଟେଇ ପ୍ରତିବାଦରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ପକ୍ଷରୁ ଉପ ସଭାପତି ପବିତ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ସ୍ଥାନୀୟ ସଂଘ କାର୍ଯ୍ୟାଳୟ ଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଟିପିଡବ୍ଲୁଓଡିଏଲ୍ ଅଧୀନରେ କାମ କରୁଥିବା ବିଭିନ୍ନ ଏଜେନ୍ସି
Read More...

ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତି ଉପରେ ପ୍ରତିଯୋଗିତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରନୀପାଲି ପଂଚାୟତ କନ୍‌ଫରେନ୍ସ ହଲ୍‌ ଠାରେ କୃଷି ଓ କୃଷକ ସଶକ୍ତ, ଓଡିଶା ସରକାରଙ୍କ ତରଫରୁ ତଥା ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଆନୁକୂଲ୍ୟରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତି ସମ୍ୱନ୍ଧୀୟ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଭଞ୍ଜନଗରରେ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ (ଜେଲ୍ ପଡିଆ) ଠାରେ ମଙ୍ଗଳବାର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି । ଏହି ମେଳା ଚଳିତ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ
Read More...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାକୁ ଆସିଥିବା ରାଜ୍ୟ ଉଚ୍ଚଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ରାଉରକେଲା ବିକାଶ ମଞ୍ଚ ତରଫରୁ ରାଉରକେଲା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ କରିବା ସହ ବିପିୟୁଟିର ସମସ୍ତ କାର୍ଯ୍ୟକ୍ରମ ରାଉରକେଲାରେ କରିବା
Read More...

ଲଖମରା କ୍ଲଷ୍ଟରସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲଖମରା କ୍ଲଷ୍ଟର ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗାଇଡ୍‌ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନେ ନିଜ ନିଜ ବିଜ୍ଞାନ ପ୍ରକଳ୍ପ ନେଇ ଯୋଗଦାନ କରିଥିଲେ । ଆଞ୍ଚଳିକ ସାଧନ
Read More...

ଡିଏଭି ବିଦ୍ୟାଳୟରେ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଡିଏଭି ବିଦ୍ୟାଳୟ ସେକ୍ଟର -୧୬ର ପ୍ରାଙ୍ଗଣରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଭାଷା ପ୍ରଦର୍ଶନୀ ଉତ୍ସବ, ଭାଷା ନିର୍ବାଚିକା ସଭା ଅଧ୍ୟକ୍ଷା ଜସ୍ପିନ୍ଦର କୌରଙ୍କ ଅଧ୍ୟକ୍ଷତାରେ ତଥା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ
Read More...

ପୂର୍ବତନ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୧ ସ୍ଥିତ ଡ଼ିଭାଇନ ଲାଇଫ ଏକାଡେମୀରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପୂର୍ବତନ ଛାତ୍ର ବିକ୍ରାନ୍ତ କୁମାର ପାତ୍ର ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବାରୁ ବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ
Read More...

କଣ୍ଟାବାଞ୍ଜି ଆଲିସାନ ସିନେମା ହଲ୍‌ ସିଲ୍‌ କଲା ପ୍ରଶାସନ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲାର ଜଣାଶୁଣା ଆଲିସାନ ସିନେମା ହଲ୍‌ରେ ପୋଲିସ ଓ ପ୍ରଶାସନ ପକ୍ଷରୁ ତନାଘନା ତଦନ୍ତ ପରେ ସିନେମା ହଲ୍‌ ସିଲ୍‌ ହୋଇଥିବା ଦେଖିବାକୁ ମିଳିଛି । ବେଲପଡା ବ୍ଲକ ସ୍ଥିତ ଲଥାକେନ୍ଦ ଗାଁ ପାଖରେ ଥିବା ଜଣାଶୁଣା ଆଲିସାନ ସିନେମା ହଲ୍‌ରେ ପ୍ରଶାସନର
Read More...