Yearly Archives

2024

କୁଟୁମଡୋଲା ୬୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଟୁମଡୋଲା ହାଇସ୍କୁଲ ପଡିଆରେ ପ୍ରତିଭା ଯୁବକ ସଂଘ ଆନୁକୁଲ୍ୟରେ ୬୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କୁଟୁମଡୋଲା, ଢୁଲୁସର, ଗେର୍ଡି, ଅମାମୁଣ୍ଡା ସହ ୧୨ ଗୋଟି ଦଳ ଅଂଶ ଗ୍ରହଣ
Read More...

୫୧ ତମ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଆୟୋଜନ ପାଇଁ କଳସ ଶୋଭାଯାତ୍ରା ଓ ଅଧିବାସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ସର୍ବ ପୁରାତନ ନାମଯଜ୍ଞ କମିଟି ଟିକ୍ରାପଡା ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ୫୧ତମ ଅହୋରାତ୍ର ନାମଯଜ୍ଞ ଆୟୋଜନ କରୁଛି । ଚଳିତ ବର୍ଷ ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ସଭାପତି ପ୍ରକାଶ ନେପାକ, ସମ୍ପାଦକ ଅଙ୍କୁଶ ହୋତା, କୋଷାଧ୍ୟକ୍ଷ
Read More...

ଜିଲ୍ଲା ଅଭିଭାବକ ସଂଘର ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନ୍ୱେଷା ଯୋଜନା ଓ ଶିକ୍ଷା ଅଧିକାର ଆଇନ ଅଧିନରେ ପାଠ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ମୌଳିକ ଶିକ୍ଷା ଅଧିକାର ପାଇବା ପାଇଁ ପ୍ରତ୍ୟେକ ବେସରକାରୀ ବିଦ୍ୟାଳୟମାନଙ୍କୁ ପାଠ୍ୟ ପୁସ୍ତକ, ପୋଷାକ, ସ୍କୁଲବ୍ୟାଗ, ଜୋତା ଇତ୍ୟାଦି ଦେବା ପାଇଁ ବାଧ୍ୟତାମୂଳକ ଆଦେଶ
Read More...

ଶ୍ରୀ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ମନ୍ଦିର ଓ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ସମାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରଣ ସମାଜର ଇଷ୍ଟ ପୂଜ୍ୟ ଦେବତା ଆର୍ଯ୍ୟ ଦେବ ଶ୍ରୀ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କର ମନ୍ଦିର ନିର୍ମାଣ ଓ କରଣ ସମାଜର ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଆଜି ପଦ୍ମପୁର କରଣ ସମାଜ ତରଫରୁ ଭୂମି ପୂଜନ ଶାସ୍ତ୍ରୀୟ ରୀତିନୀତି ଅନୁସାରେ ସମାପନ ହୋଇଯାଇଛି ।
Read More...

ତୁରେକେଲା ବ୍ଲକ ସଦରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

୫୫୬ ଜଣ ବିଭିନ୍ନ ଭିନ୍ନକ୍ଷମ ଚିହ୍ନଟ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଉପାନ୍ତ ତୁରେକେଲା ବ୍ଲକ ସଦର ମହକୁମା କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ଲକର ମୋଟ ୧୯ ଗୋଟି ପଂଚାୟତର ବିଭିନ୍ନ
Read More...

ଖଇରା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠରେ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ଠାରେ ଜିଲ୍ଲାସ୍ତରୀୟ ସୁରଭି ଶିଶୁ ଉତ୍ସବ ରେ ୨୦୨୪ରେ ପୁରସ୍କୃତ ହୋଇ ଥିବା ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା
Read More...

ବ୍ଲକସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡ଼ା ସମ୍ବର ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ବ୍ଲକ ଶିକ୍ଷାଅଧିକାରୀ ଲୋକନାଥ ଭୋଇଙ୍କ ଦ୍ଵାରା ଶ୍ରୀ ଗଣେଶ ଓ ମା' ସରସ୍ଵତୀଙ୍କ ଠାରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ପ୍ରତିଯୋଗିତା ଆରମ୍ଭ
Read More...

ବଡ଼ ଏକାଦଶୀ ଅବସରରେ ୫ ହଜାର ଦୀପ ପ୍ରଜ୍ୱଳନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବଡ ଏକାଦଶୀ ଅବସରରେ ୫ ହଜାର ଦୀପ ପ୍ରଜ୍ୱଳନ କରାଯାଇଥିବା ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁରରେ ଥିବା ରାମଲିଙ୍ଗେଶ୍ୱର ଓ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଏହା ଦେଖିବାକୁ ମିଳିଛି । ପ୍ରଥମେ ବିଧିବଦ୍ଧ ଭାବେ
Read More...

ମଥୁରା ପାଲଟିଛି ବଙ୍ଗୋମୁଣ୍ଡା : କଂସର ରାଜୁତିରେ ପ୍ରକମ୍ପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ସର୍ବସାଧାରଣ ଖେଳପଡ଼ିଆ ଠାରେ ଆୟୋଜିତ ୩୮ତମ ଧନୁଯାତ୍ରା ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ କଂସ ମହାରାଜଙ୍କ ରାଜଦରବାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ
Read More...

ସମାଜସେବୀ ବାସୁଦେବ ପାତ୍ରଙ୍କ ବିୟୋଗରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁ ପାଠାଗାରର ବୟୋଜ୍ୟେଷ୍ଠ ସକ୍ରିୟ ସଦସ୍ୟ ବାସୁଦେବ ପାତ୍ରଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ମୂଳ ବାସିନ୍ଦା ସ୍ୱର୍ଗତ ପାତ୍ର ରାଉରକେଲା ଇସ୍ପାତ କାରଖାନାରୁ ଅବସର ପରେ ନିଜ ଘର ଛେଣ୍ଡ୍ କଲୋନୀ ଦ୍ୱିତୀୟ ଫେଜ୍
Read More...