Yearly Archives

2024

ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ଫୁଲ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ । ଏହି ଅବସରରେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର
Read More...

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁରେ ୧୨ତମ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅଷ୍ଟ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଭୁଜ ସିଂ ବାବୁ, ପୁରନ୍ଦର ସିଂ ନିନା, ସୁବାଷ ମେହେରଙ୍କ ପରିଚାଳନାରେ ଅଷ୍ଟପ୍ରହର
Read More...

ମଣ୍ଟେଶୋରୀ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଲପଡା ସ୍ଥିତ ମଣ୍ଟୋଶୋରୀ ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮୦ ଜଣ ଶିଶୁ ବୈଜ୍ଞାନିକ ଭାଗ ନେଇଥିଲେ । ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ପ୍ରାୟ ଶତାଧିକ ଅଭିଭାବକ ଏହା ଦେଖିବାକୁ
Read More...

ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବର ତୃତୀୟ ସନ୍ଧ୍ୟା : ନାଟ୍ୟାଭିନୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କଲେ ହଜାର…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ୩୮ତମ ଧନୁଯାତ୍ରା ମହୋତ୍ସବ ତୃତୀୟ ଦିବସରେ ପହଞ୍ଚିଛି । ପାତ୍ର, ମନ୍ତ୍ରୀ ସହ ବିରାଟ ପଟୁଆରରେ କଂସ ମହାରାଜ ରଙ୍ଗମଞ୍ଚକୁ ପହଞ୍ଚିବା ପରେ ରାଜକାର୍ଯ୍ୟ ଆରମ୍ଭ ହୋଇଥିଲା । ତୃତୀୟ ରଜନୀରେ ରାଜ ଦରବାରକୁ ରାଜକୀୟ
Read More...

ଝାରମୁଣ୍ଡା ଗାଁ ତଳିପଡା ପଞ୍ଚୁକ ଚତୁର୍ଦ୍ଦଶୀରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ପୁଣ୍ୟମାସ କାର୍ତ୍ତିକ । ମାସ ସାରା ଶ୍ରଦ୍ଧାଳୁ ଭକ୍ତମାନେ ପୂଜାର୍ଚ୍ଚନା କରି ଥାଆନ୍ତି । ଏହାସହିତ ପଞ୍ଚୁକ ୫ ଦିନ ସମସ୍ତ ଶ୍ରଦ୍ଧାଳୁ ନିଷ୍ଠାର ସହିତ କାର୍ତ୍ତିକ ବ୍ରତ ପାଳନ କରନ୍ତି । ଭାଗବତ ପଠନ କରି ପୁଣ୍ୟ ଅର୍ଜନ କରନ୍ତି । ଏହି ଅବସରରେ
Read More...

ସେକ୍ଟର -୧୯ ଥାନାରେ ଆମ ପୁଲିସ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆମ ପୁଲିସ ତରଫରୁ ସେକ୍ଟର -୧୯ ଥାନାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ପୁଲିସ ଅଧିକାରୀ ଡ. ସୁମନ ଦତ୍ତଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଥାନା ପ୍ରଭାରୀ ସାଇପ୍ରଭା ରାଉତ, ଏସ୍‌ଆଇ ଏ ମୁଣ୍ଡାରୀ, ଏଏସ୍‌ଆଇ ସୁଷମା ସାହୁ
Read More...

ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତୀବ୍ର ହଟ୍ଟଗୋଳ

ଟ୍ରକ୍ ମାଲିକ ସଂଘର ସର୍ତ୍ତପୂରଣ ନେଇ ଆଲୋଚନା ସ୍ଥଗିତ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଟ୍ରକ୍ ମାଲିକ ସଂଘର ସର୍ତ୍ତ ପୂରଣ ନେଇ ଘମାଘୋଟ ଲଢେଇ ଓ ହଟ୍ଟଗୋଳ ଜୋର୍‌ଦାର୍ ହୋଇଛି । ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ବୁଧବାର ଅପରାହ୍ନରେ ଗଞ୍ଜାମ
Read More...

ନବଜନ୍ମିତ ଶିଶୁବିକ୍ରି ଘଟଣା : ରାଏପୁରରେ ଚିକିତ୍ସାଧିନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଲାଠୋର ଥାନା ଅନ୍ତର୍ଗତ ସାନଗୁର୍ଜିଭଟା ଗାଁର ନବଜନ୍ମିତ ଶିଶୁବିକ୍ରି ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଥିବା ବେଳେ ବିଭିନ୍ନ ସ୍ତରରେ ଏବେ ତନାଘନା ତଦନ୍ତ ଚାଲିଥିବା ଜଣାପଡ଼ିଛି । ପଡୋଶୀ ରାଜ୍ୟ ଛତିଶଗଡ଼ ରାଏପୁରର ଏକ ଘରୋଇ ହସ୍ପିଟାଲରେ ଶିଶୁକୁ
Read More...

ଗୋପାଳପୁର ପୋର୍ଟ, ଟାଟା ପ୍ଲାଣ୍ଟ ଏବଂ ଅଦାନୀର ପ୍ରସ୍ତାବିତ ପ୍ଲାଣ୍ଟକୁ ପାଣି ଯୋଗାଇବା ପାଇଁ ପିପଳପଙ୍କା ଠାରେ ବୃହତ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଜୀବନ ରେଖା ଋଷିକୂଲ୍ୟା ନଦୀର ଉପର ମୁଣ୍ଡ ପିପଳପଙ୍କା ଠାରେ ବୃହତ ଡେମ ନିର୍ମାଣ କରି ପାଇପ ଯୋଗେ ଗୋପାଳପୁରରେ ଟାଟା ଏବଂ ଅଦାନୀର ପ୍ରସ୍ତାବିତ ପ୍ଲାଣ୍ଟକୁ ପାଣି ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଡେମ୍ ନିର୍ମାଣ
Read More...

ଲୁହା ଛଡ଼ ଚୋରି କରି ଜେଲ ଗଲେ ୮ ଜଣ ଯୁବକ : ଅଭିଯୋଗର ୨୪ ଘଣ୍ଟା ଭିତରେ ଚୋରଙ୍କୁ ଧରି କୋର୍ଟ ଚାଲାଣ କଲା କେସିଙ୍ଗା…

କେସିଙ୍ଗା, (ପ୍ରୀତେଶ ପଟେଲ) : ଗତ ୧୦ ତାରିଖ ରାତିରେ କେସିଙ୍ଗା ବ୍ଲକ ଡୁମେରମୁଣ୍ଡା ଠାରେ ଥିବା କେସିଙ୍ଗା ଏନ୍‌ଏସିର ଆବର୍ଜନା ଗୃହ ଠାରୁ ଲୁହା ଛଡ ଚୋରି ହୋଇଥିବା ନେଇ ଗତ ୧୧ ତାରିଖରେ କେସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ କେନ୍ଦ୍ର କରି କେସିଙ୍ଗା ଥାନାର ଏଏସ୍‌ଆଇ ଡି.
Read More...