Yearly Archives

2024

ତୁଳସୀନଗର ଦୁର୍ଗାପୂଜା କମିଟିର ବନ୍ଧୁ ମିଳନ ପର୍ବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଳସୀନଗର ଦୁର୍ଗାପୂଜା କମିଟିର ଏକ ବନ୍ଧୁ ମିଳନ ପର୍ବ ଗତ କାଲି ବଲାଙ୍ଗିର ସହର ଉପକଣ୍ଠ କଦଳୀମୁଣ୍ଡ ନର୍ସରୀରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ବିଧାୟକ କଲିକେଶ ନାରାୟଣ ସିଂଦେଓ କମିଟି ସଦସ୍ୟମାନଙ୍କ ସହିତ ଯୋଗଦେଇ କିଛି ସମୟ ଅତିବାହିତ
Read More...

ଅକ୍ଷୟ ମହାନ୍ତିଙ୍କ ସଂଗୀତରେ ଝୁମିଲେ ଶ୍ରୋତା

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ଅକ୍ଷୟ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଅକ୍ଷୟ ସଂଗୀତ ସନ୍ଧ୍ୟାକୁ ଉପସ୍ଥିତ ଶ୍ରୋତା ମନଭରି ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିିଥିଲେ ଆର୍‌.ଏସ୍‌. ପି. ସହର ସେବା ବିଭାଗର
Read More...

ଓଡ଼ିଶା ଫାର୍ମାସିଷ୍ଟ ଆସୋସିଏସନ୍‌ ଗଞ୍ଜାମ ଶାଖାର ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୬୩ତମ ଜାତୀୟ ଫାର୍ମାସୀ ସପ୍ତାହ ଦିବସ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଆସ୍କା ରୋଡଠାରେ ପାଳିତ ହୋଇଯାଇଛି । ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ୍ ଆସୋସିଏସନ୍‌ ଗଞ୍ଜାମ ଶାଖା ଆନୁକୁଲ୍ୟରେ ସମାହିତ ଏହି କାର୍ଯ୍ୟକ୍ରମରେ ସଭାପତି ନବୀନ କୁମାର
Read More...

ନିର୍ମାଣ ଶ୍ରମିକ ସଂଗଠନର ସଭାପତି ହେଲେ ଇଜୁ ଆମିନ ଖାନ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଗୌରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସେଣ୍ଟ୍ରାଲ ଓ ଆଞ୍ଚଳିକ
Read More...

ତପ୍ତପାଣି ଗେଷ୍ଟ ହାଉସରେ ବିରାଟ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ

ଗଞ୍ଜାମ ଜିଲ୍ଲାର ବହୁ କୋଟିପତି ତଥା ବ୍ରହ୍ମପୁରର କିଛି ଠିକାଦାର, ବିଲଡର ପୋଲିସ ହାତରେ ବନ୍ଧା ହେଲେ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ପାଟପୁର ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ତପ୍ତପାଣି ଗେଷ୍ଟ ହାଉସରେ ଚଢ଼ାଉ କରିଛି । ବହୁ
Read More...

ଭାରତୀୟ ମଜଦୁର ସଂଘର ଜିଲ୍ଲା ସ୍ତରୀୟ ବୈଠକ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାରତୀୟ ମଜଦୁର ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ମୋହନ ରାଓ ମାଝୀ ଏବଂ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଲାୟନ୍ସ କ୍ଲବ ଠାରେ ଆୟୋଜିତ ବୈଠକରେ ମୁଖ୍ୟ
Read More...

ଦେଓଗାଁ ଥାନା ଅଞ୍ଚଳରେ ୩ଟି ପୃଥକ୍ ଦୁର୍ଘଟଣାରେ ଜଣେ ମୃତ : ୬ ଗୁରୁତର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନାର ଦେଓଗାଁ- ଭୁତିଆରବାହାଲ ରାସ୍ତାର ସିକୁଆଁ ଛକଠାରେ ମା' କ୍ରସର୍‌ର ଏକ ହାଇୱା ଗାଡ଼ି ବାଇକ୍‌କୁ ଧକ୍କା ଦେବାରୁ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ବାଇକ୍‌ରେ ଥିବା ଅନ୍ୟ ଜଣେ ଗୁରୁତର ହୋଇଥିଲେ । ମୃତକ ଜଣକ ବଲାଙ୍ଗିର ସଦର ଥାନା
Read More...

ବାଇକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍ : ୨ ମୃତ, ଜଣେ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ୧୬ ନଂ ଜାତୀୟ ରାଜପଥର ଖଡ଼ିକାପଲି ଛକରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତିକୁ ଉଦ୍ଧାର କରି ବାଲୁଗାଁ ମେଡିକାଲ
Read More...

ବିଦ୍ୟୁତ୍‌ ଆଘାତରେ ଛାତ୍ର ମୃତ

କଟକ : କଟକ ବାଲିଯାତ୍ରାରେ ଅଘଟଣ । ସାଙ୍ଗ ମାନଙ୍କ ସହିତ ବାଲିଯାତ୍ରା ବୁଲିବାକୁ ଯାଇଥିବା ବେଳେ ଜଣେ +୨ ଛାତ୍ରଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ଜଗତସିଂହପୁର ଜିଲ୍ଲାର ବିଶ୍ଵ ପ୍ରକାଶ ମହନ୍ତ । ସୂଚନା ମୁତାବକ, ଜଗତସିଂହପୁରର ବିଶ୍ଵ ପ୍ରକାଶ ମହନ୍ତ ସାଙ୍ଗମାନଙ୍କ
Read More...

କଣ୍ଟେନରକୁ ପଛ ପଟୁ ଧକ୍କା ଦେଲା ବସ୍‌ : ୧୨ ଆହତ

ଜଳେଶ୍ୱର : କଣ୍ଟେନରକୁ ପଛ ପଟୁ ଧକ୍କା ଦେଲା ବସ୍‌ । ବସ୍‌ଟି କୋଲକାତାରୁ ଭୁବନେଶ୍ୱର ଆସୁଥିଲା । ଉକ୍ତ ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିବା ବେଳେ ତନ୍ମଧ୍ୟରୁ ୧୨ ଜଣଙ୍କ ଠାରୁ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣ ନାଥ ଟୋଲ ପ୍ଲାଜା ନିକଟରେ ଏଭଳି ଘଟଣା
Read More...