Yearly Archives

2024

ଜିଲ୍ଲାସ୍ତରୀୟ କବାଡି ଖେଳାଳି ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୁଲ୍ୟରେ ଆସନ୍ତା ୨୦.୧୧.୨୦୨୪ ଦିବା ଘ.୧୦ ରୁ ଘ.୧ ମଧ୍ୟରେ ସ୍ଥାନୀୟ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବଲାଙ୍ଗିର ଜିଲ୍ଲାସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ଖେଳାଳି ଚୟନ କରାଯିବାକୁ ବ୍ୟବସ୍ଥା କରାଯିବ
Read More...

କବି ଜ୍ୟୋତିରଞ୍ଜନ ମିଶ୍ରଙ୍କ କବିତା ସଂକଳନ ‘ଏକାନ୍ତବାସ’ ଲୋକାର୍ପିତ

ବରଗଡ, (କେପିଏନ୍‌ଏସ୍‌) : ଲାଭ ନଥାଇ ବେପାର କରୁଥିବା ମଣିଷ ହିଁ କବିଟିଏ । ଅନ୍ତର ବେଦନା ହିଁ କବିତା ହୋଇ ଝରିଯାଏ କଲମ ମୁନରୋକ୍ଷତ ସବୁ କବିତା ହୋଇ ନପାରନ୍ତି, ମାତ୍ର ପ୍ରତିଟି କବିତା ପଶ୍ଚାତପଦରେ ଥାଏ ଏକ କେବେ ବି ଶୁଖୁ ନଥିବା କ୍ଷତ । ଯାହା ଚିରକାଳ ଦୁଃଖ ହିଁ ଦେଇଥାଏ ଓ ସେଇ ଦୁଃଖଦ
Read More...

କୃଷ୍ଣ ଓ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଜାଗରଣ ସମାପନ ସହ ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ସଦାଇପାଲି ଗ୍ରାମରେ ଗତ ଏକ ବର୍ଷ ହେଲା ଉଭୟ କୃଷ୍ଣ ଓ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଦିନ ଜାଗରଣ ସହ ସୁଲୋଚନା ମିଶ୍ରଙ୍କ ନେତୃତ୍ୱରେ ଗ୍ରାମର ଭାଗବତ ଟୁଙ୍ଗୀରେ ଶତାଧିକ ମହିଳା ପୂଜା କରି ଆସୁଥିଲେ । ଏଥିରେ ଶାନ୍ତିପଡାର ପୁଜକ ମହାବୀର
Read More...

ଅଗ୍ନିପଥ ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନୁଗୁଳ, ବରଗଡ, ବଲାଙ୍ଗିର, ଢେଙ୍କାନାଳ, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣପୁର ଓ ସୁନ୍ଦରଗଡ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀଙ୍କ ନିମନ୍ତେ ଅଗ୍ନିପଥ ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଏହି ଆର୍ମି ନିଯୁକ୍ତି ରାଲି
Read More...

ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ । ଏହି
Read More...

ନିଷ୍ଠାବାନ ଶିକ୍ଷକଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାଞ୍ଜିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଗୋପଗଞ୍ଜନ ବେଣୁ ପାଣିଙ୍କ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା ।
Read More...

ଟିଟିଲାଗଡ଼ ରେଳ ଓଭର ବ୍ରିଜ ଉପରେ ହେଲାଣି ଖାଲ – ବିପଦ ସଙ୍କୁଳ ଅବସ୍ଥାରେ ଲୋକଙ୍କ ଜୀବନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଟିଟିଲାଗଡ଼ ରେଳ ଓଭର ବ୍ରିଜକୁ ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନ ସମାରୋହରେ ସାଂସଦ ଶ୍ରୀମତୀ ସଙ୍ଗୀତା
Read More...

ବରଗଡରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ
Read More...

ହୃଦ୍‌ରୋଗ ନିରାକରଣ ସଚେତନତା ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱରେ ହୃଦ୍ ରୋଗ ଜନିତ ମୃତ୍ୟୁ ସଂଖ୍ୟା ଅତ୍ୟଧିକ । ଏଥିରୁ ନିରାପଦ ରହିବାକୁ ହେଲେ ହୃଦ୍‌ରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ ସଚେତନତା ସୃଷ୍ଟି ଅତି ଆବଶ୍ୟକ । ଏହି ଉଦ୍ଦେଶ୍ୟରେ ରୋଟାରୀ କ୍ଲବ ଓ ଇନ୍ନର ହୁଇଲ କ୍ଲବ ରାଉରକେଲା ରିଭର ସାଇଡ୍ ଏବଂ ହାଇ
Read More...

ସାହିତ୍ୟ ସୃଜନୀ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶ୍ରାସ୍ଥିତ ବିଜାଡିହି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆବାହକ କବି ସୁଶାନ୍ତ କୁମାର ନାୟକଙ୍କ
Read More...