Yearly Archives

2024

ଗ୍ରାମୀଣ ଭାରତ ପାଇଁ ଏକ ଉନ୍ନତ ଭବିଷ୍ୟତ ନିର୍ମାଣ

ନୂଆଦିଲ୍ଲୀ, (ପିଆଇବି) : ୨୦୧୪ ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗରିବ ଲୋକଙ୍କ ପାଇଁ ପକ୍କା ଘର ନିର୍ମାଣ ଏବଂ ଯୋଗାଣ ପାଇଁ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (୨୦୧୫) ଏବଂ ଗ୍ରାମୀଣ (୨୦୧୬)ର
Read More...

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଗୁଜରାଟର ସାବରକାଣ୍ଠା ଜିଲ୍ଲାର ହିମ୍ମତନଗରରେ ୮୦୦ ମେଟ୍ରିକ୍ ଟନ୍…

ସାବର ଡାଏରୀ ଆକାରରେ ରୋପଣ କରାଯାଇଥିବା ବୀଜ ଆଜି ଏକ ବଟବୃକ୍ଷରେ ପରିଣତ ହୋଇଛି, ଯାହା ସାଢ଼େ ୩ ଲକ୍ଷରୁ ଅଧିକ ପରିବାରକୁ ଜୀବିକା ପ୍ରଦାନ କରୁଛିଜୈବିକ ଚାଷ କରୁଥିବା କୃଷକମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇବାକୁ ସୁନିଶ୍ଚିତ କରିବା ଏବଂ ଏସବୁ ଉତ୍ପାଦର ରପ୍ତାନିକୁ ସୁଗମ କରିବା
Read More...

ଯୁବତୀଙ୍କୁ ବିଷ୍ଠା ଖୁଆଇ ଦେଲା ଯୁବକ

ବଙ୍ଗୋମୁଣ୍ଡା, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲାରେ ଏକ ଆଦିବାସୀ ଯୁବତୀଙ୍କୁ ଗାଳିଗୁଲଜ କରି ବିଷ୍ଠା ଆଣି ମୁହଁରେ ଘସିବା ସହ ଖୁଆଇଦେଇଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୀଡିତାଙ୍କ ପରିବାର ଲୋକେ ମଙ୍ଗଳବାର ଥାନାର ଦ୍ୱାରସ୍ଥ
Read More...

ଠିକ୍ ସମୟରେ ଜାତି ସାର୍ଟିଫିକେଟ ନମିଳିବାରୁ ତହସିଲ ଘେରିଲେ ଗାଁ ଲୋକେ

ଚାକିରିରୁ ବଞ୍ଚିତ ହେଲେ ଯୁବକ, ମହିଳା ଧରିଲେ ଅତିରିକ୍ତ ତହସିଲଦାରଙ୍କ ସାର୍ଟର କଲର ଦେଓଗାଁ, (ମନୀଷ କୁମାର ସାହୁ) : ସାର୍ଟିଫିକେଟ ଆବେଦନ କରିଥିଲେ ମଧ୍ୟ ତହସିଲ ପକ୍ଷରୁ ଠିକ ଭାବରେ ସାର୍ଟିଫିକେଟ ମିଳୁ ନଥିବାର ଅଭିଯୋଗ ହେଉଛି । ଯାହାଫଳରେ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳା
Read More...

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ସମବାୟ ସପ୍ତାହ ଉତ୍ସବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିକଶିତ ଭାରତରେ ବିକଶିତ ଓଡ଼ିଶା ଗଠନରେ ସମବାୟର ଭୂମିକା ନେଇ ସମବାୟ ବିଭାଗ ପକ୍ଷରୁ ୭୧ତମ ନିଖିଳ ଭାରତ ସମବାୟ ସପ୍ତାହର ଜିଲ୍ଲା ସ୍ତରୀୟ ଉତ୍ସବ ଭବାନୀପାଟଣା ଟାଉନ ହଲ ଠାରେ ପାଳିତ ହୋଇଯାଇଛି । ଡିଆର୍‌ସିଏସ୍‌ ପ୍ରମୋଦ ସାହୁଙ୍କ ଆହ୍ୱାନ କ୍ରମେ
Read More...

ଖବର ପ୍ରସାରଣର ୨୪ ଘଣ୍ଟା ଭିତରେ ରାସ୍ତା ମରାମତି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ରେଳ ଓଭର ବ୍ରିଜ ରାସ୍ତା ଉପରୁ ଲୁହା ଛଡ଼ ବାହାରିବା ଘଟଣା ଖବର ପରିବେଷଣ କରିବା ୨୪ ଘଣ୍ଟା ଭିତରେ କରାଗଲା ରାସ୍ତା ମରାମତି । ସୋମବାର ଦିନ ଖବର ପରିବେଷଣ କରି ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଧାୟକ ନବୀନ
Read More...

ଟିଟିଲାଗଡ଼ ମହାରାଜ ସାଗରର ସଫେଇ ଅଭିଯାନ : ବାହାରିଲା କୁଢ଼ କୁଢ଼ ଅଳିଆ ଆବର୍ଜନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଇ ଲଭ ଟିଟିଲାଗଡ଼ ପାର୍କ ଟିଟିଲାଗଡ଼ ସହରର ମୁଖ୍ୟ ଆକର୍ଷଣ ପାଲଟିଛି । ଏହି ପାର୍କର ପଛପଟେ ରହିଛି ମହାରାଜ ସାଗର । ଏହି ମହାରାଜ ସାଗର ଉପରେ ବହୁତ ଲୋକ ଗାଧୋଇବା, ପୂଜା ଜିନିଷ ଭସାଇବା, ପୂଜାପାଠ କରିବା ସହ ଅନେକ କାର୍ଯ୍ୟ କରିଥାନ୍ତି । କିଛି ବର୍ଷ
Read More...

ଦୁର୍ଗମ ଅଞ୍ଚଳରେ ଆରମ୍ଭ ହେଲା ଅପରେସନ : ମାଳ ମାଳ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ବୈପାରିଗୁଡ଼ା, (ବିକ୍ରାନ୍ତ କୁମାର ବେବର୍ତ୍ତା) : କୋରାପୁଟ ଜିଲ୍ଲା ଜଙ୍ଗଲ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ବୈପାରିଗୁଡା ବ୍ଲକର ଅନେକ ଦୁର୍ଗମ ଗ୍ରାମକୁ ଭଲ ପକ୍କାରାସ୍ତା ନଥିବାରୁ ଏହାର ସୁଯୋଗ ନେଇ ଗଞ୍ଜେଇ ବେପାରୀ ମାନେ ନିରୀହ ଲୋକଙ୍କୁ ଢାଲ ବନାଇ ଜଙ୍ଗଲ ପାହାଡ ଉପରେ ଗଞ୍ଜେଇ ଚାଷ
Read More...

ପ୍ରବାସୀ ଶ୍ରମିକ ସଚେତନତା ସଭା ଅନୁଷ୍ଠିତ

ନୂଆପଡ଼ା, (ଅଜିତ ବେହେରା) : ଜିଲ୍ଲା ବୋଡ଼େନ ବ୍ଲକ ନାଗପଡ଼ା ପଞ୍ଚାୟତରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର
Read More...

ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଲୁଇସ୍ ମୋଣ୍ଟେନେଗ୍ରୋଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା । ଏପ୍ରିଲ ୨୦୨୪ରେ ପଦଭାର
Read More...