Yearly Archives

2024

ରାଷ୍ଟ୍ରପତିଙ୍କୁ ସାହିତ୍ୟ ଏକାଡେମୀ ପ୍ରକାଶିତ ହରେକୃଷ୍ଣ ମହତାବଙ୍କ ପୁସ୍ତକ ପ୍ରଦାନ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଉକ୍ରଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର
Read More...

ପ୍ରୟୋଗ ତାଲିମ ଶିବିର ଉଦ୍‌ଯାପିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ପ୍ରୟୋଗ ତାଲିମ ଉଦ୍‌ଯାପିତ ହୋଇଯାଇଛି । ୩ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ନିଆରା ଢଙ୍ଗରେ ପୁଅର ଜନ୍ମଦିନ ପାଳନ କଲେ ଯୁବ ସମାଜସେବୀ ଦେବାଶିଷ ପଟ୍ଟନାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଯୁବ ସମାଜସେବୀ ତଥା ବିଜେପି ଯୁବନେତା ଦେବାଶିଷ ପଟ୍ଟନାୟକ ରକ୍ତଦାନ ଶିବିରର ଆୟୋଜନ କରି ଏକ ନିଆରା ଢଙ୍ଗରେ ତାଙ୍କ ନିଜ ପୁଅର ଜନ୍ମଦିନ ପାଳିଛନ୍ତି । ଶିବିରରେ ୧୯୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଯାହା ବିଭିନ୍ନ ମହଲରେ ସାଧୁବାଦର
Read More...

ବରଗଡ଼ର ଖେଳାଳୀ ପ୍ରବୀଣ ଲୁହା ଓ ଟ୍ରେନର ସୌର୍ଯ୍ୟ ରଞ୍ଜନ ରାଏ ଓଡ଼ିଶା ଟି-୨୦ ଦଳରେ

ଜିଲ୍ଲା କ୍ରିକେଟ ଏସୋସିଏସନ ପକ୍ଷରୁ ଶୁଭେଚ୍ଛା ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପ୍ରତିଭାବାନ ଖେଳାଳୀ ତଥା ଜିଲ୍ଲା ବରିଷ୍ଠ ଦଳର ଅଧିନାୟକ ପ୍ରବୀଣ ଲୁହା ଓଡ଼ିଶା ବରିଷ୍ଠ ଟି-୨୦ କ୍ରିକେଟ ଦଳରେ ସାମିଲ ହୋଇଛନ୍ତି । ଗତକାଲି ଓଡ଼ିଶା କ୍ରିକେଟ ଏସୋସିଏସନ ପକ୍ଷରୁ ସୟଦ
Read More...

ବୁଲା କୁକୁର କାମୁଡ଼ାରେ ୨୦ଜଣରୁ ଅଧିକ ଆହତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ତରବୋଡ ଗାଁରେ ବୁଲା କୁକୁରର ଆତଙ୍କ ବଢ଼ି ଚାଲିଛି । ଜଣେ ପରେ ଜଣେ ଲୋକଙ୍କୁ ବୁଲା କୁକୁର କାମୁଡି ଆହତ କରୁଛି । ତରବୋଡ ଗାଁରେ ୨୦ ଜଣରୁ ଅଧିକ ଲୋକଙ୍କୁ ଆକ୍ରମଣ କରି କାମୁଡି ସାରିଛି ଓ ତରବୋଡ଼ ସ୍ଥିତ ନବୋଦୟ
Read More...

‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ପକ୍ଷରୁ ଉକ୍ତଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ପକ୍ଷରୁ ଉକ୍ତଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଗୁରୁବାର ଅପରାହ୍ନରେ ଇଞ୍ଜିନିୟରିଂ ସ୍କୁଲ ଛକ ସ୍ଥିତ ନବୀନ ଭବନ ପରିସରରେ
Read More...

ଏକଡା ଏକଡା ରାର ଗୀତିକାର ବ୍ୟାସଦେବ ପୁରୋହିତଙ୍କୁ ବିଧାୟକ କଳିକେଶ ସିଂହଦେଓଙ୍କ ଦ୍ୱାରା ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂଜ୍ୟୋତ କଳା କେନ୍ଦ୍ର ୫ମ ବାର୍ଷିକ ଉତ୍ସବ ବଲାଙ୍ଗିର କଦଳିମୁଣ୍ଡା ନର୍ସରୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇ ବରିଷ୍ଠ କଳାକାର ବ୍ୟାସଦେବ ପୁରୋହିତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସଂଜ୍ୟୋତ
Read More...

ବାରପୁଡୁଗିଆ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆରେ ୨୦ତମ ଏସ୍‌ଏସ୍‌ପି କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ସରପଂଚ ଜନ୍ମଜୟ ମେହେର ଉଦ୍‌ଘାଟିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସାରସପିଟା, ଜନକପୁର,
Read More...

ମାଉସୀ ମା’ ମନ୍ଦିର ପାଇଁ ଭୂମିପୂଜନ କଲେ ବିଧାୟକ

ବରଗଡ, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମରେ ମାଉସୀ ମା' ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଜେପୁର ବିଧାୟକ ସନତ ଗଡତିଆ, ସମ୍ମାନିତ ଅତିଥି ରୂପେ ବିଜେପି ଜିଲ୍ଲା
Read More...

ମୁହାଁମୁହିଁ ୨ ବାଇକ୍‌ ଧକ୍କା : ଉଭୟ ଆରୋହୀ ଗୁରୁତର

ସ୍ଥାନୀୟ ଲୋକଙ୍କ ସହାୟତାରେ ଗଲେ ସ୍ୱାସ୍ଥ୍ୟକେନ୍ଦ୍ର ବୈପାରୀଗୁଡ଼ା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ରାଞ୍ଚି ବିଜୟୱାଡ଼ା ତଥା ୩୨୬ ନମ୍ବର ଜାତୀୟ ରାଜପଥ ଥାନା ଠାରୁ ଅଳ୍ପଦୂର ମଶାଣୀ ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢେ ୫ଟା ସମୟରେ ଏକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ
Read More...