ରେଳ ଷ୍ଟେସନ ପରିଦର୍ଶନ କଲେ ଏଡିଆର୍ଏମ୍ : ଧାରଣାରେ ବସିଲେ ଦୋକାନୀ ସଂଘ
କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ରେଳ ଷ୍ଟେସନ ଅମୃତ ରେଳ ଷ୍ଟେସନରେ ସାମିଲ ହେବାକୁ ଯାଉଛି । ରେଳ ଷ୍ଟେସନ ଉନ୍ନତି ପାଇଁ ଏବେ କୋଟି କୋଟି ଟଙ୍କାର କାମ ଚାଲିଛି । ରେଲୱେ କାମ ପାଇଁ ଜମି ମଧ୍ୟ ଜବରଦଖଲ ଉଚ୍ଛେଦ କରୁଛି । ତେବେ ଷ୍ଟେସନ ବାହାରେ ଥିବା ୫୦ରୁ ଅଧିକ ଦୋକାନ ଖାଲି!-->…
Read More...
Read More...