Yearly Archives

2024

୧୧ତମ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଆସନ୍ତା ୭ରୁ ୧୦ ତାରିଖ ପର୍ଯ୍ୟନ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ନେହେରୁପାଲୀ ମିଶ୍ର ଖଟାଲ ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବ ମନ୍ଦିର କମିଟି ତରଫରୁ ୧୧ତମ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଆସନ୍ତା ଡ଼ିସେମ୍ବର ମାସ ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଏଥିପାଇଁ ଯଜ୍ଞସ୍ଥଳରେ ଶୁଭ
Read More...

ଷଷ୍ଠ ଆନ୍ତଃ ବିଦ୍ୟାଳୟ ଦ୍ୱିଦିବସୀୟ କବାଡି ପ୍ରତିଯୋଗିତା ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଷଷ୍ଠ ଆନ୍ତଃ ବିଦ୍ୟାଳୟ ଦ୍ୱିଦିବସୀୟ କବାଡି ପ୍ରତିଯୋଗିତା ସଂଘ ପରିସରରେ ଆରମ୍ଭ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଓ ବିଶିଷ୍ଟ ଶ୍ରମିକନେତା ବିଷ୍ଣୁ ମହାନ୍ତି
Read More...

ସହଦେବ ମେମୋରିଆଲ ଫୁଟବଲ୍‌ ଉଦ୍‌ଯାପିତ

ଜୟପାଟଣା, (ଶେଷଦେବ ବେହେରା ) : ଜୟପାଟଣା ବ୍ଲକ ଅନ୍ତର୍ଗତ ଚଞ୍ଚରା ପଡା ଖେଳ ପଡିଆ ଠାରେ ମା' ଠାକୁରାଣୀ ଯୁବ ପରିଷଦ ଦ୍ୱାରା ଆୟୋଜିତ ଷଷ୍ଠ ଦିବସୀୟ ସହଦେବ ରାଉତ ସ୍ମୃତି ଅନ୍ତଃ ବ୍ଲକ ଫୁଟବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଥିବା
Read More...

ଶ୍ରୀ ସତ୍ୟସାଇ ବାବାଙ୍କ ୯୯ତମ ଜନ୍ମୋତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସତ୍ୟ ସାଇ ସେବା ସମିତି ଆନୁକୁଲ୍ୟରେ ଯୁଗାବତାର ଭଗବାନ ସତ୍ୟ ସାଇ ବାବାଙ୍କ ୯୯ତମ ପବିତ୍ର ଜନ୍ମୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସାମୁହିକ ଓଁକାର, ନଗର କୀର୍ତ୍ତନ, ସେବା, ପତାକା ଉତ୍ତୋଳନ, ଷୋଡ଼ଶ ଉପଚାର ପୂଜା, ଭଜନ,
Read More...

ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା ଆନୁକୂଲ୍ୟରେ ‘ଆଧୁନିକ ସାହିତ୍ୟରେ କବିବର ରାଧାନାଥ ରାୟଙ୍କ ଅବଦାନ’…

ତୁଷୁରା, (କେପିଏନ୍‌ଏସ୍‌) : ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା ଆନୁକୂଲ୍ୟରେ 'ଆଧୁନିକ ସାହିତ୍ୟରେ କବିବର ରାଧାନାଥ ରାୟଙ୍କ ଅବଦାନ' ଶୀର୍ଷକ ଆଲୋଚନା ଚକ୍ର ସ୍ଥାନୀୟ ତୋଷାଳୀ ବିଦ୍ୟା ମନ୍ଦିର ତୁଷୁରା ପରିସରରେ ସଭାପତି ଅଖିଳ ଷଡ଼ଙ୍ଗୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ
Read More...

ଶିକ୍ଷୟିତ୍ରୀଙ୍କୁ ଡକ୍ଟରେଟ୍‌ ସମ୍ମାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ନିକଟସ୍ଥ ମଣ୍ଡଳ ଗ୍ରାମରେ ଜନ୍ମିତା ତଥା ସେମ୍‌ଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ପ୍ରିୟଦର୍ଶନୀ ମିଶ୍ରଙ୍କୁ ଇଜିପ୍ଟ ଦେଶର ଆନ୍ତର୍ଜାତୀୟ ମାନବୀୟ ସଙ୍ଗଠନ ଏବଂ ବିଶ୍ୱ ସଂସ୍କୃତି
Read More...

ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଏସିଡିସି ବୈଠକ : ଯୋଗଦେଲେ ଜିଲ୍ଲା ସ୍ତରୀୟ ଅଧିକାରୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରଥମ ଏସିଡିସି ବୈଠକ ଶୁକ୍ରବାର ଦିନ ସ୍ଥାନୀୟ ପୌର ପରିଷଦର କଲ୍ୟାଣ ମଣ୍ଡପ ଠାରେ ବିଧାୟକ ନବୀନ ଜୈନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ କାର୍ଯ୍ୟ ହେଉଥିବା ତଥା ହୋଇଥିବା
Read More...

ରାଜବୋଡ଼ାସମ୍ବର ବ୍ଲକ ଓଷ୍ଟାର ଶିଶୁ ମେଳା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ୍ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ରାଜ ବୋଡ଼ାସମ୍ବର ବ୍ଲକ ଓଷ୍ଟା ସଭାପତି ପ୍ରମୋଦ ନାଥଙ୍କ ସଭାପତିତ୍ୱରେ ଶିଶୁମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମ୍ପାଦକ ରବିନାରାୟଣ ପ୍ରଧାନ, ଜିଲ୍ଲା ଉପସଭାପତି
Read More...

ଆଦର୍ଶ ପାଠାଗାରର ନିଆରା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଚଳିତ ଥର ନିଆରା ଢଙ୍ଗରେ ପାଳନ କରାଯାଇଛି । ସାହିତ୍ୟ ଆସରର କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସହରର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅତିଥି ଭାବେ ଯୋଗଦେଇ
Read More...

ମୁନିଗୁଡା ରେଳ ଲାଇନ କ୍ରସିଂଙ୍ଗ ଗେଟକୁ ଭୂତଳ ରାସ୍ତା ନିର୍ମାଣ ପାଇଁ ଦାବୀ

ରାୟଗଡ଼ା, (ଅକ୍ଷୟ କୁମାର କୁମାର ପିଡ଼ିସିକା) : ମୁନିଗୁଡା ରେଳ ଲାଇନ କ୍ରସିଂଙ୍ଗ ଗେଟକୁ ଭୂତଳ ରାସ୍ତା ନିର୍ମାଣ ପାଇଁ ଦାବୀ । ମୁନିଗୁଡା ବ୍ଲକ ଟିକରପଡା ନିକଟସ୍ଥ ରେଳ ଲାଇନ ଲେବୋଲ କ୍ରସିଂଙ୍ଗ ଗେଟ୍ ବାରମ୍ବାର ଗେଟ୍ ପଡୁଥିବା ନେଇ ପ୍ରତିଦିନ ଅଟକି ରହୁଛି ଶହ ଶହ ଭାରୀଯାନ ଓ ଯାତ୍ରୀବାହୀ
Read More...