Yearly Archives

2024

ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସମ୍ୱର୍ଦ୍ଧନା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିକ୍ଷା କ୍ଷେତ୍ରରେ ୨୩ ତାରିଖରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ କନ୍‌ଫରେନ୍ସ ସେରେମନିରେ ୱାସିଂଟନ୍ ଡିଜିଟାଲ ୟୁନିଭରସିଟିରୁ ସମ୍ମାନଜନକ ଭାବରେ ଡକ୍ଟରେଟ ଉପାଧି ପାଇଥିବା ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର
Read More...

ପୃଥିବୀ ଭଳି ସହନଶୀଳ ହେଲେ ବିଶ୍ୱରେ ଶାନ୍ତି ସ୍ଥାପନ ହେବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭାରତୀୟ ପରମ୍ପରା ସଂସ୍କୃତି ଓ ସମ୍ମାନକୁ ବଞ୍ଚାଇ ରଖିବାକୁ ହେଲେ ପୃଥିବୀ ଭଳି ସହନଶୀଳ ହୋଇ ମାନବ ଜୀବନରେ ଏକ ଶ୍ରେଷ୍ଠ ଚରିତ୍ର ନିର୍ମାଣ ପାଇଁ ଆହ୍ୱାନ ଦେଇଛନ୍ତି ଓଡିଶାର ବିଶିଷ୍ଟ ବୈଦିକ ବିଦ୍ୱାନ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ।
Read More...

ବଞ୍ଚି ରହିବା ପାଇଁ ଜୀବନ ସଂଗ୍ରାମ

ଆଶୁତୋଷ ନାୟକ ସୃଷ୍ଟିର ଆରମ୍ଭରୁ ଏହା ପ୍ରମାଣିତ ଯେ ପ୍ରକୃତି ବିଜ୍ଞାନ ଠାରୁ ବଳଶାଳୀ । ମଣିଷ ନିଜର ସମସ୍ତ ସାମର୍ଥ୍ୟ ପ୍ରୟୋଗ କରି ମଧ୍ୟ ପ୍ରକୃତି ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ଅସମ୍ଭବ । ଯେଉଁ ମନୁଷ୍ୟ ମାନେ ଭଗବାନଙ୍କର ଅସ୍ତିତ୍ୱ ଉପରେ ସର୍ବଦା ପ୍ରଶ୍ନବାଚୀ ସୃଷ୍ଟି କରନ୍ତି
Read More...

୪ ଏକର ଜମିର ଧାନ ଗଦାରେ ନିଆଁ ଲାଗି ପାଉଁଶ ହୋଇଗଲା

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ମହକୁମାରେ ଥିବା ଇଣ୍ଡିଆନ ଗ୍ୟାସ୍‌ ଠାରୁ ୨ ଶହ ମିଟର ଦୂର ପଛପଟରେ ଥିବା ଧାନ ଜମିର ୪ଟି ଧାନ ଗଦାରେ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଥିବା ଦେଖିବାକୁ ମିଳିଛି । ଏଭଳି କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ଚାଷୀମାନେ
Read More...

ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ ୨ ଗୁରୁତର

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବଡ଼ଡକଲା ଗାଁର କୁଣ୍ଡାବରା କାର୍ଯ୍ୟକ୍ରମରେ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସୂଚନାଗତ ଯେ, ପାଇକମାଳ ଥାନା ଅନ୍ତର୍ଗତ ଡୁଡକିଝେର ଗାଁର ଭିମ ମାଝୀ ଏବଂ ତାଙ୍କ ଜଣେ ସମ୍ପର୍କୀୟ
Read More...

ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ବିଭିନ୍ନ ସ୍କୁଲରେ ସଚେତନ କାର୍ଯ୍ୟକ୍ରମ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ଗତ ନଭେମ୍ବର ୨୦ରୁ କଣ୍ଟାବାଞ୍ଜି ଅଞ୍ଚଳର ଆଖପାଖରେ ଥିବା ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ ବ୍ୟବହାର ଉପରେ ସଚେତନ
Read More...

କଟକରେ ବାଲିଯାତ୍ରା ଦିଲ୍ଲୀରେ ଓଡ଼ିଶା ଉତ୍ସବ କିନ୍ତୁ ବଲାଙ୍ଗିରରେ ଲୋକ ଉତ୍ସବ କେବେ ହେବ ?

ବଲାଙ୍ଗିର ଲୋକଉତ୍ସବ ଆୟୋଜନ ପାଇଁ ଦାବି ବଲାଙ୍ଗିର, (କେପିଏନ୍‌ଏସ୍‌) : କଳା,ସଂସ୍କୃତିର କେନ୍ଦ୍ର ହୋଇଥିବା ବଲାଙ୍ଗିର ଲୋକଉତ୍ସବ ଦିଲ୍ଲିରୁ ପଲ୍ଲୀ ପର୍ଯ୍ୟନ୍ତ କଳାକାରମାନଙ୍କର ଏକ ମହାକୁମ୍ଭ ସଦୃଶ ଅଟେ । ଓଡିଶାରେ ପ୍ରଥମ ୧୯୯୯ ମସିହାରେ ବଲାଙ୍ଗିରରେ ପ୍ରଥମ କରି ଲୋକଉତ୍ସବ ଆରମ୍ଭ
Read More...

ନିର୍ଦ୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ର ଉଦ୍‌ଘାଟିତ

ଧାନ ସଂଗ୍ରହ ସମୟରେ ରହିବ ତୀକ୍ଷ୍ଣ ନଜରଟୋଲଫ୍ରି ନଂ ୧୯୬୭ ମାଧ୍ୟମରେ କରିହେବ ଅଭିଯୋଗ ଭୁବନେଶ୍ୱର : ରାଜ୍ୟରେ କୃଷକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୋଗ୍ୟ ଚାଷୀ ଯେଭଳି ନିଜର ପ୍ରାପ୍ୟ ପାଇବାରୁ ବଞ୍ଚିତ ନହୁଅନ୍ତି ଏଥି ନିମନ୍ତେ ସମସ୍ତ
Read More...

ବଲାଙ୍ଗିର ଟିକ୍ରାପଡା ସ୍ଥିତ ବି.ଏସ ଫିଟନେସର ପ୍ରଥମ ବାର୍ଷିକଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବି.ଏସ ଫିଟନେସର ପ୍ରଥମ ବାର୍ଷିକ ଉତ୍ସବ ଗତ ୨୬/୧୧/୨୪ ଦିନ ସ୍ଥାନୀୟ ବି.ଏସ ଫିଟନେସ ପରିସରରେ ଅତି ଆନନ୍ଦ ଉତ୍ସାହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ବି.ଏସ
Read More...

ଛତ୍ରପୁର ରୋୟାଲ୍ ଡ୍ୟାନ୍ସ ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବରେ ଦୁଲୁକିଲା ମଞ୍ଚ

ଓଲିଉଡ଼ କୋରିଓଗ୍ରାଫୋର ଅମିତ ନାୟକଙ୍କ ଚିରିଙ୍ଗ ଚିରିଙ୍ଗ ଏବଂ ଧୁଳିଆ ଜନ୍ଦା ଗୀତରେ ଦୁଲୁକିଲା ମଞ୍ଚ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ନୃତ୍ୟ ଶିକ୍ଷା ଅନୁଷ୍ଠାନ ରୋୟାଲ ଡ୍ୟାନ୍ସ ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବ ରିକାପଲ୍ଲୀ ନିକଟସ୍ଥ ପୁରୁଣା
Read More...