Daily Archives

ଦେଓଗାଁ ରେଳ ଷ୍ଟେସନ ମୁଖ୍ୟ ରାସ୍ତାରେ ଘଂଚ ଅନାବନା ଘାସ : ସଫେଇ ଦାବି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଳ ଷ୍ଟେସନର ମୁଖ୍ୟ ରାସ୍ତା କଡ଼ରେ ଘଂଚ ଅନାବନା ଘାସ ବୁଦା ରହିଥିବାରୁ ଷ୍ଟେସନକୁ ଯାତାୟତ ବେଳେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି । ଏହି ରାସ୍ତା କଡରେ ୮ରୁ ୧୦ଫୁଟ୍‌ ଉଚ୍ଚ ବିଶିଷ୍ଟ ଗଛ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ପ୍ରଶାସନ
Read More...

ଯାଦବ ସମାଜର ବୈଠକରେ ବନ୍ଧପଡ଼ା ପଞ୍ଚାୟତ ସ୍ତରୀୟ କମିଟି ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ା କଲ୍ୟାଣ ମଣ୍ଡପରେ ଯାଦବ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି କାର୍ଷିକ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଦେଓଗାଁ ବ୍ଲକ ଯାଦବ ସମାଜ ସମ୍ପାଦକ ସମ୍ପଦ ପୋଢ଼ ଓ ଯୁବ ଯାଦବ ସମ୍ପାଦକ ଭ୍ରମର
Read More...

ସୁନାମ ଆଣିଲା ସୁନା ଝିଅ

ନୂଆପଡା, (ଅଜିତ ବେହେରା) : ବାଜା ବାଜୁଛି, ବାଣ ଫୁଟୁଛି, ନାଚଗୀତ ସହ ସୁନା ଝିଅକୁ ଘରକୁ ପାଛୋଟି ନେଉଛନ୍ତି ପରିବାର ଲୋକେ ଓ ଆତ୍ମୀୟ ସ୍ୱଜନ । ଏହି ଦୃଶ୍ୟ ହେଉଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ହାତୀବନ୍ଧା ଗ୍ରାମର । ଦିଲ୍ଲୀ ଠାରେ ଅନୁଷ୍ଠିତ ଜାତୀୟ ସ୍ତରର ମଡେଲିଂ ପ୍ରତିଯୋଗିତାରେ
Read More...

ପ୍ରଗତି ଉତ୍କଳ ସଂଘ ଆୟୋଜିତ ଷଷ୍ଠ କବାଡି ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘ ଆୟୋଜିତ ଷଷ୍ଠ ଦ୍ୱିଦିବସୀୟ କବାଡି ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଉପଲକ୍ଷେ ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ
Read More...

ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ଦୂର କରିବା ପାଇଁ ଆନ୍ତର୍ଜାତୀୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହିଳା ଏବଂ ବାଳିକାଙ୍କ ପ୍ରତି ହେଉଥିବା ହିଂସା ଦୁନିଆରେ ସବୁଠାରୁ ଅଧିକ ତଥା ବ୍ୟାପକ ମାନବିକ ଅଧିକାରର ଉଲ୍ଲଂଘନ ହୋଇ ରହିଛି । ଏହ। ଜୀବନର ସମସ୍ତ ପର୍ଯ୍ୟାୟରେ ଶିକ୍ଷା, ରୋଜଗାର ଏବଂ ସୁଯୋଗ ସହିତ ମହିଳାମାନଙ୍କୁ ପ୍ରଭାବିତ କରିଥାଏ । ସର୍ବଭାରତୀୟ
Read More...

ଶିଶୁ ମନ୍ଦିର ଉପାନ୍ତରେ ସାହିତ୍ୟର ଅସ୍ମିତାକୁ ନେଇ ଏକ ଆଲୋଚନା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ରାମକୃଷ୍ଣ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆଧ୍ୟାତ୍ମିକ କକ୍ଷରେ ଉପାନ୍ତ ସାହିତ୍ୟର ଅସ୍ମିତାକୁ ନେଇ ଏକ ଆଲୋଚନା ଚକ୍ର ସହ ଦେଶାତ୍ମବୋଧକ ଏବଂ ଆଧ୍ୟାତ୍ମିକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅତିଥି
Read More...

୩୫ କେଜି ଗଞ୍ଜେଇ ଜବତ : ୩ ଆନ୍ତଃରାଜ୍ୟ ବେପାରୀ ଗିରଫ

ଦେଓଗାଁ, (ମନୀଷ କୁମାର ସାହୁ) : ଗଞ୍ଜେଇ ଚାଲାଣର ମୁଖ୍ୟ ରାସ୍ତା ପାଲଟିଛି ଜାମୁଟ- ଗୁଡ଼ଭେଲା-ତୁଷୁରା ରାସ୍ତା । ପ୍ରତିଦିନ ୨ ଚକିଆ ଓ ୪ ଚକିଆ ଗାଡ଼ିରେ ବୌଦ୍ଧ, ଫୁଲବାଣୀ, କନ୍ଧମାଳ ଅଞ୍ଚଳରୁ ଏହି ରାସ୍ତା ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଦେଖାଯାଉଛି । ଏ ବିଷୟରେ ଖବର ପାଇ ରବିବାର ଦେଓଗାଁ
Read More...

ଟ୍ରେନ୍‌ ଧକ୍କାରେ ଯୁବକ ଗୁରୁତର

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜିରୁ ତୁରେକେଲା ଯିବା ରେଲୱେ ଟ୍ରାକ୍‌ରେ ଟ୍ରେନ୍‌ ଦୁର୍ଘଟଣା । ସୂଚନା ଅନୁସାରେ, କଣ୍ଟାବାଞ୍ଜିରୁ ତୁରେକେଲା ପଟେ ଯାଉଥିବା ଏକ ମାଲ ଗାଡି ଧକ୍କାରେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଜଣକ ହେଲେ କଣ୍ଟାବାଞ୍ଜି ଧୁବାପଡା ବାସିନ୍ଦା ମହେଶ
Read More...

ଛତ୍ରପୁର ସହରାଞ୍ଚଳ ୧୪ ନମ୍ବର ୱାର୍ଡ଼ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅବହେଳିତ ଅବସ୍ଥାରେ ଥିବା ୧୪ ନମ୍ବର ୱାର୍ଡ଼ର ପାନୀୟ ଜଳ ସମସ୍ୟା ବୁଝି ଅବଗତ ହେଲେ ବିଧାୟକ । ଜଳ ଯୋଗାଣ, ଡ୍ରେନ୍, ରାସ୍ତା, ସମସ୍ୟାର ସମାଧାନ ପାଇଁ ଛତ୍ରପୁର ବିଧାୟକ
Read More...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ଉପରେ କ୍ୟାରିୟର ପରାମର୍ଶ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଅର୍ଥନୀତି ବିଭାଗ ଦ୍ୱାରା ବିଭାଗର ଛାତ୍ରମାନଙ୍କ ପାଇଁ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ଉପରେ ଏକ କ୍ୟାରିୟର କାଉନସେଲିଂ କର୍ମଶାଳା ଆୟୋଜିତ ହୋଇଯାଇଛି । ନ୍ୟୁରୋଏଣ୍ଟେଗ୍ରାଲ୍ ସାଇଣ୍ଟିଫିକ୍ ଇନଷ୍ଟିଚ୍ୟୁଟ୍ ଅଫ୍
Read More...