Daily Archives

ନିଶାଶକ୍ତ କରି ଦୁଷ୍କର୍ମ : ଅଭିଯୁକ୍ତକୁ କୋର୍ଟ ଚାଲାଣ

ତୁରେକେଲା, (ପିତାମ୍ବର ଦୀପ) : କାର୍ତ୍ତିକ ପୂର୍ଣ୍ଣିମା ସୀତା ଚୋରୀ କାର୍ଯ୍ୟକ୍ରମରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ତୁରେକେଲା ଥାନା ଅଂଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ତୁରେକେଲା ଥାନା ଅନ୍ତର୍ଗତ ମହଖଣ୍ଡ ଗାଁର ହର ଜାଲ (୨୪) ଗତ ୧୪ ତାରିଖ ରାତିରେ
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର ବାଣିଜ୍ୟ ବିଭାଗରେ ଦିନିକିଆ କର୍ମଶାଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ 'ନିଯୁକ୍ତି ପାଇଁ ଦକ୍ଷତା ଗଠନ' ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ

ପରିବର୍ତ୍ତନଶୀଳ ଗଣମାଧ୍ୟମରେ ମିଥ୍ୟା ଖବରର ସ୍ଥାନ ନାହିଁ - ଡା.ଶର୍ବଣା ବିବେକ ଏମ୍. ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ପ୍ରେସ ଦିବସ ଅବସରରେ ବ୍ରହ୍ମପୁର ସହରର ଡାଇମଣ୍ଡ ଜୁବୁଲି ଟାଉନ୍ ହଲ୍ ପରିସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ପ୍ରେସ୍‌ ଦିବସ ସମାରୋହ, ଆଲୋଚନା ଚକ୍ର ଓ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀ ୨୦୨୪କୁ ସମ୍ବୋଧିତ…

ହିନ୍ଦୁସ୍ତାନ ଟାଇମ୍ସର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିଛନ୍ତିଭାରତର ଭାଗ୍ୟକୁ ଆକାର ଦେଇଥିବା ଶକ୍ତି, ଯାହା ଭାରତକୁ ଦିଗ ଦେଖାଇଛି, ତାହା ହେଉଛି ଭାରତର ସାଧାରଣ ଲୋକଙ୍କ ଜ୍ଞାନ ଓ ସାମର୍ଥ୍ୟ : ପ୍ରଧାନମନ୍ତ୍ରୀଲୋକମାନଙ୍କର ପ୍ରଗତି, ଲୋକମାନଙ୍କ ଦ୍ଵାରା
Read More...

ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ମହାସଭା ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜର ମହାସଭା ପାଇଁ ଏକ ପ୍ରସ୍ତୁତି ବୈଠକ ନୃସିଂହନାଥ ସ୍ଥିତ ବିନ୍ଧ୍ୟବାସିନୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲାଟ ସଭାପତି ହୃଷିକେଶ ବରିହା ସଭାପତିତ୍ୱ କରିଥିଲେ ।
Read More...

‘ଶ୍ରେଷ୍ଠ ୱେବ୍ ସିରିଜ୍ ପୁରସ୍କାର: ସିନେମାର ସ୍ପେକ୍ଟ୍ରମରେ ବିବର୍ତ୍ତନକୁ ସ୍ମରଣ କରିବା ପାଇଁ ଆଇଏଫ୍‌ଏଫ୍‌ଆଇର…

ଆଇଏଫଏଫଆଇ ୨୦୨୪ରେ ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ପାଞ୍ଚଟି ସିଲେକ୍ସନଆଇଏଫଏଫଆଇ ୨୦୨୪ରେ ଓଟିଟି କେନ୍ଦ୍ରବିନ୍ଦୁ ପାଲଟିଛି ନୂଆଦିଲ୍ଲୀ, (ପିଆଇବି) : ୫୫ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ମନୋରଞ୍ଜନ ଶିଳ୍ପର ବିକଶିତ ଗତିଶୀଳତାକୁ ଗ୍ରହଣ କରି ସିନେମା
Read More...

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ସମାରୋହ

ଦାୟିତ୍ୱ ବିନା ସ୍ୱାଧୀନତାର କୌଣସି ମୂଲ୍ୟ ନାହିଁ : ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଭୁବନେଶ୍ୱର, (ପିଆଇବି) : ମଣିଷ ଜୀବନରେ ସ୍ୱାଧୀନତାର ବିଶେଷ ଗୁରୁତ୍ୱ ରହିଛି । ସ୍ୱାଧୀନତାର ସହ ବଞ୍ଚିଲେ ମଣିଷ ଜୀବନର ପ୍ରକୃତ ଆନନ୍ଦ ଲାଭ କରିପାରିବ । ତେବେ ଦାୟିତ୍ୱ ବିନା
Read More...

ମିଥ୍ୟା ଖବରର ମୁକାବିଲା ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଡିଜିଟାଲ ମିଡିଆ ଉତ୍ତରଦାୟିତ୍ୱ ନେବାକୁ ଆହ୍ୱାନ ଦେଇଛନ୍ତି…

ଡିଜିଟାଲ ମିଡିଆ ପ୍ଲାଟଫର୍ମଗୁଡିକ ଆମ ସମାଜ ଉପରେ ସକାରାତ୍ମକ ପ୍ରଭାବ ସୃଷ୍ଟି ପାଇଁ ସେମାନଙ୍କ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଆବଶ୍ୟକ : ଅଶ୍ୱିନୀ ବୈଷ୍ଣବଶ୍ରୀ ବୈଷ୍ଣବ ପରିବର୍ତ୍ତିତ ଗଣମାଧ୍ୟମ ପରିଦୃଶ୍ୟ ଏବଂ ଭାରତର ବିବିଧ ସାଂସ୍କୃତିକ ଏବଂ ସାମାଜିକ ପରିପ୍ରେକ୍ଷୀରେ ସେଫ୍ ହାର୍ବର
Read More...

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଜାତୀୟ ପ୍ରେସ ଦିବସରେ ନୂତନ ଓୟୁଜେ ଟ୍ରିବୁନାଲ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବ୍ଲକ ଡାକ ବଙ୍ଗଳା ଠାରେ ସଂଘ ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ଜାତୀୟ ପ୍ରେସ ଦିବସ
Read More...