Daily Archives

ସଟର ତାଡି ଚୋରି

ରାୟଗଡା, (କେପିଏନ୍‌ଏସ୍‌) : ସଟର ତାଡି ଚୋରି । ଏଭଳି ଘଟଣା ଘଟିଛି ରାୟଗଡା ସହର ଅଶୋକ ଟକିଜ୍ କମ୍ପ୍ଲେକ୍ସ ଶିରିଡି ସାଇ ହାର୍ଡୱେର ଦୋକାନରେ । ମାଲିକଙ୍କ କହିବା ଅନୁଯାୟୀ ଦଶହରା ପାଇଁ ଦୋକାନ ତିନି ଦିନ ହେବ ବନ୍ଦ ରହିଥିଲା । ଗତକାଲି ବିଳମ୍ବିତ ରାତିରେ ଦୋକାନ ପଛ ପାଖ ସଟର ତାଡି ଦୋକାନ
Read More...

ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତ୍ତି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରଙ୍ଗୁଣିବନ୍ଧ କେଉଟ ସାହି ପାର୍ଶ୍ଵବର୍ତ୍ତୀ ଛକ ଜେମା ଦେବୀ ପେଣ୍ଠ ସାହିରେ ଜଣେ ଲୁହାବେପାରୀକୁ ଦୁର୍ବୃତ୍ତ ମାନେ
Read More...

ଦାନ ମାଝୀ ଫିଲ୍ମର ଲୋଗୋ ଉନ୍ମୋଚନ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରାମପୁର ସ୍ଥିତ ମୁଭି ଜୋନ୍‌ ମିନି ସିନେମା ଟକିଜରେ ପ୍ରେମ ପୁଟା ପ୍ରଡ଼କ୍ସନରେ ଦାନ ମାଝୀଙ୍କ ଦୁଃଖଭରା କାହାଣୀକୁ ନେଇ ଦାନ ମାଝୀ ଫିଲ୍ମ ପ୍ରସ୍ତୁତ କରାଯାଇଥିବା ବେଳେ ତାର ଲୋଗୋ ଉନ୍ମୋଚନ କରାଯାଇଛି । କାର୍ଯ୍ୟକ୍ରମରେ ଦାନ
Read More...

ଗାଁ ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବୈପାରୀଗୁଡା : ବୃଦ୍ଧଙ୍କ ମର ଶରୀର ଗାଁ ପୋଖରୀରୁ ଉଦ୍ଧାର । ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ଠାରେ ଏଭଳି ଘଟଣା ଘଟିଛି । ମୃତକ ବାଲିଗାଁର ଧାନ ନାୟକ(୬୦) ବୋଲି ଜଣାପଡିଛି । ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଧନ ନାୟକ ପୋଖରୀକୁ ଗାଧୋଇବା ପାଇଁ ବାହାରିଥିଲେ । ଗାଧୋଇବାକୁ ଯାଇ
Read More...

ବେଆଇନ ଦାଦନ ଚାଲାଣ : ସର୍ଦ୍ଦାର ଅଟକ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ଦାଦନ ଚାଲାଣର ହବ ପାଲଟିଛି । ଦାଦନ ଋତୁ ଆରମ୍ଭ ପୂର୍ବରୁ ଦାଦନ ଦଲାଲ ମାନେ ବିଭିନ୍ନ ଗାଁ ଗଣ୍ଡାକୁ ଯାଇ ଟଙ୍କା ବଇନା ଦେଇ କରୁଛନ୍ତି ଦାଦନ ଚାଲାଣ । ଗାଁରେ କାମଧନ୍ଦା ନପାଇ ଗରିବ ଲୋକେ ହେଉଛନ୍ତି ଦାଦନ ଚାଲାଣ ।
Read More...

କୁକି-ଜୋ-ହମାର, ମୈତେଇ ଏବଂ ନାଗା ସମ୍ପ୍ରଦାୟର ପ୍ରତିନିଧିତ୍ୱ କରି ମଣିପୁର ବିଧାନସଭାର ନିର୍ବାଚିତ ସଦସ୍ୟମାନେ…

ନୂଆଦିଲ୍ଲୀ, (ପିଆଇବି) : ମଣିପୁର ବିଧାନସଭାର ନିର୍ବାଚିତ କୁକି-ଜୋ-ହମାର, ମୈତେଇ ଏବଂ ନାଗା ସମ୍ପ୍ରଦାୟର ସଦସ୍ୟ ମାନେ ଆଜି ନୂଆଦିଲ୍ଲୀରେ ଏକ ବୈଠକରେ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ଏହି ବୈଠକରେ ସର୍ବସମ୍ମତିକ୍ରମେ ପାରିତ ନିଷ୍ପତ୍ତିରେ ରାଜ୍ୟର ସମସ୍ତ
Read More...

ନୂଆଦିଲ୍ଲୀରେ ଭାରତୀୟ ପୋଲିସ ସେବା (ଆଇପିଏସୟ)ର ୨୦୨୩ ବ୍ୟାଚ୍ (୭୬ ଆରଆର)ର ପ୍ରୋବେସନରଙ୍କ ସହ ଆଲୋଚନା କରିଛନ୍ତି…

୨୦୪୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ବିକଶିତ ଭାରତ ଆତଙ୍କବାଦ ମୁକ୍ତ, ନିଶାମୁକ୍ତ, ଆଭ୍ୟନ୍ତରୀଣ ସୁରକ୍ଷାରେ ପରିପୂର୍ଣ୍ଣ, ମାନବିକ ଅଧିକାର ଏବଂ ନାଗରିକଙ୍କ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବତିନୋଟି ହଟସ୍ପଟ : ଜାମ୍ମୁ-କାଶ୍ମୀର, ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ
Read More...

ବିଶ୍ୱ ଖାଦ୍ୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୧୬ ଅକ୍ଟୋବରରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଏ । କ୍ଷୁଧା ଏବଂ ପୁଷ୍ଟିହୀନତା ବିନା ଏକ ଦୁନିଆ ହାସଲ କରିବା ପାଇଁ ଆମ ସମସ୍ତଙ୍କର ଭୂମିକା ରହିଛି । ଆମେ ସୁସ୍ଥ ଖାଦ୍ୟ ପସନ୍ଦ କରିବା ଏବଂ ଖାଦ୍ୟ ବର୍ଜ୍ୟବସ୍ତୁ ସୃଷ୍ଟି ହ୍ରାସ କରିବା ।
Read More...

ଆଲିଆବାଦ ଗ୍ରାମର ଦୁର୍ଗା ମେଢ଼ ଭସାଣୀ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଆଲିଆବାଦ ଗ୍ରାମରେ ପରାମ୍ପରୀକ ରୀତିନୀତିରେ ଶାରଦୀୟ ଦୁର୍ଗାପୂଜା ପାଳନ ସମ୍ପନ୍ନ ହେଇଯାଇଛି । ଏହା ମହାସପ୍ତମୀ ଠାରୁ ଆରମ୍ଭ ହୋଇ ବିଜୟୀ ଦଶମୀ ପର୍ଯ୍ୟନ୍ତ ଚାଲିଥିଲା । ଏହି ଶାରଦୀୟ ଦୁର୍ଗାପୂଜା
Read More...

ଟିଟିଲାଗଡ଼ରେ ଗ୍ରିଡ୍ ସ୍ଥାପନ ପାଇଁ ମିଳିଲା ଅନୁମୋଦନ : ସହରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ହେବ ସାକାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଏବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସରକାର ଚାଲିଛି । ଏହି ସରକାର ହେଉଛି ଲୋକଙ୍କ ସରକାର । ଏହି ସରକାରରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି । ସେହିପରି ଟିଟିଲାଗଡ଼ ସହରର ପ୍ରମୁଖ ସମସ୍ୟା ଭିତରୁ ଟିଟିଲାଗଡ଼ରେ ଗୋଟିଏ
Read More...