Daily Archives

ବିପର୍ଯ୍ୟୟ ହ୍ରାସ ପାଇଁ ଆନ୍ତର୍ଜାତୀୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ) ବିପର୍ଯ୍ୟୟ ନିରାକରଣ, କ୍ଷତିକାରକ ଏବଂ ପ୍ରସ୍ତୁତି ସମେତ ବିପର୍ଯ୍ୟୟ ହ୍ରାସର ଏକ ବିଶ୍ୱ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ୧୩ ଅକ୍ଟୋବରକୁ 'ବିପର୍ଯ୍ୟୟ ହ୍ରାସ ପାଇଁ ଆନ୍ତର୍ଜାତୀୟ ଦିବସ' ଭାବରେ
Read More...

ଚନ୍ଦ୍ରଭାଗା ସମୁଦ୍ରରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୋଣାର୍କ : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ରବିବାର ସକାଳୁ ସକାଳୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଖବର ଅନୁସାରେ, ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ୩ ଜଣ ଯୁବକ କୋଣାର୍କ ବୁଲିବାକୁ ଆସିଥିଲେ । ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ସମୟରେ ଭାସିଯାଇଥିଲେ । ସେଠାରେ ଉପସ୍ଥିତ
Read More...

ସରିଲା ଲାଖ ମରା : ଲକ୍ଷ୍ୟ ଭେଦ କଲେ ପ୍ରଭୁ ପାଦ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିର ଆରାଧ୍ୟା ଦେବୀ ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଲାଖ ମରା ପର୍ବ ଅନୁଷ୍ଠିତ ହୋଇଛି । ଆଜି ବିଜୟା ଦଶମୀ ଅବସରରେ ଅପରାହ୍ନରେ ମାଁ ମାଣିକେଶ୍ୱରୀଙ୍କ ପ୍ରତୀକ ଛତରଙ୍କୁ ମନ୍ଦିରରୁ ଜେନା ବାଦ୍ୟ,
Read More...

ରାବଣ ପୋଡି ଉତ୍ସବ ପାଇଁ ପ୍ରସ୍ତୁତି

ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୩୩ ବର୍ଷ ଧରି ନୀରବଛିନ୍ନ ଭାବେ ଚାଲିଆସିଥିବା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦର୍ହକ୍ଷ ଗ୍ରାମରେ କୁମାର ପୂର୍ଣ୍ଣିମା ରାବଣ ପୋଡି ଉତ୍ସବ । ଚଳିତ ବର୍ଷ ୩୩ ବର୍ଷରେ ପଦାର୍ପଣ
Read More...

ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟ ୮୮ ବ୍ୟାଚ୍‌ ବା ପ୍ରୟାସର ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସିଦ୍ଧିବିନାୟକ କଲ୍ୟାଣ ମଣ୍ଡପଠାରେ ସ୍ୱେଚ୍ଛାସେବୀ ସଂଗଠନ ପ୍ରୟାସ, ପଦ୍ମପୁର ତରଫରୁ ସଭାପତି ପ୍ରକାଶ ମେହେରଙ୍କର ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସମ୍ପାଦକ ସୁମନ୍ତ ସାହୁ ବିବରଣୀ ପଠନ
Read More...

ରାଜବାଟୀ ଶାରଦୀୟ ଦୁର୍ଗାପୂଜା ତୃତୀୟ ସନ୍ଧ୍ୟାରେ ରାବଣ ଦରବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳା ଓ ସଂସ୍କୃତିର ସହର ପଦ୍ମପୁର ରାଜବାଟୀ ଶାରଦୀୟ ରଙ୍ଗମଞ୍ଚରେ ତୃତୀୟ ସନ୍ଧ୍ୟାର ରଞ୍ଜିତା କାର୍ଯ୍ୟକ୍ରମ ରାମଲୀଳା ନାଟ୍ୟଧାରାରୁ ଆରମ୍ଭ ହୋଇଥିଲା । ମହାରାଜ ରାବଣଙ୍କ ଦରବାରରେ ରାଜଅତିଥି ଭାବରେ ପଦମପୁର ଏସ୍. ଡି. ପି. ଓ. ବିଭୁତି ଭୂଷଣ ଭୋଇ ଯୋଗଦେଇ
Read More...

ଅସୁର ଡୁଙ୍ଗୁରି ଜଙ୍ଗଲରେ ହାତୀକୁ ହତ୍ୟା ପରେ ଦାନ୍ତ ଚୋରି ଘଟଣା : ୫ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବୁଧବାର ଅସୁର ଡୁଙ୍ଗୁରି ଜଙ୍ଗଲରେ ହାତୀର ମୃତଦେହ ପଡିଥିବାର ଖବର ମିଲିଥିଲା । ବନବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ହାତୀର ଏକ ଦାନ୍ତ ଦୁର୍ବୁତ୍ତମାନେ କାଟି ନେଇଥିବାର ଦେଖିବାକୁ ମିଳିଥିଲା । ବନ ବିଭାଗ ଏହି ଘଟଣାର ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି
Read More...

ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ଅଗ୍ନିକାଣ୍ଡ

ଗଞ୍ଜାମ : ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ଅଗ୍ନିକାଣ୍ଡ । ଜଳିଗଲା ୧୫ରୁ ଅଧିକ ପରିବା ଦୋକାନ । ଲକ୍ଷାଧିକ ଟଙ୍କାର ପନିପରିବା ଇଲେଟ୍ରୋନିକ ସରଞ୍ଜାମ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ଏଭଳି ଅଗ୍ନିକାଣ୍ଡ ଘଟିଛି ।
Read More...

କାର୍‌-ବାଇକ୍ ମୁହାଁମୁହିଁ ଧକ୍କା : ୩ ଗୁରୁତର

ଫୁଲବାଣୀ : ଫୁଲବାଣୀ ସହର ଉପକଣ୍ଠ ତିଲକପଡାଠାରେ କାର୍‌-ବାଇକ୍ ମୁହାଁମୁହିଁ ଧକ୍କା । ଫଳରେ ୩ ଜଣ ଗୁରୁତର । ଗୁରୁତରମାନେ ଖଜୁରୀପଡା ଥାନା ଆର୍‌ ନୂଆଗାଁ ପଞ୍ଚାୟତ କଦଳୀମୁଣ୍ଡାର ବୀରେନ୍ଦ୍ର ପ୍ରଧାନ, କଡପାସାହିର ସୋପିନ୍ଦ୍ର କହଁର ଓ ଦାମୋଦର କହଁର ବୋଲି ଜଣାପଡିଛି । ସୂଚନା ଅସୁସାରେ, ୩
Read More...