shyamal
Daily Archives

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଗଦାଗଦା ସୁନା ଓ ଟଙ୍କା

ରାୟଗଡ଼ା, (ଅକ୍ଷୟ ପିଡିସିକା) : ଭିଜିଲାନ୍ସ ବିଭାଗକୁ ମିଳିଛି ବଡ ସଫଳତା । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କୁ ରାୟଗଡ଼ା ଭିଜିଲାନ୍ସ ବିଭାଗ ଲାଞ୍ଚ ନେବା ମାମଲାରେ ଗିରଫ କରିଛି । ସେ ରାୟଗଡ଼ାର ଡ଼ିଏଫ୍‌ଓ କଲୋନୀରେ ଥିବା ନିଜ ବାସଭବନରେ
Read More...

ଭାଙ୍ଗମୁଣ୍ଡା ଦୁର୍ଗାପୂଜା ପାଇଁ ମହାରାଜ ରାବଣ ବରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଜଗଲପାଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଙ୍ଗମୁଣ୍ଡା ଦୁର୍ଗପୂଜା ପାଇଁ ଗାଇସିଲେଟ ବଜାରପଡା ପରିସରରେ ରାବଣ ବରଣ କରାଯାଇଛି । ଗାଇସିଲେଟ ଗ୍ରାମର ଇସମାଇଲ ମହମ୍ମଦଙ୍କୁ ଏଥର ରାବଣ ଦରବାର ପାଇଁ ରାବଣ
Read More...

ସନ୍ତୋଷ କୁମାର ମହାପାତ୍ର ଭାରତୀୟ ବ୍ୟକ୍ତିଗତ ଉତ୍କର୍ଷ ଆୱାର୍ଡରେ ସମ୍ମାନିତ ହେଲେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଅଞ୍ଚଳର ଜଣେ ଉଚ୍ଚ କୋଟିର ପ୍ରତିଭା ସନ୍ତୋଷ କୁମାର ମାହାପାତ୍ର ଭାରତୀୟ ବ୍ୟକ୍ତିଗତ ଉତ୍କର୍ଷ ଆୱାର୍ଡରେ ସମ୍ମାନିତ ହୋଇଥିବା ଜଣାପଡ଼ିଛି । ଯାହାକୁନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଭୁବନେଶ୍ୱର ସ୍ଥିତ ଜୟଦେବ
Read More...

ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ, ରାଉରକେଲାର ଆଣବିକ ପରୀକ୍ଷା ବିରୋଧରେ ଆନ୍ତର୍ଜାତୀୟ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଣବିକ ପରୀକ୍ଷା ବିରୋଧରେ ଆନ୍ତର୍ଜାତୀୟ ଦିବସ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା ସ୍ଥାନୀୟ କେନ୍ଦ୍ର ଦ୍ୱାରା 'ଭାରତରେ ଆଣବିକ ଶକ୍ତି : ଆହ୍ୱାନ, ସମ୍ଭାବନା ଏବଂ ଏକ ନେଟ୍‌-ଜିରୋ ଭବିଷ୍ୟତ ପାଇଁ ପଥ' ବିଷୟବସ୍ତୁ ଉପରେ ଅନ୍‌ଲାଇନ୍
Read More...

ଟିଟିଲାଗଡ଼ ଓମ ଭ୍ୟାଲି ଜୁନିଅର ୱିଙ୍ଗସରେ ଜୁନିଅର ଟେଲେଣ୍ଟ ଫେଷ୍ଟ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସର୍ଗିଗୁଡ଼ା ସ୍ଥିତ ଓମ ଭ୍ୟାଲି ଜୁନିଅର ଶାଖା ପରିସରରେ ରବିବାର ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଶୁଭାରମ୍ଭ ଅବସରରେ ମୁଖ୍ୟ ଅତିଥି ଭାବେ
Read More...

ପଶ୍ଚିମ ଓଡିଶା ପୁରାଣ ପଣ୍ଡା ମହାସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ପୁରାଣ ପଣ୍ଡା (ଗାୟକ) ମହାସଂଘର ଏକ ବୈଠକ ନୃସିଂହମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର ଗାୟକମାନେ ବୈଠକରେ ଯୋଗଦେଇଥିଲେ । ଏକ ମାନସ ଯଜ୍ଞ କରିବା ପାଇଁ ସ୍ଥିରିକୃତ ହୋଇଥିଲା ଓ ଏହାର
Read More...

ସେୟାର୍‌ର ଜାତୀୟ କ୍ରୀଡା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସାମାଜିକ ଅନୁଷ୍ଠାନ ସେୟାର୍‌ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ରାଉରକେଲା କ୍ଲବଠାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ସହର ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଚକ୍ଷୁ
Read More...

ଗ୍ରାହକ ସେବା କେନ୍ଦ୍ରରେ ହୋଇଥିବା ଚୋରି ମାମଲା ପର୍ଦାଫାଶ କଲା ବେଲପଡା ପୋଲିସ

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଲଥାକେନ୍ଦ ଛକ ସ୍ଥିତ ଗ୍ରାହକ ସେବାକେନ୍ଦ୍ରରେ ଗତ କିଛି ଦିନ ତଳେ ଚୋରି ହୋଇଥିବା ଘଟଣାକୁ ଆଜି ପର୍ଦ୍ଦାଫାଶ କରିବା ସହ ଜଣଙ୍କୁ ଗିରଫ କରି ଚୋରି ସାମଗ୍ରୀ ଜବତ କରିଛି ବେଲପଡା ପୋଲିସ । ସୂଚନା ଅନୁସାରେ ଗତ ଜୁଲାଇ
Read More...

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ : ୩ ମହିଳାଙ୍କୁ କରିଥିଲେ ବିବାହ

ଭୁବନେଶ୍ୱର : ନକଲି ପୋଲିସ ବାବୁ ବେଶ୍‌ ରଙ୍ଗିଲା । ନିଜକୁ ପୋଲିସର ପରିଚୟ ଦେଇ ଏକାଧିକ ମହିଳାଙ୍କୁ ବିବାହ କରିଥିଲେ । ନକଲି ପୋଲିସ ବାବୁଙ୍କ ସତ ଜାଣିବା ପରେ ଅସଲି ପୋଲିସ ବି ତାଜୁବ୍‌ । ଶେଷରେ ନକଲି ପୋଲିସ ବାବୁଙ୍କୁ ଗିରଫ ପରେ ଥାନାରେ ଜେରା କରୁଛି ଖଣ୍ଡଗିରି ପୋଲିସ । ଖବର ଅନୁଯାୟୀ,
Read More...

ମୁରିବାହାଲ ବ୍ଲକ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ବୈଠକ

ଅର୍ଗସ କଣ୍ଟାବାଞ୍ଜି ପ୍ରତିନିଧି ହୁଲେଶ୍ୱର ହଂସଙ୍କୁ ସମ୍ବର୍ଦ୍ଧିତ ବଲାଙ୍ଗିର, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦରମହକୁମା ସ୍ଥିତ ଫରେଷ୍ଟ ବଙ୍ଗଳା ଠାରେ ମୁରିବାହାଲ ବ୍ଲକ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ବୈଠକ ସଂଘର ସଭାପତି ସୁବ୍ରତ କୁମାର ମାହାକୁରଙ୍କ
Read More...