Monthly Archives

May 2024

ମୁଢ଼ି ବିକିବା ହେଲା କାଳ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ପ୍ରତିଦିନ ସକାଳୁ ସକାଳୁ ନିଜ ମୋପେଡ ବାଇକରେ ମୁଢି ବିକ୍ରି ପାଇଁ ଗାଁ ଗାଁ ବୁଲି ମୁଢି ବିକ୍ରିକରି ପରିବାର ପ୍ରତି ପୋଷଣ କରନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଘଣ୍ଟାପଡ଼ା ଗ୍ରାମର ଅଭେଲ ବିଶି । ସବୁଦିନ ଭଳି ଆଜି ସକାଳୁ ସକାଳୁ ନିଜ ଗାଡିରେ ମୁଢି ଧରି
Read More...

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପାଠଚକ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଏବଂ ଆଇ.କ୍ୟୁ.ଏସି.ର ମିଳିତ ଆନୁକୂଲ୍ୟରେ ଏକ ପାଠଚକ୍ର ଶନିବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ସଟ୍ ସର୍କିଟ ଯୋଗୁ ଜଳିଗଲା ବସ୍‌

ଯାଜପୁର : ଯାଜପୁର ଜିଲ୍ଲା ବ୍ଲକ ତ୍ରିଜଙ୍ଗା ପଞ୍ଚାୟତ ଶିଙ୍ଗାଡିଆଠାରେ ଏକ ଘରୋଇ ବସ୍ ଛିଡ଼ା ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଜଳିଯାଇଥିବା ସୂଚନା ମିଳିଛି । ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁ ବସ୍‌ରେ ନିଆଁ ଲାଗିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।
Read More...

ପାଟଣାଗଡ଼ରେ କଂଗ୍ରେସ୍‌କୁ ଝଟ୍‌କା : କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଲେ ବରିଷ୍ଠ ସକ୍ରିୟ ନେତା, କର୍ମକର୍ତ୍ତା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ରେ କଂଗ୍ରେସ୍‌କୁ ଲାଗିଛି ବଡ଼ ଝଟ୍‌କା । କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଛନ୍ତି ବରିଷ୍ଠ ସକ୍ରିୟ ନେତା, କର୍ମକର୍ତ୍ତା । ବେଲପଡା ବ୍ଲକର ବରିଷ୍ଠ ସକ୍ରିୟ କଂଗ୍ରେସ ନେତା ମହାବୀର ବେହେରା ଏବଂ ପ୍ରକାଶ ପୁରୋହିତଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଛାଡି
Read More...

ବିଦ୍ୟୁତ ଆଘାତରେ ବାପ-ପୁଅ ମୃତ : ମା’ ଗୁରୁତର

ଯାଜପୁର : ଯାଜପୁର ଜିଲ୍ଲା ବେଙ୍ଗାପାଟିଆ ଗାଁରେ ଅଘଟଣ । ବିଦ୍ୟୁତ ଆଘାତରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା' ଗୁରୁତର ହୋଇଛନ୍ତି । ଖବର ଅନୁଯାୟୀ, ଯାଜପୁର ରୋଡ୍‌ ଥାନା ବେଙ୍ଗପାଟିଆ ଗାଁର ଗଣେଷ ମଣ୍ଡଳଙ୍କ ଘରେ ବିଦ୍ୟୁତ ମରାମତି ହେଉଥିଲା । ଏହି ସମୟରେ ହଠାତ୍ ବିଦ୍ୟୁତ
Read More...

ତାତିରୁ ମିଳିପାରେ ଆଶ୍ୱସ୍ତି : ୩ରୁ ୫ ଡିଗ୍ରୀ କମିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ତାତିରୁ ମିଳିପାରେ ଆଶ୍ୱସ୍ତି । ଆଗାମୀ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା । ୩ରୁ ୫ ଡିଗ୍ରୀ କମି ପାରେ ଦିନ ତାପମାତ୍ରା । ୭ ଏବଂ ୮ ତାରିଖରେ ତ୍ରୀବ ହୋଇପାରେ କାଳବୈଶାଖୀ ପ୍ରଭାବ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟରେ
Read More...

ପାଟଣାଗଡ଼ ମାରୱାଡ଼ି ଯୁବା ମଞ୍ଚ ସାମାଜିକ ସମାରୋହରେ ଯୋଗଦେଲେ ସରୋଜ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଏନ୍‌ଏସିର ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଏକ ସାମାଜିକ ସମାରୋହର ଆୟୋଜନ ହୋଇଯାଇଛି । ଏଥିରେ ପାଟଣାଗଡ଼ ବିଧାୟକ ତଥା ଚଳିତ ନିର୍ବାଚନର ବିଜେଡ଼ି ବିଧାୟକ ପ୍ରାର୍ଥୀ ସରୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେଇଛନ୍ତି । ପାଟଣାଗଡ଼ର
Read More...

ଜାତୀୟ ମହାକାଶଚାରୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ୧୯୬୧ ମସିହାରେ ପ୍ରଥମ ଥର ପାଇଁ ଜଣେ ଆମେରିକୀୟ, ଆଲାନ୍ ଶେପାର୍ଡ, ମହାକାଶକୁ ଯାଇଥିବା ସ୍ମୃତିଚାରଣ ପାଇଁ ୨୦୧୬ ମସିହା ମେ ମାସରେ 'ଜାତୀୟ ମହାକାଶଚାରୀ ଦିବସ' ପାଳନ କରାଯାଏ । ଏହି ଦିବସରେ ମହାକାଶଚାରୀମାନଙ୍କୁ ହିରୋ ଭାବରେ ସମ୍ମାନ ଦିଆଯାଏ,
Read More...

ଆଗଲପରୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିବର୍ତ୍ତନ ସମାବେଶ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଆଗଲପୁର ହାଇସ୍କୁଲ ପଡିଆରେ ବିଜେପିର ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ବିଜେପି ଲୋକସଭା ପ୍ରାର୍ଥୀ ସଙ୍ଗୀତା କୁମାରୀ
Read More...

ବିଜ୍ଞାନ ମହାବିଦ୍ୟାଳୟରେ ରକ୍ତଦାନ ସମ୍ପର୍କିତ ସଚେତନତା କର୍ମଶାଳା ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଯୁବ-ରେଡକ୍ରସ ତଥା ରେଡ୍‌ ରିବନ୍‌ କ୍ଲବ ତରଫରୁ ରକ୍ତଦାନ ଏକ ମହତ୍ ଦାନ ବୋଲି ଏକ ସଚେତନତା ସମ୍ପର୍କିତ କର୍ମଶାଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅଜୟ କୁମାର
Read More...