Monthly Archives

May 2024

ବଲାଙ୍ଗିର ସହର ରାଜୀବ ନଗର ୱାର୍ଡ ନଂ. ୧୮ ଠାରେ କଳିକେଶ ସିଂହଦେଓଙ୍କ ବିଜେଡିର ବିଶାଳ ଜନସମାବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଓ ବିକାଶ ମୂଳକ କାର୍ଯ୍ୟ ଏବଂ କଳିକେଶଙ୍କ ଲୋକପ୍ରିୟତା ଓ କାର୍ଯ୍ୟଦକ୍ଷତା ନିର୍ବାଚନରେ ସଫଳତା ପ୍ରଦାନ କରିବ ବୋଲି ବିଶ୍ୱାସ ରଖିଛନ୍ତି ଶ୍ରୀମତୀ ମେଘ୍‌ନା ସିଂହଦେଓ । ତେବେ ଶ୍ରୀମତୀ
Read More...

ଜଗନ୍ନାଥପଡ଼ାର ରାମଲୀଳା ମଂଚରେ ରାବଣ ବଧ ମଂଚସ୍ଥ

ବଲାଙ୍ଗିର, (କେପିନ୍‌ଏସ୍‌) : ଶେଷରେ ଧର୍ମର ଜୟ ହେଲା । ସୀତୟା ହରଣ, ରାବଣ ମରଣ ପ୍ରତିପାଦିତ ହେଲା ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳା ମଂଚରେ । ଗତରାତିରେ ରାବଣ ବଧ ମଂଚସ୍ଥ ହୋଇଥିବା ବେଳେ ହଜାର ହଜାର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ
Read More...

ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା’ ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ । ସୂଚନା ଅନୁସାରେ, ଦିନ ୧୨ଟା ୪୦ରେ ହେଲିକପ୍ଟର ଯୋଗେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା
Read More...

ଭାରତରେ ବିକଳ୍ପ ରାଜନୈତିକ ଶକ୍ତିର ଆବଶ୍ୟକତା ରହିଛି : ସମାଜବାଦୀ ନେତା ସନ୍ଦିପ ପାଣ୍ଡେ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତୀୟ ସମ୍ବିଧାନର ସୁରକ୍ଷା ସହିତ ଦେଶରେ ସମତା ପ୍ରତିଷ୍ଠା କରିବା ପାଇଁ ଏକ ନୂତନ ରାଜନୈତିକ ଶକ୍ତିର ଆବଶ୍ୟକତା ରହିଛି ବୋଲି ମେଗାସେସ୍ ପୁରସ୍କାରପ୍ରାପ୍ତ ତଥା ବିଶିଷ୍ଟ ସମାଜବାଦୀ ନେତା ସନ୍ଦିପ ପାଣ୍ଡେ ପ୍ରକାଶ କରିଛନ୍ତି । ସ୍ଥାନୀୟ ବିଜିପୁର
Read More...

ସୁଜିତ କୁମାର ସତପଥିଙ୍କ ‘ଅନାମିତ ରହୁ କିଛି’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେବେ କ'ଣ ନାଁ ଦିଆଯାଇପାରିଛି ଭାବକୁ, ସଂପର୍କକୁ, ସମୟକୁ, କବିତାକୁ, ପ୍ରେମକୁ, ଦ୍ରୋହକୁ, ନିଜକୁ ? କିଛି ଅନାମିତ ରହିଛି ବୋଲି ତ ନିଜେ ଭୋଗୁଥିବା ସମୟକୁ, ଜୀବନକୁ କବି ସ୍ପଷ୍ଟ ଭାବରେ ବ୍ୟକ୍ତ କରିପାରୁଛି ଶବ୍ଦରେ । କବିତା ମାଧ୍ୟମ ସାଜିଛି ହୃଦୟ ସହ
Read More...

ରାସ୍ତାଘାଟ ସଫାକଲେ ୧୮୯ ବାଟାଲିୟନ୍‌ ସିଆର୍‌ପିଏଫ୍‌ ଯବାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ମଙ୍ଗଳବାର ଖପ୍ରାଖୋଲ ମୁଖ୍ୟରାସ୍ତା ଥାନା ଛକ ଠାରୁ ରେଞ୍ଜ ଅଫିସ୍‌ ପର୍ଯ୍ୟନ୍ତ ରାସ୍ତାରେ ସିଆର୍‌ପିଏଫ୍ ଯବାନ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ୭ଟା ସମୟରେ ଖପ୍ରାଖୋଲ ସ୍ଥିତ ୧୮୯ ବାଟାଲିୟନ୍‌
Read More...

ହାଇୱା ଧକ୍କାରେ ଜଣେ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଶାଳଣିଆ ପଞ୍ଚାୟତ ସୋଲାପଟା ଗ୍ରାମର ସମର କେଶରୀ ଜେନା (୩୨)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗତକାଲି ଅପରାହ୍ନ ୩ଟାବେଳେ ସେ ଘରୁ ଭଦ୍ରକ ଯାଉଥିଲେ । ଆନନ୍ଦପୁର-ଭଦ୍ରକ ରାସ୍ତାର ତିରିକଣାଛକ ନିକଟରେ ଏକ ବାଲି ବୋଝେଇ ଆସୁଥିବା ହାଇୱା
Read More...

ଗୁରୁମାନେ ହିଁ ସମାଜରେ ଶ୍ରେଷ୍ଠ ସମ୍ମାନର ଅଧିକାରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁରୁମାନେ ହିଁ ସମାଜ ଗଠନର ଶ୍ରେଷ୍ଠ ବିନ୍ଧାଣି ଓ ସର୍ବଶ୍ରେଷ୍ଠ ସମ୍ମାନର ଅଧିକାରୀ ବୋଲି ଗୋଡିପୁଟ ମାଟିଆପଡା ଗ୍ରାମପଞ୍ଚାୟତ ଅଧୀନ ଗୋଦାସାହି ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଆଦର୍ଶ ଶିକ୍ଷୟିତ୍ରୀ ସଞ୍ଜୁକ୍ତା ବେହେରାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
Read More...

ବିଶ୍ୱ ରେଡ୍‌କ୍ରସ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ରେଡ୍‌କ୍ରସ୍ ଦିବସ ପାଳନ କରି, ସମଗ୍ର ବିଶ୍ଵରେ ବ୍ୟକ୍ତି ଏବଂ ସମ୍ପ୍ରଦାୟଙ୍କ ମାନବିକ ସହାୟତା ପ୍ରଦାନ ତଥା ମାନବିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବାରେ ରେଡ୍‌କ୍ରସ୍‌ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସମର୍ଥନ ପ୍ରଦର୍ଶନ କରିପାରିବେ ।
Read More...

ଟ୍ରକ୍‌ ଧକ୍କାରେ : ଦୁଇ ମୃତ

ଭୁବନେଶ୍ୱର : ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ । ପଳାଶୁଣୀଠାରେ ଦୁଇ ପୁରୁଷ ଓ ମହିଳା ରାସ୍ତା ପାରି ହେଉଥିବାବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଏପରିକି ଗାଡ଼ିର ବେଗ ଏତେ ଅଧିକ ଥିଲା ଯେ, ଦୁର୍ଘଟଣା ପରେ ନ ରୋକି ଉକ୍ତ ବ୍ୟକ୍ତି ଜଣଙ୍କୁ ପଳାଶୁଣୀରୁ
Read More...