Monthly Archives

May 2024

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷାଫଳ : ପାସ୍ ହାର ୯୬.୦୭ ପ୍ରତିଶତ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ (ମାଟ୍ରିକ୍‌) ପରୀକ୍ଷାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ପାସ୍ ହାର ରହିଛି ୯୬.୦୭ ପ୍ରତିଶତ । ଏଥର ପୁଅମାନଙ୍କ ତୁଳନାରେ ଝିଅମାନେ ଭଲ କରିଛନ୍ତି । ଏଥିର ଛାତ୍ରମାନଙ୍କ ପାସ୍ ହାର ରହିଛି ୯୫.୩୯
Read More...

ଦଶପଲ୍ଲାରେ ଜନନୀ ଯନ୍ତ୍ରଣା : ଆସିପାରିଲାନି ଆମ୍ବୁଲାନ୍ସ ଆଖିବୁଜିଲେ ପ୍ରସୂତି

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ କଳସାଖମଣ ପଞ୍ଚାୟତର କଣପାଜୁ ଗାଁରେ ଜନନୀ ଯନ୍ତ୍ରଣାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ଆସି ନ ପାରିବାରୁ ମହିଳା ଜଣକ ଘରେ ପ୍ରସବ କରିଥିଲେ । ଏହା ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ପରେ ପ୍ରସୂତିଙ୍କ ମୃତ୍ୟୁ
Read More...

ଟିଟିଲାଗଡରେ ବଢୁଛି ତାତି : ଲୋକେ ଗରମରେ ଛଟପଟ ରାତିରେ ବି ତ୍ରାହି ନାହିଁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦେଶ ବ୍ୟାପି ଏବେ ଖରାର ରୌଦ୍ର ଅବତାର ଦେଖିବାକୁ ମିଳୁଛି । ଦିନକୁ ଦିନ ଖରାର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି, ସକାଳ ସାତଟାରୁ ଖରା ଆରମ୍ଭ ହୋଇଯାଉଥିବା ବେଳେ ଗରମ ଖାସ ଅସହ୍ୟ ହୋଇ ପଡୁଛି । ଦ୍ଵିପହରରେ ଖରାର ପ୍ରକୋପ ଏତେ ବଢ଼ି ଯାଉଛି ଯେ, ଉପର
Read More...

ଇଭିଏମ୍‌ ଫିଙ୍ଗିବା ଅଭିଯୋଗରେ ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା : ଇଭିଏମ୍‌ ଫିଙ୍ଗିବା ଅଭିଯୋଗରେ ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ । ତୃତୀୟ ପର୍ଯ୍ୟାୟ ଭୋଟ୍ ବେଳେ ଗୋଷ୍ଠୀ ସଂଘର୍ଷ ସହ ଅବ୍ୟବସ୍ଥାର ମାଳ ମାଳ ଚିତ୍ର, ଶୃଙ୍ଖଳିତ ନିର୍ବାଚନ ଆଡ଼କୁ ଅଙ୍ଗୁଳି ଉଠାଇଛି । କେଉଁଠି ମନ୍ତ୍ରୀଙ୍କ ଉପସ୍ଥିତିରେ ମାରପିଟ୍ ହୋଇଛି ତ ଆଉ କେଉଁଠି ଶାସକ
Read More...

ଓପିଏସ୍‌ସି ପରୀକ୍ଷାରେ କଣ୍ଠଶିଳ୍ପୀ ଅର୍ଚ୍ଚନାଙ୍କ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଟିର ଗର୍ବ ଓ ଗୌରବ କଣ୍ଠଶିଳ୍ପୀ ଡ଼. ଅର୍ଚ୍ଚନା ପାଢୀ । ଅର୍ଚ୍ଚନା ଓପିଏସ୍‌ସି ପରୀକ୍ଷାରେ ୩୫ ର‍୍ୟାଙ୍କ ରଖି ସଫଳତା ପାଇ ପାରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କ ଶୁଭେଚ୍ଛୁ ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Read More...

ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ : ୭ ନବଜାତ ଶିଶୁଙ୍କର ମୃତ୍ୟୁ, ୫ ଗୁରୁତର

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ଶାହାଦରାର ବିବେକ ବିହାର ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ସୂଚନା ପାଇବା ମାତ୍ରେ ୧୬ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର
Read More...

କାଗଜ ବିମାନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ସମଗ୍ର ବିଶ୍ୱରେ ଶହ ଶହ ଲୋକ ଅଛନ୍ତି ଯେଉଁମାନେ ମଜାଦାର୍‌ 'କାଗଜ ବିମାନ ଦିବସ' ପାଳନ କରନ୍ତି । ସର୍ବଶେଷରେ, ଏହା କେବଳ ଏକ ସରଳ କାଗଜ ଖଣ୍ଡ ଏବଂ କିଛି ଚତୁର ଫୋଲ୍ଡ, ଏବଂ ଆପଣ ନିଜେ ମଧ୍ୟ ଏଥିରୁ ଏକ ବିମାନ ତିଆରି କରିପାରିବେ । କାଗଜ
Read More...

କାଜୁ ତୋଟା ସଂପର୍କିତ ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ମାରଣାନ୍ତକ ଆକ୍ରମଣ : ୨ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କାଜୁ ତୋଟା ସଂପର୍କିତ ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ମାରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଗତକାଲି ବିଳମ୍ବିତ ରାତ୍ରିରେ ଛତ୍ରପୁର ଥାନାରେ ଏତଲା ଦିଆଯାଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଲେ ମହେଶ୍ୱର ପଲାଇ ଓ ଭାଗିରଥି ପଲାଇ । ଗତକାଲି
Read More...

ପୋଲିଂ କର୍ମଚାରୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ : ୨ ଗୁରୁତର

କୁଚିଣ୍ଡା : ପୋଲିଂ ସାରି ଇଭିଏମ୍‌ ଓ ଭିଭିପାଟ ଧରି ଫେରିବା ବେଳେ ସମ୍ବଲପୁର ଜମନକିରା ଥାନା ବଡ଼ରମା ବୁଲାଣିଠାରେ କର୍ମଚାରୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୮ ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ନିକଟସ୍ଥ
Read More...

ଆଜି ମାଟ୍ରିକ୍‌ ପରୀକ୍ଷାଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସାଢେ ୧୦ଟାରେ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇବ । ମାଟ୍ରିକ, ମାଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷାଫଳ ରବିବାର ସକାଳ ୧୧ଟା ୩୦ରେ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.inରେ ଉପଲବ୍‌ଧ
Read More...