Daily Archives

ଖପ୍ରାଖୋଲ ବ୍ଲକସ୍ତରୀୟ ଲକ୍ଷେଘର ଗଣ୍ଡାସମାଜର ନୂତନ କର୍ମକର୍ତ୍ତା ଚୟନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲକ୍ଷେଘର ଗଣ୍ଡାସମାଜର ବ୍ଲକସ୍ତରୀୟ କମିଟି ନୂତନ ଭାବେ ଗଠନ କରଯାଇଛି । ବ୍ଲକ ସଭାପତି ଭାବେ ନିରାକାର ଛୁରାଙ୍କୁ ମନୋନୀତ କରାଯାଇଛି । ସୂଚନା ଅନୁଯାୟୀ ବୁଧବାର ହରିଶଙ୍କର ସ୍ଥିତ ଲିଚୁ ବଗିଚା ଠାରେ ଶତାଧିକ ଲୋକଙ୍କ
Read More...

ଆସନ୍ତାକାଲିଠୁ ପୁଣି ବଢ଼ିବ ତାତି

ଭୁବନେଶ୍ୱର : ଆସନ୍ତାକାଲିଠୁ ପୁଣି ବଢ଼ିବ ତାତି । ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୫ ଦିନ ଯାଏ ହିଟ୍ ୱେଭ ହେବନି, କିନ୍ତୁ ଦୁଇ ଦିନ ଯାଏ କେତେକ ସ୍ଥାନରେ ବର୍ଷା ଘଡ଼ଘଡ଼ି ଓ ପବନ ହୋଇପାରେ ବୋଲି
Read More...

ଅଭାବ ଓ ଦାରିଦ୍ର୍ୟ ଭିତରେ ପଙ୍କରେ ଫୁଟିଛି ପଦ୍ମ : ଦଶମ ଶ୍ରେଣୀ ଛାତ୍ର ପିୟୁଷ ବରିହାଙ୍କ ସଫଳତା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପ୍ରତିକୂଳ ପରିସ୍ଥିତି ଯେ, ପଙ୍କରେ ପଦ୍ମର ସମ୍ଭାବନା ସୃଷ୍ଟି କରିପାରେ ତାହା କେବଳ ଆଜି ନୁହେଁ ଇତିହାସରୁ ହିଁ ପ୍ରମାଣ ମିଳେ । ଅଦମ୍ୟ ସାହସ, ଅହରହ ଉଦ୍ୟମ, ଅକ୍ଲାନ୍ତ ପରିଶ୍ରମ, ଅବିରତ ସଂଘର୍ଷ କେବଳ ଦାରିଦ୍ର୍ୟର ବେଢ଼ି ଭାଙ୍ଗି ସମସ୍ତ ଘାତ
Read More...

ବଲାଙ୍ଗିର ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପାର୍କଲ୍ୟାଣ୍ଡ ହୋଟେଲ ଠାରେ ବଲାଙ୍ଗିର ବିଜେପି ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ପିତାମ୍ବର ଖମାରିଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ବଲାଙ୍ଗିର ବିଜେପି ବିଧାନସଭା ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ,
Read More...

ଦିଲ୍ଲୀପ ରାୟ ଆନ୍ଥେମ’ ସଙ୍ଗୀତଭିତ୍ତିକ ଭିଡିଓ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଅପରାହ୍ନରେ ସ୍ଥାନୀୟ ମେ' ଫେୟାର ହକି ଭିଲେଜ ଠାରେ ସଙ୍ଗୀତଭିତ୍ତିକ ଦିଲ୍ଲୀପ ରାୟ ଆନ୍ଥେମ' ଉନ୍ମୋଚିତ ହୋଇଯାଇଛି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ହକି ଭିଲେଜ୍‌ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦିଲ୍ଲୀପ ରାୟ ଉପସ୍ଥିତ ଥିଲେ । ଶ୍ରୀ ରାୟ
Read More...

ସଚେତନ ନାଗରିକ ମଞ୍ଚର ଦିଲ୍ଲୀପଙ୍କ ପାଇଁ ମାରାଥନ୍‌ ପ୍ରଚାର

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ନିର୍ବାଚନ ପାଇଁ ବିଜେପିର ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପାଇଁ ତାଙ୍କ ସମର୍ଥକ ମାନେ ନିର୍ବାଚନ ପ୍ରଚାରକୁ ଜୋର୍‌ଦାର୍‌ କରିଛନ୍ତି । ଏହି ପ୍ରଚାର କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚ ତରଫରୁ ଗତକାଲି ଏସ୍‌ଟିଆଇ, ଏଫସିଆଇ,
Read More...

ଟିଟିଲାଗଡରେ ବିଜେପି ନେତାଙ୍କ ଠାରୁ ମିଳିଲା ପୁଳା ପୁଳା ଟଙ୍କା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ନିର୍ବାଚନ ତାରିଖ ପାଖକୁ ଆସୁଥିବା ବେଳେ ଟିଟିଲାଗଡ ପୋଲିସ ପକ୍ଷରୁ ଜୋର୍‌ଦାର୍‌ ପେଟ୍ରୋଲିଂ କରାଯିବା ସହ ସ୍ପେଶିଆଲ୍‌ ଫ୍ଲାଇଙ୍ଗ ସ୍କ୍ୱାର୍ଡ ମଧ୍ୟ ବୁଲୁଛନ୍ତି । ତେବେ ମଙ୍ଗଳବାର ରାତି ସାଢ଼େ ବାରଟା ବେଳେ ଟିଟିଲାଗଡ଼ ପୋଲିସ ପକ୍ଷରୁ ରେଳ
Read More...

ମଦନପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦ୍ଵାଦଶ ପରୀକ୍ଷା ଫଳ : ଦୀପିକା ପ୍ରଥମ, କାର୍ତ୍ତିକ ଦ୍ୱିତୀୟ, ଅଂଶୁମାନ ତୃତୀୟ

କଳାହାଣ୍ଡି, (ହେମନ୍ତ ସାହୁ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମଦନପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦ୍ଵାଦଶ ଶ୍ରେଣୀର ତିନିଜଣ
Read More...

ନିର୍ବାଚନ ସାମଗ୍ରୀ ପ୍ରଦାନ ବେଳେ ଗୁରୁତର ହୋଇ ଶିକ୍ଷକଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଯାଇ ନିର୍ବାଚନୀ ସାମଗ୍ରୀ ପ୍ରଦାନ ବେଳେ ଗୁରୁତର ହେଇ ଜଣେ ଶିକ୍ଷକଙ୍କ ପରଲୋକ ହୋଇଛି । ପ୍ରାପ୍ତ ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୌଡ଼ପଡାର ବାସିନ୍ଦା ତଥା କର୍ଲାମୁଣ୍ଡା ବ୍ଲକ୍ ରେଗେଡ଼ା ଉଚ୍ଚ ବିଦ୍ୟାଳୟର
Read More...

ଆନ୍ତର୍ଜାତୀୟ ପରିବାର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୋଟିଏ ପରିବାର ହେଉଛି ଦୁଇ କିମ୍ବା ଅଧିକ ବ୍ୟକ୍ତିଙ୍କ ଜନ୍ମ, ବିବାହ, କିମ୍ବା ପୋଷ୍ୟ ସନ୍ତାନ ସହିତ ଜଡିତ ଯେଉଁମାନେ ଏକତ୍ର ରୁହନ୍ତି । ଏହିପରି ସମସ୍ତ ସମ୍ପୃକ୍ତ ବ୍ୟକ୍ତି ଗୋଟିଏ ପରିବାରର ସଦସ୍ୟ ଭାବରେ ବିବେଚନା କରାଯାଏ । '୨୦୨୪ ପାଇଁ ଥିମ୍
Read More...