Daily Archives

ପଟୁଆପାଲିରେ ପୋଲ ନିର୍ମାଣରେ ନିମ୍ନମାନର କାମ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା-ପଟୁଆପାଲି ରାସ୍ତାର ଶାଖା କେନାଲ ପୋଲ ନିହାତି ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି । ଗାଇଡ୍‌ଲାଇନ୍‌ ଅନୁସାରେ ଯେତିକି ସିମେଣ୍ଟ, ବାଲି, ଗେଟି ପୁଣି ଖରାଦିନ ହୋଇଥିବାରୁ ଆବଶ୍ୟକ ପାଣି ଦେଇନଥିବାରୁ ଭଲ କାମ
Read More...

ନିଷାନ୍ ସାହିତ୍ୟ ସଂସଦ ତୁଷୁରା ଆନୁକୂଲ୍ୟରେ ହାସ୍ୟ ବ୍ୟଙ୍ଗ କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନ ୫ଟା ସମୟରେ ଆଭାସୀ ମାଧ୍ୟମରେ ବିଶ୍ଵ ହାସ୍ୟ ଦିବସ ଅବସରରେ ହାସ୍ୟ ବ୍ୟଙ୍ଗ କବିତା ଆସର ନିଷାନ୍‌ର ଉପଦେଷ୍ଟା ବିଶିଷ୍ଟ କବି ସୋମନାଥ ମିଶ୍ରଙ୍କ ଅଧ୍ୟକ୍ଷତା ଓ ନିଷାନ୍‌ର ପ୍ରତିଷ୍ଠାତା
Read More...

ପଦ୍ମ ଧରିଲେ ଯଜ୍ଞେଶ୍ୱର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟରେ କଂଗ୍ରେସ ଦଳ ଛାଡ଼ିଥିବା ଯଜ୍ଞେଶ୍ୱରର ବାବୁ ତାଙ୍କ ଶତାଧିକ ସମର୍ଥକଙ୍କ ସହ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ବଲାଙ୍ଗିର ପୁରୁଣା ଘରୋଇ ବସ୍‌ ଷ୍ଟେସନ୍‌ରେ ରହିଥିବା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି
Read More...

ଦେଓଗାଁରେ କଂଗ୍ରେସର ମେଗା ମିଶ୍ରଣ ପର୍ବ ଅନୁଷ୍ଠିତ : ଯୋଗଦେଲେ ଶତାଧିକ ବିଜେଡି ନେତା ଓ କର୍ମୀ

ସମରେନ୍ଦ୍ରଙ୍କ ଦୂରଦୃଷ୍ଟି ଓ ନରସିଂହଙ୍କ ବଳିଷ୍ଠ ନେତୃତ୍ୱରେ ହେଲେ ଅନୁପ୍ରାଣିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଗାଇବାହାଲ ଗ୍ରାମ ପଂଚାୟତ ଅନ୍ତର୍ଗତ ଝୁଲ୍ଲାକାନି ପ୍ରକଳ୍ପ ଖେଳ ପଡିଆରେ ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଉକ୍ତ ମେଗା ମିଶ୍ରଣ
Read More...

ଛାତ୍ର ଯୁବକଙ୍କ ଭବିଷ୍ୟତ ନିର୍ମାଣ ଆମର ଲକ୍ଷ – ସମରେନ୍ଦ୍ର

ଅଭିଜ୍ଞ କହୁଥିବା ପ୍ରାର୍ଥୀଙ୍କ ଗୋଟିଏ ସେଟ୍‌ ନାମାଙ୍କନ ପତ୍ର ନାକଚ୍‌ ହେବା ହାସ୍ୟାସ୍ପଦ - ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଛାତ୍ର ଯୁବକଙ୍କ ଭବିଷ୍ୟତ ନିର୍ମାଣ ଆମର ଲକ୍ଷ ବୋଲି କହିଛନ୍ତି ସମରେନ୍ଦ୍ର । ମୋ' ମତରେ ଲୋକଙ୍କ ସହ ରହି ଅଞ୍ଚଳର ସେବା କରିବା ହିଁ ରାଜନୀତିର
Read More...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ୍ : ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ ବଦନାମ କରିବା ନେଇ ଥାନାରେ ଏତଲା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ କାର୍ଯ୍ୟ ଜାରୀ ରଖିଛି । ଏପରି ସ୍ଥଳେ ରବିବାର ଦିନ ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ଗ୍ରାମ
Read More...

ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ : ୨ ଆହତ

ସୋନପୁର : ଭୁବନେଶ୍ୱରରୁ କଣ୍ଟାବାଞ୍ଜି ଯାଉଥିବା ପ୍ରଶାନ୍ତି ନାମକ ଯାତ୍ରୀବାହୀ ବସ୍ ସୋନପୁର ବଲାଙ୍ଗିର ରାସ୍ତା ଖମ୍ବେଶ୍ୱରୀପାଲି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଛନ୍ତି ୪୦ ଯାତ୍ରୀ ।
Read More...

ଗଞ୍ଜାମ ସଡ଼କ ଦୁର୍ଘଟଣାରେ ଦୁଇ ମୃତ

ଗଞ୍ଜାମ : (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧୀନ ଗଞ୍ଜାମ ସହର ୧୬ ନମ୍ବର ଜାତୀୟ ରାଜପଥ ଜୟଶ୍ରୀ ଶନିମନ୍ଦିର ଛକ ଡେଡ ଜୋନ୍‌ ଭାବେ ପରିଚୟ ପାଇଛି ବାରମ୍ବାର ବାରମ୍ବାର ସେଠାରେ ଦୁର୍ଘଟଣାରେ ବହୁ ଲୋକଙ୍କ ମୃତ୍ୟୁ ଘଟିଲାଣି ତ କେତକ ଖଣ୍ଡିଆ ହୋଇ ମେଡିକାଲ୍‌ ଗଲେଣି ଆଜି ଠିକ ସେହି
Read More...

ବିଜେଡି ମିଶିଲେ ଶତାଧିକ ନେତା କର୍ମୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଓ ବର୍ତ୍ତମାନ ବିଧାୟକ ପାର୍ଥି ସୁବାଷ ଚନ୍ଦ୍ର ବେହେରାଙ୍କ ଲୋକ ପ୍ରିୟତା ଆସ୍ତେ ଆସ୍ତେ ବୃଦ୍ଧି ପାଇବାରେ ଲାଗିଛି ଗଞ୍ଜାମ ବ୍ଲକର ତିନି ପଞ୍ଚାୟତ ତଥା ରାମଗଡ଼, ପାଲଙ୍ଗ ଓ ସାନ ରାମଚନ୍ଦ୍ର ପୁର ପଞ୍ଚାୟତର
Read More...