Monthly Archives

April 2024

ବାବା ସାହେବ୍ ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀରେ ରାଉରକେଲା ମଜଦୁର ସଭାର ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ମହାବିଷୁବ ସଂକ୍ରାନ୍ତିରେ ରାଉରକେଲା ମଜଦୁର ସଭା ପକ୍ଷରୁ ମହାନ ରାଷ୍ଟ୍ରନାୟକ, ଦେଶର ସମ୍ବିଧାନ ପ୍ରଣେତା, ଭାରତରତ୍ନ ତଥା ଦଳିତ, ନିଷ୍ପେସିତ ଜନତାଙ୍କ ସ୍ୱାର୍ଥ ରକ୍ଷା ନେଇ ଜୀବନ ବ୍ୟାପି କାର୍ଯ୍ୟ କରିଥିବା ବାବା ସାହେବ୍ ଭୀମ ରାଓ ଆମ୍ବେଦକରଙ୍କ ୧୩୩ତମ
Read More...

ହାପି ମୋମେଣ୍ଟସର ଆଲୋଚନା ସଭା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ପକ୍ଷରୁ ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ସ୍ଥାନୀୟ ଏନ୍ଆଇଟିର ଡ଼. ଅବ୍‌ଦୁଲ୍‌ କଲାମ ଇନୋଭେସନ୍‌ ସେଣ୍ଟରଠାରେ ପାଳନ କରିଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ଓ
Read More...

ଶ୍ରୀରାମ ଚରିତ ମାନସ ମହାଯଜ୍ଞ ଓ ହନୁମାନ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ଘୋରଡିଆ ଗ୍ରାମର ଶ୍ରୀ ଶ୍ରୀ ମହବୀର ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ୨୯ତମ ବାର୍ଷିକ ଶ୍ରୀରାମ ଚରିତ ମାନସ ମହାଯଜ୍ଞ ଓ ହନୁମାନ ଜୟନ୍ତୀ ପାଳିତ ଅନୁଷ୍ଠିତ ହୋଇଯାଇଛି । ପରମ କାରୁଣିକ ଅନନ୍ତ କୋଟି ବ୍ରହ୍ମାଣ୍ଡ
Read More...

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ମହାସମାରୋହରେ ପାଳିତ

କଳାହାଣ୍ଡି : (ପି. କେ. ସାହୁ) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ସକାଳ ଘ. ୯ଟା ସମୟରେ ଡ. ବି. ଆର୍. ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀ ସ୍ମୃତିସଭା, ଆଲୋଚନାଚକ୍ର ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ
Read More...

ବାବା ସାହେବ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତି ଉପଲକ୍ଷେ ବିଶାଳ ଶୋଭାଯାତ୍ରା

ବାଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦଳିତସମାଜ ପକ୍ଷରୁ ଆଜି ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତି ପାଳିତ ହୋଇଯାଇଛି । ଏଥିପାଇଁ ବଲାଙ୍ଗିର ସହରରେ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଜୟ ଭୀମ ନାରାରେ ବଲାଙ୍ଗିର ସହର ଉଛୁଳି ପଡିଛି । ସକାଳ ୧୧ଟାରୁ
Read More...

ଗୁଡଭେଲା ସମ୍ବାଦ ସାହିତ୍ୟ ଘରର ବିଷୁବ ମିଳନ ଅନୁଷ୍ଠିତ ଓ କମିଟି ପୁନର୍ଗଠିତ

ତୁଷୁରା, (କେପିଏନ୍‌ଏସ୍‌) : ପବିତ୍ର ବିଷୁବ ସଂକ୍ରାନ୍ତି ଶୁଭ ଅବସରରେ ରବିବାର ପୂର୍ବାହ୍ନରେ ତୋଷାଳୀ ବିଦ୍ୟା ମନ୍ଦିର, ତୁଷୁରାଠାରେ ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତା ଓ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ସଭା ସଞ୍ଚାଳନରେ ସମ୍ବାଦ ସାହିତ୍ୟ ଘର ଗୁଡଭେଲାର ବିଷୁବ ମିଳନ
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଏପ୍ରିଲ ୧୪ ତାରିଖରେ ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ଜିଲ୍ଲା ସଙ୍ଗଠକ ଥବିର ପୁଝାରୀଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା
Read More...

ସମ୍ରାଟ ଅଶୋକ, ମହାତ୍ମା ଫୁଲେ ଓ ଡ. ଅମ୍ଵେଦକରଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ୧୧ଟା ସମୟରେ ଜିଲ୍ଲା ଓବିସି ମଞ୍ଚ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଓବିସି ଅବସର ପ୍ରାପ୍ତ କର୍ମଚାରୀ ସଂଘ ବଲାଙ୍ଗିର ସଭାପତି ଶ୍ରୀମାନ ମଲିଆ ଗଡୁଆଙ୍କ ସଭାପତିତ୍ୱରେ ମିଳିତ ଭାବେ ଇତିହାସ ପ୍ରସିଦ୍ଧ ସମ୍ରାଟ ଅଶୋକ ମହାନ, ରାଷ୍ଟପିତା ମହାତ୍ମା
Read More...

ମାସିକ ରଚନା ସନ୍ଧ୍ୟା : ମା ମାଟି ଓ ଜୀବନର କଥା କହେ ମୋର ଗଳ୍ପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଲାଦିନରୁ ଲେଖାଲେଖି ପ୍ରତି ମୋର ଆଗ୍ରହ ଥିଲା । ସାଧାରଣ ମଣିଷର ଦୁଃଖ ଓ ବେଦନା ମୋତେ ଆନ୍ଦୋଳିତ କରୁଥିଲା । ଯେଉଁ ମାଟିରେ ମୁଁ ବଢ଼ିଛି, ଯେଉଁ ମଣିଷମାନଙ୍କର ସଂସ୍ପର୍ଶରେ ମୁଁ ଆସିଛି ସେମାନଙ୍କ ନିଛକ ଜୀବନ କାହାଣୀକୁ ହିଁ ମୋର ଗଳ୍ପ ମାଧ୍ୟମରେ ପ୍ରକାଶ
Read More...

୨ଟି ଚୋରି ମୋବାଇଲ ଜବତ : ୩ ଗିରଫ

ଗୁଡ଼ଭେଲା : ତୁଷୁରା ପୁଲିସ ତିନିଟି ଚୋରି ମାମଲାରେ ୨ଟି ମୋବାଇଲ ଜବତ କରିବା ସହ ୩ ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ତୁଷୁରା ଥାନା ଅନ୍ତର୍ଗତ କପ୍‌ସିଲା ଗ୍ରାମର ଶମ୍ଭୁ ରଣା, ଧାନଘରାର ଚୈତନ୍ୟ ଥପା( ଗହୀର) ଏବଂ କପ୍‌ସିଲା ଗ୍ରାମର ଜଣେ ନାବାଳକ ରହିଛି ।
Read More...