ଓଭର୍ବ୍ରିଜ୍ ତଳକୁ ଖସିପଡ଼ିଲା ବସ୍ : ୫ ମୃତ, ୩୦ରୁ ଅଧିକ ଆହତ
କଟକ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଓଭର୍ବ୍ରିଜ୍ ତଳକୁ ଗତ ରାତିରେ ଏକ ବସ୍ ଖସି ପଡ଼ିଥିବା ବେଳେ ସେଥିରେ ୫ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ମଧ୍ୟ ଆଶଙ୍କା!-->…
Read More...
Read More...