Monthly Archives

April 2024

ଗଞ୍ଜେଇ ଜବତ, ଗାଡି ସହ ଜଣେ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅବକାରୀ ଥାନା ତରଫରୁ ପେଟ୍ରୋଲିଙ୍ଗ ବେଳେ ପାଟଣାଗଡ଼ ଧୂମାଭଟା ରାସ୍ତା କଦଳୀମୁଣ୍ଡା ଛକ ନିକଟରୁ ଗୋଟିଏ ହୁଣ୍ଡାଇ କାର ନଂ ଓଆର୍‌ ୧୯ଜେ ୭୩୩୩ରେ ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ । ଗାଡି ଡ୍ରାଇଭର, କାର ଓ
Read More...

ବରଯାତ୍ରୀ ଭ୍ୟାନକୁ ଧକ୍କା ଦେଲା ଟ୍ରଲି, ୯ ମୃତ

ଜୟପୁର : ରାଜସ୍ଥାନର ଝାଲାୱାଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ରବିବାର ସକାଳେ ଜିଲ୍ଲାର ଆକ୍ଲେରା ପୁଲିସ ଷ୍ଟେସନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶର ଡୁଙ୍ଗ୍ରିରେ ଏକ ବିବାହ ସମାରୋହରେ ଯୋଗଦେବା ପରେ ବରଯାତ୍ରୀମାନେ ଦୁର୍ଗଗାଓଁରେ ନିଜ
Read More...

ସାବୁଆନ ଗଛ ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ

ବେଲପଡ଼ା, (କେପିଏନ୍‌ଏସ୍‌) : ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଥିବା ବେଳେ ଆଜି ପୁଣି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମପଞ୍ଚାୟତର ଥୁଡିବାହାଲ ବ୍ରିଜ ପାଖରେ ସାବୁଆନ ଗଛ ବୋଝେଇ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାଫଳରେ ଦୁର୍ଘଟଣା ସ୍ଥାନରେ
Read More...

ପୋଖରୀରେ ବୁଡ଼ି ମହିଳା ମୃତ

ଜଳେଶ୍ଵର : ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ନହରା ପଞ୍ଚାୟତ ବଡମନ୍ଦାରୁଣୀ ଗ୍ରାମରେ ଥିବା ଚନ୍ଦନ ପୋଖରୀକୁ ଗାଧୋଇବାକୁ ଯାଇଥିବା ଜଣେ ୫୫ ବର୍ଷୀୟା ମହିଳା ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ମୃତ ମହିଳା ବଡ଼ମନ୍ଦାରୁଣୀ ଗ୍ରାମର ଯଦୁନାଥ ମିର୍ଦ୍ଧାଙ୍କ ସାନ ଭଉଣୀ ଜାନିଆ । ଜାନିଆ ଗତ
Read More...

୪୫ ଡିଗ୍ରୀ ଛୁଇଁଲା ରାଜ୍ୟ ତାପମାତ୍ରା : ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ଲହରି

ଭୁବନେଶ୍ୱର : ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ଲହରି । ଗତକାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ ଓ ବାରିପଦା । ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ହିଟୱେଭ ନେଇ ଆଜି ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
Read More...

ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଶ୍ରୀରାମ ନବମୀ ଉତ୍ସବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ବୁଧବାର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜୟନ୍ତୀ ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଡେଲାଙ୍ଗ ହାଟ ବଜାର ସନ୍ନିକଟ ରାମଚନ୍ଦ୍ରପୁରଠାରେ ଅବସ୍ଥିତ ଶ୍ରୀରାମ
Read More...

ଲୋଇସିଂହା-ଆଗଲପୁର ବ୍ଲକ ମିଳିତ କୃଷକ ସଂଘର୍ଷ ସମିତି ପକ୍ଷରୁ ପୁନଃ ରାଜପଥ ଅବରୋଧ ତଥା ଭୋଟ ବର୍ଜନ ଚେତାବନୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରୁ ଲୋଇସିଂହା ଓ ଆଗଲପୁର ବ୍ଲକର ୧୦ ଗୋଟି ପଞ୍ଚାୟତକୁ ଜଳସେଚନ ତଥା ଅନ୍ୟାନ୍ୟ ସୁବିଧା ଦାବିରେ କୃଷକ ସଂଘର୍ଷ ସମିତି ତରଫରୁ ପୁଣି ଥରେ ଜାତୀୟ ରାଜପଥ ଅବରୋଧ କରାଯିବା ସହିତ ଚଳିତ ସାଧାରଣ ନିର୍ବାଚନକୁ ବର୍ଜନ କରାଯିବା
Read More...

ବିରାଟ ବାଇକ୍‌ ରାଲି ସହ ବିଜେଡ଼ିର ଶକ୍ତି ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବାଇକ୍‌ ରାଲିରେ ଆଜି ଅପରାହ୍ନରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ ଦେଖିବାକୁ ମିିଳିଛି । ବଲାଙ୍ଗିର କୋଶଲ୍‌ ଛକରୁ ବହାରିଥିବା ଏହି ରାଲିରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ କାଳବୈଶାଖୀ, ବ୍ୟାପକ କ୍ଷୟକ୍ଷତି, ଗଛ ପଡ଼ି ରାସ୍ତା ଅବରୋଧ, ବିଦ୍ୟୁତ୍‌ ସରବରାହ ବ୍ୟାହତ,…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର କେତେକସ୍ଥାନରେ ଆଜି ଶନିବାର ସନ୍ଧ୍ୟାରେ ହୋଇଯାଇଛି କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ବ୍ଲକ ଅନ୍ତର୍ଗତ ଗରଗଡବାହାଲ ପଞ୍ଚାୟତ ସଦର ମହକୁମା ସମେତ ବହୁ
Read More...

ଭୁତିଆରବାହାଲ, କୂଡାସିଙ୍ଘାରେ ଜନ ଆଶୀର୍ବାଦ୍‌ ସଭା

୨୪ ବର୍ଷର ସରକାରରେ କେବଳ ଗରିବୀ ବଢ଼ିଛି - ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାତାର ୫ଟି ପାଳିର ବିଜେଡି ସରକାର ପାଖରେ ବହୁତ ସମୟ ଥିଲା ଲୋକଙ୍କ ଆର୍ଥିକ ବିକାଶ ପାଇଁ କିଛି ଠୋସ ପଦକ୍ଷେପ ନେବା ପାଇଁ କିନ୍ତୁ ଲୋକଙ୍କ ବିକାଶ ପରିବର୍ତେ ନବୀନ ସରକାର ପ୍ରତ୍ୟେକ କ୍ଷେତ୍ରରେ
Read More...