Monthly Archives

April 2024

ତୁରେକେଲା ଥାନା କଫ ସିରଫ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ : କୋର୍ଟ ଚାଲାଣ କଲା ତୁରେକେଲା ପୋଲିସ

ତୁରେକେଲା, (ଅଶୋକ କୁମାର ବାଗ) : ତୁରେକେଲା ଥାନା ପୋଲିସ ଗତ ଶନିବାର ରାମୁଡ଼ ଗ୍ରାମ ନିକଟରୁ ବେଆଇନ କଫ ସିରଫ ଚୋରା ଚାଲାଣ କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରି ତାଙ୍କ ପାଖରୁ ୧୦୪ ବୋତଲ କଫ ସିରଫ ଜବତ କରି ତାକୁ କୋର୍ଟ ଚାଲାଣ କରିଥିଲା । ଅଧିକ ତଦନ୍ତ କଲା ପରେ ତୁରେକେଲା ପୋଲିସ ଆଜି ଆଉ
Read More...

ବାହାଘରକୁ ଆସିଥିବା ବେଳେ ଟ୍ରେନ ଲାଇନ୍‌ କଡରୁ ମୃତଦେହ ଉଦ୍ଧାର : ସନ୍ଦେହରେ ପରିବାର ବର୍ଗ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଜି. ଆର. ପି. ପୋଲିସ କଣ୍ଟାବାଞ୍ଜି ରାୟପୁର ସେକ୍ସନ୍‌ର ତୁରେକେଲା ରେଲ ଷ୍ଟେସନ୍‌ର କି. ମି. ଖମ୍ବ ନମ୍ବର ୧୫୯/୫/୭ ନିକଟରୁ ଏକ ମୃତଦେହ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣକ ହେଲେ ମୁକୁନ୍ଦ ରଣା(୩୫)ପିତା ସାଧୁ ରଣା ।
Read More...

ମା’ ରାମଚଣ୍ଡୀଙ୍କ ପୀଠରେ ପୃଥିବୀ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସହରଠାରୁ ଆରମ୍ଭ କରି ଗାଁ ପ୍ରଯ୍ୟନ୍ତ ପୃଥିବୀର ସବୁ କୋଣ ଅନୁକୋଣରୁ ବୃକ୍ଷ ଲତା କଟାଯାଇ ଚାରିଆଡେ ଜନବସତି ସୃଷ୍ଟି ହେବାରେ ଲାଗିଛି ଓ ତା' ସହ ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି ଯେ । ପୃଥିବୀ ପୃଷ୍ଠର ସନ୍ତୁଳନ ମଧ୍ୟ ବିଗିଡିବାରେ ଲାଗିଛି ।
Read More...

ସିନାପାଲି ଥାନା ପରିସରରେ ଜଳଛତ୍ର ଶୁଭାରମ୍ଭ

ସିନାପାଲି, (ନିରାକାର ମେହେର) : ସିନାପାଲି ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କ ଉଦ୍ୟମରେ ସିନାପାଲି ଥାନା ପରିସରରେ ଜଳଛତ୍ର ଶୁଭାରମ୍ଭ ହୋଇଛି । ଏଭଳି ସମୟରେ ଥାନାରେ ଜଳଛତ୍ର ଖୋଲିଥିବାରୁ ଲୋକେ ଦେଖି ଖୁସି ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ
Read More...

ଡୁଡୁକାଠାରେ ଆଗଲପୁର ବ୍ଲକ୍‌ ସ୍ତରୀୟ କର୍ମୀ ସମ୍ମିଳନୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଡୁଡୁକା ଉପରବାହାଲ ରାସ୍ତା ଆମ୍ବ ବଗିଚାଠାରେ ଆଗଲପୁର ବ୍ଲକ୍‌ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ମୋହନ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି
Read More...

ଏଫ୍‌ଏଲ୍‌ଏନ୍‌ ମିଶନ ସଫଳତା ପାଇଁ ଉଦ୍ୟମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତା. ୨୨.୪.୨୪ରିଖ ୮ଟା ସମୟରେ ଧନକଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ତତ୍ତ୍ଵାବଧାନରେ ବ୍ଲକ୍‌ କାର୍ଯ୍ୟାଳୟରେ ଏଫ୍‌ଏଲ୍‌ଏନ୍‌ ମିଶନକୁ ସଫଳ କରିବା ପାଇଁ ୨୦୨୪-୨୫ ଶିକ୍ଷା ବର୍ଷରେ କି କି ପଦକ୍ଷେପ ନେଇ ଗୁଣାତ୍ମକ
Read More...

ସମରେନ୍ଦ୍ର – ନରସିଂହଙ୍କ ମାରାଥନ ନିର୍ବାଚନ ପ୍ରଚାର

ଲୋକଙ୍କୁ ମିଛ କହି ଭୋଟ ମାଗୁଥିବା ରାଜନେତାଙ୍କୁ ବରଖାସ୍ତ କରନ୍ତୁ : ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପାଇଁ ସମରେନ୍ଦ୍ର - ନରସିଂହଙ୍କ ମାରାଥନ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି । ସବୁ ଦଳର ରାଜନେତା ଭୋଟ୍‌ ମାଗିବା ପାଇଁ ଆପଣମାନଙ୍କ ପାଖକୁ ଆସିବେ । ଭୋଟ୍‌ ଦେବା
Read More...

ଆଇନ ମହାବିଦ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଇନ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଆଲୁମିନୀ ଆସୋସିଏସନ୍‌ର ସଂଗଠନ ସଂପାଦକ ଦେବାଶିଷ ମହାନ୍ତିଙ୍କ ପିତା ସୁଶାନ୍ତ କୁମାର ମହାନ୍ତିଙ୍କ ପରଲୋକରେ ମହାବିଦ୍ୟାଳୟ ତରଫରୁ ଏକ ଶୋକସଭା ଆୟୋଜନ କରାଯାଇଥିଲା । ସୂଚନାଯୋଗ୍ୟଯେ ଦୁଇ ଦିନ ତଳେ ସ୍ୱର୍ଗତ
Read More...

ରାଜଧାନୀ ପାଲଟିଲା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର : ସାରା ରାଜ୍ୟରେ ଅସହ୍ୟ ତାତି । ତାତିରେ ଆଉଟୁ ପାଉଟୁ ସାରା ଓଡ଼ିଶା । ତେବେ ସବୁଠୁ ଅଧିକ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । ତେବେ ୪୩.୮ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର ।
Read More...

କୂଅରୁ ମିଳିଲା ମହିଳାଙ୍କ ମୃତଦେହ : ସ୍ୱୀମୀ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ

ଢେଙ୍କାନାଳ : ପାରିବାରିକ କଳହରୁ କରୁଣ ପରିଣତି । ମୃତ ମହିଳାଙ୍କ ସ୍ୱାମୀ ତାଙ୍କୁ ହତ୍ୟା ପରେ କୂଅରେ ପକାଇଦେଇଥିବା ଅଭିଯୋଗ ଉଠାଇଛନ୍ତି ଖୋଦ ମୃତ ମହିଳାଙ୍କ ବାପଘର ଲୋକେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅନ୍ତର୍ଗତ କୋଟଗରା ଗ୍ରାମରେ । ମୃତ ମହିଳା
Read More...