Monthly Archives

April 2024

ବିଶିଷ୍ଟ ଐତିହାସିକ ମିହିରେନ୍ଦ୍ର ପ୍ରତାପଙ୍କ ପରଲୋକ

ମ, ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ, ରାମପୁର ରାଜା ପରିବାରର ସଦସ୍ୟ, ବିଶିଷ୍ଟ ଐତିହାସିକ ମିହିରେନ୍ଦ୍ର ପ୍ରତାପ ସିଂହ ଦେଓଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ସିଂହ ଦେଓ ଜନ୍ମ ତା ୨୦ ଏପ୍ରିଲ ୧୯୫୬ ମସିହା ରେ, ସ୍ୱର୍ଗତ ରାଜା ଗୌରଚନ୍ଦ୍ର ସିଂହ ଦେଓଙ୍କ ଚାରି ପୁତ୍ର
Read More...

ଘରକୁ ଫେରୁଥିବା ସମୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ସଦର ଗ୍ରାମ ଖଇରାପଡ଼ାର ଦାଦନ ଶ୍ରମିକଙ୍କ ମୃତଦେହ ବୁଧବାର ସକାଳେ ଗ୍ରାମରେ ପହଞ୍ଚି ଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ବାବୁଲାଲ ଭୋଇ(୩୬) । ଶବ ପହଞ୍ଚିବା ପରେ ପଡ଼ାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗତ
Read More...

ବଲାଙ୍ଗିର କଂଗ୍ରେସକୁ ବଡ଼ ଝଟ୍‌କା : କଂଗ୍ରେସ ଦଳ ଛାଡ଼ିଲେ ବିଧୁଭୂଷଣ ତ୍ରିପାଠୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ବଲାଙ୍ଗିର କଂଗ୍ରେସକୁ ବଡ଼ ଝଟ୍‌କା । କଂଗ୍ରେସ ଦଳ ଛାଡ଼ିଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ, ଏଆଇସିସି ମେମ୍ବର ତଥା ପିପିସି ମେମ୍ବର ବିଧୁଭୂଷଣ ତ୍ରିପାଠୀ । ଆଜି ଅପରାହ୍ନରେ ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର
Read More...

କଣ୍ଟାବାଞ୍ଜି ଏନ୍‌ଏସି ସ୍ତରୀୟ ବିଜେଡି କର୍ମୀ ବନ୍ଧୁମିଳନ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ବିଜୁ ଜନତାଦଳ ଅଫିସ୍‌ ଠାରେ କଣ୍ଟାବାଞ୍ଜି ସଭାପତି ଦେବାର ବାରିକ ଓ କଣ୍ଟାବାଞ୍ଜି ଯୁବ ସଭାପତି ବିଷ୍ଣୁପ୍ରସାଦ ଜୁଏଡ଼ଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ଏନ୍‌ଏସି ସ୍ତରୀୟ ବିଜେଡି କର୍ମୀ ବନ୍ଧୁମିଳନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ
Read More...

କଣ୍ଟାବାଞ୍ଜି ଆମ୍‌ ଆଦ୍‌ମୀ ପାର୍ଟିର ତୀବ୍ର ପ୍ରତିକ୍ରିୟା : ଖବରଦାତା ସମ୍ମିଳନୀରେ କଲେ ସମାଲୋଚନା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଚଳିତ ୨୦୨୪ ସାଧାରଣ ନିର୍ବାଚନୀରେ ନାମାଙ୍କନ ପାଇଁ କଣ୍ଟାବାଞ୍ଜି ୭୦ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନୀ ଅଧିକାରୀ ବିଭିନ୍ନ ରାଜନୈତିକ ଦଳକୁ ୨୪. ୪. ୨୦୨୪ରେ ପ୍ରସ୍ତୁତି ବୈଠକ ପାଇଁ ଗତ ତା. ୨୩. ୪. ୨୦୨୪ରୀଖ ଦିନ ଚିଠି ନଂ.୧୨୬ / ଇଲେକ୍ସନ୍‌
Read More...

ପ୍ରଜ୍ଞା ପ୍ରବାହର ବୁଦ୍ଧିଜୀବୀ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପ୍ରଜ୍ଞା ପ୍ରବାହର ବୁଦ୍ଧିଜୀବୀ ସମ୍ମିଳନୀ ରାଉରକେଲା କ୍ଲବ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଲୋଚ୍ୟ ବିଷୟ ବୈଶ୍ୱିକ ପରିଦୂର୍ଶ୍ୟରେ ଭାରତ ସମ୍ପର୍କରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମର ସହ ସଂଯୋଜକ କ୍ରିଷ୍ଣକାନ୍ତ ଜୟସ୍ୱାଲଙ୍କ
Read More...

ଭୋଟର ସଚେତନତା ରେଲି ଓ ନବାଗତା ଛାତ୍ରୀଙ୍କୁ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚୂଡ଼ାମଣି ବାରିକଙ୍କ ନିର୍ଦ୍ଦେଶ କ୍ରମେ, କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜ ବୋରା ସମ୍ବର ଲୋକନାଥ
Read More...

ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ : ରାଉରକେଲା କେନ୍ଦ୍ର ଦ୍ୱାରା ବିଶ୍ୱ ପୃଥିବୀ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଦ୍ଵାରା ବିଶ୍ୱ ପୃଥିବୀ ଦିବସ ପାଳନ କରାଯାଇଥିଲା । ଆଇ. ଇ. ଆଇ. ଲୋକାଲ୍ ସେଣ୍ଟର୍ ବିଲଡିଂ, ପଟେଲ ମେମୋରିଆଲ୍ ସେମିନାର ହଲ୍‌ଠାରେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମୋଡ୍‌ରେ ହୋଇଥିଲା ।
Read More...

ମାନବିକ ବସ୍ତି ଉଚ୍ଛେଦକୁ ଶୀଘ୍ର ବନ୍ଦ କରିବାକୁ ବିଜେପିର ଦାବି

ରାଉରକେଲା, (ସସ୍ମିତା ପ୍ରଧାନ) : ସାଧାରଣ ନିର୍ବାଚନର ଘୋଷଣା ପରେ ରାଉରକେଲା ରଘୁନାଥପଲ୍ଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେକ୍ଟର- ୬ ଏକତା କ୍ଳବ୍ ବସ୍ତିରେ ଡିଏଫଓ ଦ୍ଵାରା ମାନବିକ ବସ୍ତି ଉଚ୍ଛେଦ କରାଯାଉଥିଲା । ଏହି ଉଚ୍ଛେଦକୁ ବିରୋଧ କରି ବିଜେପି ଜିଲ୍ଲା ସଭାନେତ୍ରୀ ଲତିକା
Read More...

ଜଗନ୍ନାଥପଡ଼ାର ରାମଲୀଳାରେ ଭରତ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ଗତ ରାତିରେ ପ୍ରଦର୍ଶିତ ହୋଇଛି ଭରତ ମିଳନ । ରାମଙ୍କୁ ଭେଟି ଶ୍ରୀରାମଙ୍କ ପାଦୁକା ନେଇ ଫେରିଛନ୍ତି ଭରତ । ଏଥିସହିତ ଅଯୋଧ୍ୟା କାଣ୍ଡ ସମାପ୍ତ ହେବା ସହ ଲଙ୍କାକାଣ୍ଡ ଆରମ୍ଭ ହୋଇଛି । ଚମକ୍ରାର ଅଭିନୟରେ ଦର୍ଶକଙ୍କୁ
Read More...