Daily Archives

ଜିଲ୍ଲା ଦଳିତ ବିକାଶ ମଞ୍ଚ ବଲାଙ୍ଗିର ଦ୍ୱାରା ଆମ୍ବେଦକର ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱରତ୍ନ ବୋଧିସତ୍ତ୍ୱ ବାବାସାହେବ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ସ୍ଥାନୀୟ ଯାଦବ ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଧୀମାନ ନାଟରାଜ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଆମ୍ବେଦକରବାଦୀ ଧୀମାନ ଘନଶ୍ୟାମ ମହାନନ୍ଦ,
Read More...

ବାପାଙ୍କ ମୃତ୍ୟୁର ୬ ମାସ ପରେ ପୁଅ ମୃତ୍ୟୁ ଅସହାୟ ପରିବାରକୁ ସରକାରୀ ସହାୟତା ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ବାବେବିର ଗ୍ରାମର ଲମ୍ବୋଦର ଝାକର୍ ଗାଁର ଅଧିଷ୍ଠାତ୍ରୀ ଦେବତା ବୁଢାରାଜାଙ୍କ ପୂଜକ ଥିଲେ । ତିନି ପୁଅ ରୁକମନ୍ ଚୀନ୍ଦା (୨୬), ଝିଅ ଚାନ୍ଦିନୀ ଚୀନ୍ଦା (୧୯), ଜନ୍ମେ ଚୀନ୍ଦା (୧୧), ଜୈବଲି ଚୀନ୍ଦା (୮) ଓ ସ୍ତ୍ରୀ ଟେମରୀ
Read More...

ଟିଟିଲାଗଡ଼ରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ହନୁମାନ ଜୟନ୍ତୀ ତଥା ମହାବିଷୁବ ସଂକ୍ରାନ୍ତିଙ୍କୁ ଟିଟିଲାଗଡ଼ ସହରବାସୀ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ହାଟପଦା ପଡ଼ା ସଙ୍କଟ ମୋଚନ ହନୁମାନ ମନ୍ଦିର କମିଟି ପକ୍ଷରୁ ମନ୍ଦିର ପ୍ରତିଷ୍ଠା ଦିବସ ପାଳନ ସହ ପଣା ସଂକ୍ରାନ୍ତି ଉପଲକ୍ଷେ ମନ୍ଦିରରେ
Read More...

ନବୀନ ସମ୍ବାଦପତ୍ରର ପ୍ରତିଭା ପୂଜା ପରମ୍ପରା ଉଦାହରଣୀୟ : ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ୨୬ତମ ବିଷୁବ ମିଳନ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ୧୯୩୦ ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା ନବୀନ କେବଳ ସମ୍ବାଦପତ୍ର ନୁହଁ ବରଂ ଓଡ଼ିଶାର କବି, ଲେଖକ, କଳାକାରମାନଙ୍କୁ ସମ୍ମାନ ଦେବାର ଅନନ୍ୟ ପରମ୍ପରା ବଜାୟ ରଖିପାରିଛି ବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ନବୀନ
Read More...

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ନିର୍ବାଚନ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ

ସଇଁତଲା, (ପ୍ରମୋଦ ସେଲମା) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଏବେ ରାଜନୈତିକ ଉଷ୍ମତା ଦିନକୁ ଦିନ ବଢ଼ିବା ସହ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ଜୋର ଧରିଛି । ବିଭିନ୍ନ ଧାର୍ମିକ ପୂଜା ଶୋଭାଯାତ୍ରାରେ ସାମିଲ ହେବା ସହ ସାଧାରଣ ଲୋକଙ୍କ ସହ ଯୋଡ଼ି ହେବାକୁ ନେତାଙ୍କ ମଧ୍ୟରେ ବେଶ୍‌
Read More...

ମଦନପୁର, ରାଧାଯୁଗଲ ସାଂସ୍କୃତିକ କ୍ଲବ ତରଫରୁ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ପାଳିତ : ଅସହାୟ ଦମ୍ପତିଙ୍କୁ ସହାୟତା

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜ଼ୀଲ୍ଲା ମ. ରାମପୁର ବ୍ଲକ ମଦନପୁର ରାଧାଯୁଗଳ ସାଂସ୍କୃତିକ କ୍ଲବ ତରଫରୁ ବିଶ୍ୱରତ୍ନ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କବିଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର
Read More...

ରିକାପଲ୍ଲୀ ସାହିରେ ମହାବୀରଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୨ ନମ୍ୱର ୱାର୍ଡ଼ ରିକାପଲ୍ଲୀ ସାହିରେ ଚଳିତ ମାସ ୩ ତାରିଖରେ ଯଜ୍ଞାନୁଷ୍ଠାନ ସହକାରେ ପ୍ରତିଷ୍ଠିତ ନବନିର୍ମିତ ଶ୍ରୀ ହନୁମାନ ଜୀଉଙ୍କ ମଣ୍ଡପରେ ମଧ୍ୟ ଚଳିତ ବର୍ଷ ପବିତ୍ର ମହାବିଷୁବ ସଂକ୍ରାନ୍ତି ଦିନ ମହାବୀରଙ୍କ ଜୟନ୍ତୀ
Read More...

ଛତ୍ରପୁର ରାଜାଘର ଜଗନ୍ନାଥ ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବହୁ ପୁରାତନ ପ୍ରତିଷ୍ଠିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବନପୁତ୍ର ହନୁମାନଙ୍କ ଜୟନ୍ତୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମହାବିଷୁବ ସଂକ୍ରାନ୍ତି ଅବସରରେ ସମୂହ ୧୦୮ ହନୁମାନ ଚାଳିଶା ପାଠ, ହୋମଯଜ୍ଞ,
Read More...

ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ, ବିପଦପୂର୍ଣ୍ଣ ରାସ୍ତାରେ ଭୋଇପାଲିରୁ ସାଧୁପାଲି

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : କମ୍‌ ସଂଖ୍ୟକ ଛାତ୍ରଛାତ୍ରୀ ଦର୍ଶାଇ ଭୋଇପାଲି ପ୍ରାଥମିକ ସ୍କୁଲ ବନ୍ଦ ରହିଛି । ଯାହା ଫଳରେ କୋମଳମତୀ ଛାତ୍ରଛାତ୍ରୀ ନିକଟସ୍ଥ ବିଭିନ୍ନ ସ୍କୁଲମାନଙ୍କୁ ଅଧ୍ୟୟନ ପାଇଁ ଯାଉଛନ୍ତି । କିନ୍ତୁ ଭୋଇପାଲିରୁ ସାଧୁପାଲି ଯାଉଥିବା ଛାତ୍ରଛାତ୍ରୀ ଅନେକ
Read More...

୬୧ ଦିନ ଯାଏ ମାଛଧରା ବନ୍ଦ

ପାରାଦୀପ : ମତ୍ସ୍ୟ ସଂରକ୍ଷଣକୁ ଆଖି ଆଗରେ ରଖି ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ ସମୁଦ୍ରରେ ମାଛ ଧରା ବନ୍ଦ ରହିବ । ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହୋଇଛି । ଓଡ଼ିଶା ଉପକୂଳରେ ମାଛ ଧରା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ
Read More...