Monthly Archives

March 2024

ଓଡ଼ିଶାର ଯାଜପୁରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ନୂଆଦିଲ୍ଲୀ, (ପିଆଇବି) :ଓଡିଶାର ରାଜ୍ୟପାଳ ରଘୁବର ଦାସ ଜୀ, ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀ, କ୍ୟାବିନେଟରେ ମୋର ସହଯୋଗୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ବିଶ୍ୱେଶ୍ୱର ଟୁଡୁ ଜୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ !ଜୟ ଜଗନ୍ନାଥମହାପ୍ରଭୁ
Read More...

ଚଣ୍ଡିଖୋଲଠାରେ ୧୯,୬୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ…

ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍‌ର ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦ୍‌ଘାଟନ କଲେପାରାଦୀପରେ ୦.୬ ଏମ୍‌ଏମ୍‌ଟିପିଏ ଏଲ୍‌ପିଜି ଆମଦାନୀ ସୁବିଧା ଏବଂ ପାରାଦୀପରୁ ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଦୀର୍ଘ ଉତ୍ପାଦ ପାଇପଲାଇନ ଉଦ୍‌ଘାଟିତଆଇଆରଇଏଲ୍ (ଆଇ)
Read More...

କଂଟାବାଂଜି ରେଳଡବା ମରାମତି କାରଖାନାକୁ ଆଭାସି ଜରିଆରେ ପ୍ରଧାମନ୍ତ୍ରୀ କଲେ ଶିଳାନ୍ୟାସ

ଦୀର୍ଘ ୨୬ ବର୍ଷ ପ୍ରତିକ୍ଷାର ଅନ୍ତ ଘଟିଛି, କଂଟାବାଂଜିରେ ଏହା ଏକ ଐତିହାସିକ ଦିନ : ସାଂସଦ ଶ୍ରୀମତୀ ସିଂଦେଓ କଂଟାବାଂଜି, (ଗୁରୁଦୟାଳ ହଂସ) : ଦୀର୍ଘ ୨୬ ବର୍ଷ ପ୍ରତିକ୍ଷାର ଅନ୍ତ ଘଟିଛି । କଂଟାବାଂଜିରେ ଏହା ଏକ ଐତିହାସିକ ଦିନ । ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅଂଚଳର ହଜାର ହଜାର
Read More...

ଅବକାରୀ ବିଭାଗ ଦ୍ୱାରା ୬ କେଜି ଗଂଜେଇ ଜବତ : ଜଣେ ମହିଳା କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଳ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ପାଟ୍ରୋଲିଂଗ ବେଳେ କଂଟାବାଂଜି ଥାନା ସର୍ଗିଗୁଡା ଗାଁରୁ ଜଣେ ମହିଳାଙ୍କଠାରୁ ୬ କେଜି ୧୫୦ଗ୍ରାମ ଗଂଜେଇ ଜବତ କରି ମହିଳାକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର
Read More...

ଭାଲୁମୁଣ୍ଡାରେ ସ୍ଵଭାବ କବି ଗଙ୍ଗାଧର ମେହେର ନୂତନ ଧର୍ମଶାଳାକୁ ଉଦ୍‌ଘାଟନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗ୍ରାମରେ ସ୍ଵଭାବ କବି ଗଙ୍ଗାଧର ମେହେର ନୂତନ ଧର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ
Read More...

ବିଶାଳ ଶଙ୍ଖ ଜନସମ୍ପର୍କ ସମାବେଶ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଗୁରୁଣ୍ଡା ଖେଳ ପଡିଆଠାରେ ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ଅବସରରେ ବିଶାଳ ଶଙ୍ଖ ଜନସମ୍ପର୍କ ସମାବେଶ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲା
Read More...

ବଲାଙ୍ଗିର ମହିଳା ମହାବିଦ୍ୟାଳୟରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମ

ପ୍ରୋତ୍ସାହନ ରାଶିକୁ ନିଜସ୍ୱ ପାଠପଢ଼ାରେ ଉପଯୋଗ କରାଯାଉ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ବଲାଙ୍ଗିର ମହିଳା ମହାବିଦ୍ୟାଳୟରେ ନୂଆ ଓଡ଼ିଶା-ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅଧ୍ୟକ୍ଷ ପ୍ରଫେସର ମନୋରଂଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯ଠଠ ଜଣ ପିଜି ଓ
Read More...

ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ୨୦.୦୫.୨୦୨୧ ଦିନ ହାତୀପଡାର ବିକ୍ରମ ଭ୍ୟାସ, ପି. ସ୍ୱର୍ଗତ କୃଷ୍ଣଚନ୍ଦ୍ର ଭ୍ୟାସ, ସକାଳ ଘ.୬.୩୦ ମି.ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ବିକ୍ରମ ଭ୍ୟାସଙ୍କୁ ଡାକ୍ତରଖାନାରେ
Read More...

ମାୟାବର୍ହା ହାଇସ୍କୁଲରେ ମୋ ସ୍କୁଲ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ମୋ ସ୍କୁଲ ଅଭିଯାନ ସମ୍ପର୍କିତ ସ୍କୁଲ ସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ
Read More...

ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଓ ଲୋକସେବା ଦିବସ ପାଳିତ

ଜିଲ୍ଲାର ବିକାଶ ପାଇଁ ସକାରାତ୍ମକ ମନୋଭାବ ପୋଷଣ ପୂର୍ବକ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ପରିଷଦ ସଭାଗୃହରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି । ଦିବସ ପାଳନ ଅବସରରେ ଜିଲ୍ଲା
Read More...