Monthly Archives

March 2024

ଛତ୍ରପୁର ବ୍ରହ୍ମାକୁମାରୀ ସଂସ୍ଥାନରେ ତ୍ରୀ-ମୂର୍ତ୍ତି ଶିବ ଜୟନ୍ତୀ ଓ ସର୍ବଧର୍ମ ସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଅବସ୍ଥାପିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ପବିତ୍ର ମହାଶିବରାତ୍ରୀ ଅବସରରେ ତିନିଦିନିଆ ଈଶ୍ୱରୀୟ ସନ୍ଦେଶ ଯାତ୍ରା ଓ ପ୍ରଚାର ସଭାଯାତ୍ରା ଉଦ୍‌ଯାପିତ ହୋଇଯାଇଛି
Read More...

ଡେଲାଙ୍ଗରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ନେହୁରୁ ଯୁବ କେନ୍ଦ୍ର ପୁରୀ ଓ ଇଣ୍ଟେଲେକ୍‌ଚୁଆଲ୍‌ କ୍ଲବ ଘୋରଡ଼ିଆ, ଡେଲାଙ୍ଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଡେଲାଙ୍ଗ ଷ୍ଟେସନ ବଜାର ସନ୍ନିକଟ ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତୀୟ ମହିଳା
Read More...

ମାସିକ ରଚନା ସନ୍ଧ୍ୟା

ନାରୀ ଅସୀମ ଶକ୍ତି ଓ ବିପୁଳ ସମ୍ଭାବନାର ଅଧିକାରିଣୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ପ୍ରତିକ ସମାଜରେ ନାରୀର ସ୍ଥାନ ସ୍ଵତନ୍ତ୍ର । ସେ ଆଉ ପାରମ୍ପରିକ ଶବ୍ଦରେ ଅବଳା ଦୁର୍ବଳା ନୁହେଁ । ନାରୀ ଏବେ ଅସୀମ ଶକ୍ତିର ଅଧିକାରିଣୀ ଏବଂ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେଇ ସମାଜକୁ ନୂତନ
Read More...

ଛତ୍ରପୁରରେ ମହାଶିବରାତ୍ରୀ ଜାଗର ମେଳା ଥିଲା ଖୁବ୍ ନିଆରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଗଢ଼ି ଉଠିଥିବା ବିଭିନ୍ନ ସ୍ଥାନର ଶୈବପୀଠମାନଙ୍କରେ ମହା-ଶିବରାତ୍ରୀ ଅବସରରେ ଜାଗର ମେଳା, ହରିହର ଭେଟ ଆଦି ବର୍ଣ୍ଣାଢ଼୍ୟ ସମାରୋହରେ ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି । ଜାଗର
Read More...

ଦାବୀ ପୂରଣ ନହେଲେ ମାଟ୍ରିକ ଖାତା ମୂଲ୍ୟାୟନରେ ତଥା ନିର୍ବାଚନ କାର୍ଯ୍ୟରେ ଅସହଯୋଗ ପାଇଁ ସରକାରଙ୍କୁ ଚେତାବନୀ ଦେଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷକମାନଙ୍କ ଦାବୀ ସରକାର ଯଦି ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ପୂରଣ ନକରନ୍ତି ତେବେ ଆଗାମୀ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ସଂକଳ୍ପ ସମାବେଶ ଭଳି ଚରମ ନିଷ୍ପତ୍ତି ନିଆଯିବ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ବଲାଙ୍ଗିର ଜିଲ୍ଲା ଶାଖା
Read More...

ଇବନଦୀ‌ରେ ଗାଧୋଇଲା ବେଳେ ଜଣେ ବାଳକ ସମେତ ୩ ନିଖୋଜ

ସୁନ୍ଦରଗଡ଼ : ଇବନଦୀ ସେମନାଘାଟରେ ଗାଧୋଇଲା ବେଳେ ଜଣେ ବାଳକ ସମେତ ୩ ଜଣ ନିଖୋଜ ହୋଇଯାଇଥିବେ ଜଣା ପଡିଛି । ନଦୀର ଚୋରାବାଲିରେ ସେମାନେ ବୁଡ଼ି ଯାଇଥିବା କୁହାଯାଉଛି । ଯୁବକମାନେ ସୁନ୍ଦରଗଡ଼ ରି‌ଜେଣ୍ଟ ମାର୍କେଟର ବୋଲି ପ୍ରାଥମିକ ସୂଚନା ମିଳିଛି । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ
Read More...

ମହାଶିବରାତ୍ରି ଦିନ ଝାଡ଼ଦେବନ୍ଧ ଗୁପ୍ତେଶ୍ୱର ମନ୍ଦିରରେ ମହୁମାଛି ଆକ୍ରମଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ମହାଶିବରାତ୍ରି ପାଇଁ ଟିଟିଲାଗଡ ନିକଟସ୍ଥ ଝାଡ଼ଦେବନ୍ଧ ଗୁପ୍ତେଶ୍ୱର ମନ୍ଦିରକୁ ସହର ତଥା ଦୂର ଦୂରାନ୍ତରୁ ବହୁତ ଭକ୍ତ ଦର୍ଶନ ପାଇଁ ଆସିଥିଲେ । ସକାଳୁ ଭକ୍ତ ଦର୍ଶନ କରୁଥିବା ବେଳେ ସକାଳ ୯.୩୦ରୁ ୧୦ଟା ସମୟ ମଧ୍ୟରେ ମହୁମାଛି ଆକ୍ରମଣ କରିବା
Read More...

ଏନ୍‌ଏମ୍‌ଏମ୍‌ଏସ୍‌ ପାଇଥିବା ଛାତ୍ରଛାତ୍ରୀଙ୍କୁ ବ୍ଲକ ଶିକ୍ଷାଧିକାରୀଙ୍କ ସମ୍ବର୍ଦ୍ଧନା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ବଡକର୍ଲେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଫଳତା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ପାଠପଢାଠୁ ଆରମ୍ଭ କରି ନବୋଦୟ, ବୃତ୍ତି, ପଠାଣି ସାମନ୍ତ, ଏକଲବ୍ୟ,
Read More...

ରୋତ କଲେଜରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀ ନିକେତନ, ରୋତରେ ଓଡିଶା ରାଜ୍ୟ ଏଡ୍‌ସ୍ ନିୟନ୍ତ୍ରଣ ସୋସାଇଟି ଆନୁକୂଲ୍ୟରେ ମହାବିଦ୍ୟାଳୟର ରେଡ୍ ରିବନ କ୍ଲବ ଓ ୟୁଥ ରେଡକ୍ରସ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ
Read More...

ସଦାଇପାଲି ସାଇଟ୍‌ କଲେଜରେ ଜାତୀୟ ସୁରକ୍ଷା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଇଟ୍‌ କଲେଜ ପରିସରରେ ୫୩ତମ ଜାତୀୟ ସୁରକ୍ଷା ଦିବସ ବିପିସିଏଲ୍‌ ଏଲ୍‌ପିଜି ବୋଟଲିଂ ପ୍ଲାଣ୍ଟ ଓ ସଦାଇପାଲି ରାମଜୀ ଯୁବକ ସଂଘର ମିଳିତ ସହଭାଗିତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାଇଟ୍‌ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜାତୀୟ ସୁରକ୍ଷା ଉପରେ ଏକ
Read More...