Monthly Archives

March 2024

ଓଲଟିଲା କପା ବୋଝେଇ ଟ୍ରକ : ଡ୍ରାଇଭର ସୁରକ୍ଷିତ

ଚୁଡ଼ାପାଲି : ବଲାଙ୍ଗିର ସଦର ବ୍ଲକ ଚୁଡ଼ାପାଲି ସାକ୍‌ଯୋର ପୋଲ ବୁଲାଣି ଠାରେ ଗତକାଲି ରାତିରେ ଏକ କପା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ସୂଚନା ମିଳିଛି । ଟ୍ରକ ଚାଳକ ସାମ୍ନା କାଚ ଭାଙ୍ଗି ସୁରକ୍ଷିତ ଭାବରେ ପଦାକୁ ବାହାରି ଆସିଥିବା ଜଣା ପଡିଛି । ଉକ୍ତ ଟ୍ରକଟି
Read More...

ଟିଟିଲାଗଡ଼ ଜେଲରୁ ଦୁଇ ବିଚାରାଧୀନ କଏଦୀ ଫେରାର୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଉପ କାରାଗାର ଭିତରୁ ଦୁଇ ଜଣ ବିଚାରାଧୀନ କଏଦୀ ଫେରାର ଥିବା ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଫେରାର୍‌ ଦୁଇ ଜଣ କଏଦୀ ହେଲେ କେସିଙ୍ଗା ଅଂଚଳର ସୁମିତ ବିହାରୀ ଓ ସିନ୍ଧେକେଲା ଅଂଚଳର ଶୁଭମନ ରଣା । ଗତ ରାତିରେ ଜେଲର କାନ୍ଥ ଡେଇଁ
Read More...

ଦନ୍ତା ଆକ୍ରମଣରେ ମହିଳା ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନ ବିଭାଗ ଅନ୍ତର୍ଗତ କୁସୁମୁଣ୍ଡି ଗ୍ରାମର ପୁଣ୍ଡୁପୋଖରୀ ସାହିଁରେ ପରିବାର ଲୋକଙ୍କ ସାମ୍ନାରେ ଜଣେ ମହିଳାଙ୍କୁ କଚାଡି ମାରିଛି ଦନ୍ତା । ମୃତ ମହିଳା ଜଣକ ହେଲେ ଇତୱାରୀ ବଦ୍ରା(୩୯) । ଗତକାଲି ରାତିରେ ସେ ପରିବାର ସହ ଘରେ ଶୋଇଥିଲେ । ରାତି ପ୍ରାୟ
Read More...

ନଦୀରେ ବୁଡି ତିନି ଜଣ ନିଖୋଜ ଘଟଣା : ମିଳିଳା ଦୁଇ ଜଣଙ୍କ ମୃତ ଦେହ

ସୁନ୍ଦରଗଡ଼ : ଇବନଦୀ ସେମନାଘାଟରେ ବୁଡି ତିନି ଜଣ ନିଖୋଜ ଘଟଣା । ମିଳିଳା ଦୁଇ ଜଣଙ୍କ ମୃତ ଦେହ । ଅଗ୍ନିଶମ ବାହିନୀ ପକ୍ଷରୁ ଚଲିଛି ଉଦ୍ଧର କାର୍ଯ୍ୟ । ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ସହର ରିଜେଣ୍ଟମାର୍କେଟରୁ ପରିବାର ସହ ଭୋଜି କରିବା ପାଇଁ ସେମନାକୁ ଯାଇଥିଲେ । ଭୋଜି ସାରି ଇବନଦୀରେ
Read More...

କ୍ରିଷ୍ଟିନା ପାଇସ୍କୋଭାଙ୍କୁ ମିସ୍‌ ୱାର୍ଲ୍ଡ ମୁକୁଟ

ମୁମ୍ବାଇ : ଚେକ୍ ରିପବ୍ଲିକ୍‌ର କ୍ରିଷ୍ଟିନା ପାଇସ୍କୋଭା ୭୧ତମ ମିସ୍ ୱାର୍ଲ୍ଡ ଟାଇଟଲ ହାସଲ କରିଛନ୍ତି । ଏହି ୨୪ ବର୍ଷୀୟ ସୁନ୍ଦରୀ ଆଜି ମୁମ୍ବାଇରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମିସ୍ ୱାର୍ଲ୍ଡ ମୁକୁଟ ଜିତିଛନ୍ତି । ବହୁ ପ୍ରତୀକ୍ଷିତ ଗ୍ରାଣ୍ଡ ଫିନାଲେ ମୁମ୍ବାଇର ପ୍ରତିଷ୍ଠିତ ଜିଓ
Read More...

ମେରା ପେହଲା ଭୋଟ୍ ଦେଶ କେ ଲିୟେ ଅଭିଯାନ

ବାଲୁକା କଳା ମାଧ୍ୟମରେ ଯୁବ ମତଦାତାଙ୍କୁ ମତାଧିକାର ସାବ୍ୟସ୍ତ ଲାଗି ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ ଭୁବନେଶ୍ୱର, (ପିଆଇବି) : ପ୍ରଥମ ଥର ପାଇଁ ମତଦାତା ତାଲିକାରେ ସ୍ଥାନ ପାଇଥିବା ଯୁବ ମତଦାତାଙ୍କୁ ମତଦାନର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଲାଗି ଆଗେଇ ଆସିବା ପାଇଁ
Read More...

ଘୁଷୁରାମୁଣ୍ଡା ଗ୍ରାମ ତ୍ରିଖୁଟି ବଜାରରୁ ବାଇକ୍ ଚୋରୀ, ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ପଂଚାୟତ ଘୁସୁରାମୁଣ୍ଡା ଗ୍ରାମ ତ୍ରିଖୁଟି ଛକରେ ଶନିବାର ବସୁଥିବା ସାପ୍ତାହିକ ବଜାରରୁ ଏକ ବାଇକ୍ ଚୋରୀ ହୋଇଥିବା ନେଇ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ସୂତ୍ରରୁ ସୂଚନା ମତେ ଏହି
Read More...

ଜଙ୍ଗଲି ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗୁମିକିଆ ପଞ୍ଚାୟତର ସରୁଲାଇ ଗ୍ରାମର ଜଣେ ବୃଦ୍ଧଙ୍କୁ ଶନିବାର ଦିନ ଜଙ୍ଗଲି ବାରହା କାମୁଡି ଦେବାରୁ ଗୁରୁତର ଅବସ୍ଥାରେ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଖବର
Read More...

ଟିଟିଲାଗଡ଼ ଯମୁନା ଯୋରରେ ଚାଲିଛି ପଙ୍କ ଉଦ୍ଧାର, ଜଳସମ୍ପଦ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପଡ଼ାବାସୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ୧୪/୧୫ ନମ୍ବର ୱାର୍ଡ ବାସିନ୍ଦାଙ୍କ ସମେତ ହାଟପଦାପଡ଼ା ଦୈନିକ ବଜାରକୁ ଆସୁଥିବା ଲୋକେ ଗାଧୋଇବା ପାଇଁ ନିର୍ଭର କରିଥାନ୍ତି ଯମୁନା ଯୋର ଉପରେ । ତେବେ ଏହି ଯମୁନା ଯୋରରେ ଜଗଲ, ପଙ୍କ ହୋଇଯାଇଥିବା ଯୋଗୁଁ ଗାଧୋଇବାରେ ବହୁତ ଅସୁବିଧା
Read More...

ମହିଳା କଂଗ୍ରେସ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳା କଂଗ୍ରେସ ପକ୍ଷରୁ ବଲାଙ୍ଗିର ଶାନ୍ତିପଡ଼ା କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ମିଲନି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ
Read More...