Monthly Archives

March 2024

ଯୁବ ମତଦାତାଙ୍କ ପାଇଁ ନୀରଜ୍‌ ଚୋପ୍ରାଙ୍କ ବାର୍ତ୍ତା

ନୀରଜ ଚୋପ୍ରାଅଲିମ୍ପିକ୍ସ ବିଜେତା ନୂଆଦିଲ୍ଲୀ, (ପିଆଇବି) : କ୍ରୀଡ଼ାବିତ୍‌ମାନେ ନିଜର ନିଷ୍ଠା, ପ୍ରତିବଦ୍ଧତା ଓ ଦଳଗତ କାର୍ଯ୍ୟ ମାଧ୍ୟମରେ ଦେଶର ସେବା କରିଥାନ୍ତି । ଦେଶ ହେଉ କି ବିଦେଶ, ଜାତୀୟ ରଙ୍ଗ ପିନ୍ଧିବା ଉଭୟ ସୌଭାଗ୍ୟ ଓ ଦାୟିତ୍ୱ । କିନ୍ତୁ ବିଶ୍ୱର ସବୁଠାରୁ ସକ୍ରିୟ
Read More...

ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ କାର୍ଯ୍ୟରତ ସାମ୍ବାଦିକମାନେ କଳାବ୍ୟାଚ ପରିଧାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଗୋଟିଏ ଗୋଟିଏ ଦିନ କୌଣସି ଖବର ନିଜ ନିଜ ସଂସ୍ଥାକୁ ପଠାନ୍ତୁ ନାହିଁ କିମ୍ବା ପ୍ରସାରଣ କରନ୍ତୁ ନାହିଁ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କଳାବ୍ୟାଚ ସହ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ
Read More...

ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ କାର୍ଯ୍ୟକ୍ରମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ବାରମ୍ବାର ଚେତାବନୀ ପରେ ଅଶ୍ଳୀଳ ଓ ଅସଭ୍ୟ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ୧୮ଟି ଓଟିଟି ପ୍ଲାଟଫର୍ମ ହେଲା ନିଷିଦ୍ଧଦେଶବ୍ୟାପୀ ଓଟିଟି ପ୍ଲାଟଫର୍ମର ୧୯ଟି ୱେବସାଇଟ୍, ୧୦ଟି ଆପ୍, ୫୭ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲ ବନ୍ଦ କରାଗଲାକାର୍ଯ୍ୟକ୍ରମଗୁଡ଼ିକ ଆଇଟି
Read More...

ଷ୍ଟାର୍ସ ପ୍ରକଳ୍ପ ଅନ୍ତର୍ଗତ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ବଣ୍ଟନ : କଠିନ ପରିଶ୍ରମ, ଶୃଙ୍ଖଳା ଓ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଆଜି କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାରେ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ୫ ଜଣ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ଭାରତ ସରକାରଙ୍କ ଷ୍ଟାର୍ସ ପ୍ରକଳ୍ପ ଅନ୍ତର୍ଗତ ଲାପ୍‌ଟପ୍‌ ସହିତ କଥନ
Read More...

ବ୍ଲକସ୍ତରୀୟ ବିଜ୍ଞାନ କଂଗ୍ରେସ

ପୁଇଁତଲା, (କେପିଏନ୍‌ଏସ୍‌) : ଆଜି ପୁଇଁତଲା ବ୍ଲକସ୍ତରୀୟ ବିଜ୍ଞାନ କଂଗ୍ରେସ ଆଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଟଗାଁଠାରେ ଉଦ୍‌ଘାଟନୀ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା, ଅତିରିକ୍ତ ଶିକ୍ଷା ଅଧିକାରୀ ନୀଳମଣୀ ପଣ୍ଡା ଓ ଲଛମନ ପ୍ରଧାନ, ଜ଼ିଲ୍ଲା ସଂଯୋଜକ ଆନନ୍ଦ ବଡ଼ପଣ୍ଡା,
Read More...

ଜୟପାଟଣାଠାରେ ଜାତୀୟ କଂଗ୍ରେସର ନିର୍ବାଚନୀ ବିଗୁଲ୍ : ବଳଭଦ୍ରଙ୍କ ଶକ୍ତି ପ୍ରଦର୍ଶନ

ଜୟପାଟଣା, (ଶେଷଦେବ ବେହେରା) : କିଛି ବର୍ଷ ଧରି ବିଜେଡିର ନିଜକୁ ଅସହାୟ ମଣି ଆସୁଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ କଂଗ୍ରେସରେ ଯୋଗଦେବା ପରେ ବୁଧବାର ଏକ ବିଶାଳ ରାଲି ଦ୍ଵାରା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ନୂତନ ଉତ୍ସାହ ଭରିବା ପାଇଁ ପ୍ରୟାସ ଜାରି କରିବା ସହିତ ଏକ ସାଧାରଣ
Read More...

ସାମ୍ବାଦିକଙ୍କ କଳାବ୍ୟାଚ ପରିଧାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସମାଜର ପ୍ରାୟ ସମସ୍ତ ବର୍ଗର ଲୋକଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଲୋଭନୀୟ ପ୍ୟାକେଜ ଘୋଷଣା କରି ସାରିଛନ୍ତି । ତେବେ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚଉଥିବା
Read More...

ବଲାଙ୍ଗିର ଜିଲ୍ଲା ସଂକିର୍ତ୍ତନ୍ୟ କଳା ସଂସ୍କୃତି ମହାସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ସମସ୍ତ ୧୪ଟି ବ୍ଲକ ସଂକିର୍ତ୍ତନ୍ୟ କଳାକାରମାନଙ୍କୁ ନେଇ ସୁଦପଡା କଲ୍ୟାଣ ମଣ୍ଡପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭାପତି ଚିନ୍ତାମଣି ମହାକୁରଙ୍କ ଅଧ୍ୟକ୍ଷତାରେ ସଂଘର ସମସ୍ତ କଳାକାରଙ୍କ ସର୍ବସମ୍ମତି
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ବଢିଲା ସର୍ବନିମ୍ନ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି

ଚାରୋଟି କେଟେଗୋରୀରେ ବୃଦ୍ଧି ୪୫୦, ୫୦୦, ୫୫୦, ୬୦୦ ଭୁବନେଶ୍ୱର : ରାଜ୍ୟ ସରକାର ଆଜି ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ
Read More...

କୁକୁର ପାଇଁ ଦୁର୍ଘଟଣା, ଜଣେ ଗୁରୁତର

ବଲାଙ୍ଗିର : କୁକୁର ପାଇଁ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ହୋଇଥିବା ଖବର ମିଳିଛି । ଗୁରୁତର ଜଣକ ସ୍ଥାନୀୟ ହାତୀଶାଲପଡାର ସୁନୀଲ କୁମାର ବୋଲି ଜଣା ପଡିଛି । ଆଜି ଭୋର୍‌ ସକାଳୁ ସୁନୀଲ ନିଜ ଘରୁ ବାଇକ୍‌ ନେଇ କୌଣସି ଏକ କାମରେ ସହରକୁ ଯିବା ସମୟରେ ବାଟରେ ହଠାତ୍‌ ଏକ ବୁଲା କୁକୁର ତାଙ୍କ
Read More...