Monthly Archives

March 2024

କଲମପୁରରେ ଯୋଗଦେଲେ ନୂତନ ଥାନାଧିକାରୀ ପିକେ କାନୁନଗୋ

ଭବାନୀପାଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା କଲମପୁର ଥାନାରେ ଅବସ୍ଥାପିତ ଥାନାଧିକାରୀ ଜିତେନ୍ଦ୍ର ବିଶ୍ଵାଳଙ୍କ ବଦଳି ପରେ ସେହି ସ୍ଥାନରେ ଯୋଗ ଦେଇଛନ୍ତି ପ୍ରଦୀପ୍ତ କୁମାର କାନୁନଗୋ । ନିର୍ବାଚନ ଆଚରଣ ସଂହିତା ନିୟମାନୁସାରେ କେତେକ କର୍ମଚାରୀମାନଙ୍କୁ ସ୍ଥାନାନ୍ତରିତ
Read More...

ଗାୟିକା ଅସୀମା ପଣ୍ଡାଙ୍କ ଷ୍ଟାର୍‌ ନାଇଟ୍‌ରେ ଝୁମିଲେ ଦର୍ଶକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ଦିନ ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆଠାରେ ଆୟୋଜିତ ଆସୀମା ପଣ୍ଡାଙ୍କ ଷ୍ଟାର ନାଇଟ୍‌ରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଗାୟିକା ଅସୀମା ପଣ୍ଡାଙ୍କ ଶୋରେ ଗୀତର ତାଳେ ତାଳେ ଦର୍ଶକ ଝୁମିଥିଲେ । ହଜାର ହଜାର ଯୁବକଙ୍କ ନାଚରେ ହାଇସ୍କୁଲ
Read More...

ଗ୍ରାମ-ପଞ୍ଚାୟତସ୍ତରୀୟ ପିଅନଙ୍କୁ ପାରିଶ୍ରମିକ ବୃଦ୍ଧି ପାଇଁ ବିକ୍ଷୋଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବୃହତ୍ତମ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକରେ ୫୦୩ଟି ଗ୍ରାମପଞ୍ଚାୟତସ୍ତରରେ ନିୟୋଜିତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପାରିଶ୍ରମିକ ପ୍ରାପ୍ୟ ଅତ୍ୟନ୍ତ ନିମ୍ନସ୍ତରର ରାଶି ଅଟେ । ପଞ୍ଚାୟତ ଅଫିସ୍‌ରେ କାମ କରି ବର୍ଷ ବର୍ଷ ବିତି ଯାଇଥିବା ବେଳେ ସରକାର
Read More...

ତୁରେକେଲା ଗାଁରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ : ବିଜେଡି ଓ ବିଜେପି ଦଳର କଂଗ୍ରେସରେ ଯୋଗଦେଲେ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଞ୍ଚାୟତ ସଦରର ଆମ୍ବ ତୋଟାଠାରେ ଆଜି ତୁରେକେଲା ଗାଁରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ଓ ବିଜେପି ଦଳକୁ ତ୍ୟାଗ କରି କଂଗ୍ରେସରେ ଯୋଗଦେଲେ
Read More...

ମଡେଲ କୋଡ୍ ଅଫ୍ କଣ୍ଡକ୍ଟ୍ ଲାଗୁ ପରେ ଗଞ୍ଜାମ ମହକୁମାରେ ପୋଲିସ୍‌ର ଫ୍ଲାଗ୍-ମାର୍ଚ୍ଚ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଲାଗୁ ହୋଇସାରିଛି ମଡେଲ କୋଡ୍ ଅଫ୍ କଣ୍ଡକ୍ଟ୍ ଅବା ସଧାରଣ ନିର୍ବାଚନ -୨୦୨୪ ଅବସରରେ ଆଚରଣ ବିଧି । ପ୍ରାର୍ଥୀଙ୍କ ପ୍ରଚାର, ଦଳୀୟ ରୀତିନୀତି କିଭଳି ରହିବ, ନିର୍ବାଚନ କିପରି ଅବାଧ ଓ ନିରପେକ୍ଷ ଭାବେ ପରିଚାଳିତ ହେବା ସାଂଗକୁ ଶୃଙ୍ଖଳିତ ଭାବେ
Read More...

ଛତ୍ରପୁର ସହରାଞ୍ଚଳ ୫ ନମ୍ୱର ୱାର୍ଡ଼ ନିଉ-ନାଗୁଲୁ ପେଟ୍ଟା ସାହି ପ୍ରତି ଅବହେଳା ଅଭିଯୋଗ

ସାହିବାସୀ ଭୋଟ ବର୍ଜନ କରିବେ ବୋଲି ପ୍ରଶାସନକୁ ଚେତାବନୀ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳ ଏନ୍ଏସିର ୫ ନମ୍ୱର ୱାର୍ଡ଼ ଅନ୍ତର୍ଗତ ନିଉ-ନାଗୁଲୁ ପେଟ୍ଟା ସାହିରେ ନାଳ, ନର୍ଦ୍ଦମା ଓ ରାସ୍ତାଘାଟର ନିର୍ମାଣ ଓ ମରାମତି ଆଦି ହୋଇପାରୁନଥିବା ବାସିନ୍ଦାଙ୍କ
Read More...

୬୨ ବର୍ଷ ବୟସରେ ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ସଦର ଖପ୍ରାଖୋଲ ଗ୍ରାମର ବିଶିଷ୍ଟ ଧର୍ମ ପରାୟଣ ବ୍ୟକ୍ତି ତଥା ଖପ୍ରାଖୋଲ ବ୍ଲକ ସାମ୍ବାଦିକ ଅଶୋକ କୁମାର ବାଗଙ୍କ କାକା ରଘୁନାଥ ବାଗଙ୍କ ୬୨ ବର୍ଷ ବୟସରେ ପରଲୋକ ଘଟିଛି । ସ୍ୱର୍ଗତ ବାଗ କିଛି ବର୍ଷ ହେବ ଆଣ୍ଠୁଗଣ୍ଠି
Read More...

ଆଇଆର୍‌ଇଏଲ୍ ପକ୍ଷରୁ ଚମାଖଣ୍ଡିଠାରେ ସ୍ୱାସ୍ଥ୍ୟ ସେବା ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଆଇଆର୍‌ଇଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଚମାଖଣ୍ଡି ଗ୍ରାମ ପଞ୍ଚାୟତର ଚମାଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଆୟୋଜିତ ହୋଇଯାଇଛି
Read More...

ଶ୍ରଦ୍ଧାଶୀଳ ଶିକ୍ଷକ ଶରତ କୁମାର ସାହୁ ଆରପାରିରେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୀର୍ଘ ପାଞ୍ଚ ମାସ ଧରି ଜୀବନ ସହ ଲଢ଼ି ଲଢ଼ି ଶେଷରେ ଆରପାରିକୁ ଚାଲିଗଲେ କଲ୍ୟାଣପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଆଦର୍ଶ ଶିକ୍ଷକ ଶରତ କୁମାର ସାହୁ (୫୮ବର୍ଷ) । ସେ ମସ୍ତିସ୍କ ଟିୟୁମର ରୋଗରେ ଆକ୍ରାନ୍ତ ହେତୁ ଗତ ୨୦୨୩ ନଭେମ୍ବର
Read More...

ଆଇଏନ୍‌ଏସ୍‌ ଚିଲିକାରେ ଅଗ୍ନିବୀର ୦୨/୨୩ ବ୍ୟାଚ୍‌ର ପାସ ଆଉଟ୍ ପରେଡ୍

ଭୁବନେଶ୍ୱର, (ପିଆଇବି) : ଗତ ୧୫ ତାରିଖରେ ଓଡ଼ିଶାର ଆଇଏନ୍‌ଏସ୍‌ ଚିଲିକାଠାରେ ଅଗ୍ନିବୀରଙ୍କ ତୃତୀୟ ବ୍ୟାଚ୍ (୦୨/୨୦୨୩)ର ଏକ ଚମତ୍କାର ପାସିଂ ଆଉଟ୍ ପରେଡ୍ (ପିଓପି) ଅନୁଷ୍ଠିତ ହୋଇଥିଲା । ନୌସେନାର ମୁଖ୍ୟ ଆଡମିରାଲ ଆର୍‌ ହରି କୁମାରଙ୍କ ଦ୍ୱାରା ସମୀକ୍ଷା ପରେ ସୂର୍ଯ୍ୟାସ୍ତ ପରେ ଏକ
Read More...