Monthly Archives

March 2024

ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ ସୋପାନ ସହିତ ଶହୀଦ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ ସୋପାନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଶହୀଦ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କ ପୂଣ୍ୟତିଥିରେ ଦୁଇ ମିନଟର ନୀରବ
Read More...

ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭଗବାନ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉତ୍ସବ-୨୦୨୪ ଉପଲକ୍ଷେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଶନିବାର ସୋମନାଥ ଦେବଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।
Read More...

୩୪ ଓଏଏସ୍‌ଙ୍କ ବଦଳି

ଭୁବନେଶ୍ୱର : ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ବଡ଼ ଧରଣର ବଦଳି କରାଯାଇଛି । ବଦଳିଛନ୍ତି ୩୪ଜଣ ଓଏଏସ୍ । ବରିଷ୍ଠ ଓଏଏସ୍ ଶିବାନୀ ମହାନ୍ତିଙ୍କୁ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର ଅତିରିକ୍ତ ସଚିବ, ଶାନ୍ତିପ୍ରଭା ପ୍ରଧାନଙ୍କୁ ରାଜ୍ୟ ଖାଦ୍ୟ କମିଶନର ସଦସ୍ୟ ସଚିବ
Read More...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବ୍ୟକ୍ତି ମୃତ

ସମ୍ବଲପୁର : ବିଦ୍ୟୁତ୍‌ ଆଘାତରେ ସଦର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ହେଉଛନ୍ତି ପିଲାକନ୍ଦେଇପଡ଼ାର ଜବାହର ସାହୁ(୪୯) । ଶୁକ୍ରବାର ରାତିରେ ସେ ମାଛ ମାରିବା ପାଇଁ ଯାଉଥିବା ବେଳେ ପୋଖରୀ ନିକଟରେ ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ
Read More...

ଅନିର୍ଦ୍ଦିଷ୍ଟ କାଳ ପାଇଁ ପିଆଜ ରପ୍ତାନି ବନ୍ଦ

ନୂଆଦିଲ୍ଲୀ : ଭାରତ ସରକାର ପିଆଜ ରପ୍ତାନି ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଟକଣା ଲଗାଇଛନ୍ତି । ଆଗକୁ ନିର୍ବାଚନ ଥିବାବେଳେ ହଠାତ ଏଭଳି ଘୋଷଣା କରାଯାଇଛି । ଭାରତର ଏହି କଟକଣା ଫଳରେ ଅନେକ ବିଦେଶୀ ବଜାରରେ ଦର ବଢ଼ିବ । ପିଆଜର ବୃହତ୍ ରପ୍ତାନିକାରୀ ଦେଶ ହେଉଛି ଭାରତ । ଡିସେମ୍ବରରେ ଏହାର
Read More...

ଏକ ଅସହାୟଙ୍କ ଶବ ସତ୍କାର କଲେ ବଲାଙ୍ଗିର ଯୁବ ସମାଜସେବୀ

ବଲାଙ୍କିର, (କେପିଏନ୍‌ଏସ୍‌) : ଗତ ୧୯/୦୩/୨୦୨୪ ବୁଧବାର ଦିନ ବେଲପଡ଼ା ବ୍ଲକ୍‌ ମାଲିପଡା ପୋଖରୀ ପାଖରେ ଅସହାୟ ଅବସ୍ଥାରେ ଏକ ମୃତ ଶରୀର ପଡ଼ିଥିଲା । ତେବେ ମୃତକଙ୍କ ପରିଚୟ ମିଳିପାରୁନଥିବାରୁ କେହି ଶବ ଛୁଉଁନଥିଲେ । ଗାଁ ଲୋକେ ମୃତ ଶବ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତ ଶରୀରକୁ
Read More...

ହାଇଓ୍ୱା ଧକ୍କାରେ ପତ୍ନୀ ସମ୍ମୁଖରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ରାଉରକେଲା : ବିଶ୍ରାରୁ କାମ ସାରି ବାଇକ୍‌ରେ ଫେରୁଥିଲେ ଦମ୍ପତି । ହଠାତ ବାଇକ୍‌କୁ ସାମ୍ନା ପଟୁ ଧକ୍କା ଦେଇଥିଲା ଏକ ହାଇୱା । ଫଳରେ ଦମ୍ପତି ଛିଟିକି ପଡ଼ିଥିଲେ । ହାଇଓ୍ୱାଟି ସ୍ଵାମୀଙ୍କ ଉପରେ ଚଢ଼ି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ସଂଧ୍ୟା ପ୍ରାୟ ସାଢ଼େ
Read More...

ଷଣ୍ଢ ଆକ୍ରମଣରେ ବୃଦ୍ଧା ମୃତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ମାଧପୁର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ଷଣ୍ଢ ଆକ୍ରମଣରେ ଗାଁର ଜଣେ ବୃଦ୍ଧା ତଥା ବି.ପୁରୁଷୋତ୍ତମ ପାତ୍ରଙ୍କ ପତ୍ନୀ ବି.କାମିଲି ପାତ୍ର (୫୮)ଙ୍କ ମୃତ୍ୟୁ ଘଟିଛି । କାମିଲି ସକାଳୁ ଘର ପାଖକୁ କୌଣସି ଏକ କାମରେ ଯାଉଥିବା
Read More...

ବିଶ୍ୱ ଯକ୍ଷ୍ମା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତି ବର୍ଷ ମାର୍ଚ୍ଚ ୨୪ ତାରିଖରେ ପାଳିତ ହୋଇଥିାଏ ବିଶ୍ୱ ଯକ୍ଷ୍ମା ଦିବସ । 'ବିଶ୍ୱ ଯକ୍ଷ୍ମା ଦିବସ' ଏକ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଯାହାକି ପ୍ରତିବର୍ଷ ସାଧାରଣ ଜନତାଙ୍କୁ ଯକ୍ଷ୍ମା ରୋଗର ପ୍ରଭାବ ବିଷୟରେ ଶିକ୍ଷା ଦେବା ପାଇଁ ଉଦ୍ଧିଷ୍ଟ ଅଟେ ।
Read More...

ମାହେଶ୍ୱରୀ ସଂଗଠନର ସପ୍ତମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ମାହେଶ୍ୱରୀ ସଂଗଠନର ସପ୍ତମ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀର ପସ୍ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାର ବିଭିନ୍ନ
Read More...