Monthly Archives

March 2024

ଦିବ୍ୟଙ୍ଗତ ଶିକ୍ଷକ ଶରତ କୁମାର ସାହୁଙ୍କ ସ୍ମୃତିଚାରଣ ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହତ ଚିନ୍ତା ଓ ଚେତନା ଗୁରୁମାନଙ୍କୁ ଚିରଞ୍ଜିବୀ କରିଥାଏ । ଗୁରୁମାନଙ୍କର ବାସ୍ତବ ମୃତ୍ୟୁ ନଥାଏ । ତାଙ୍କର ପାର୍ଥୀବ ଶରୀର ପଞ୍ଚ ମହାଭୂତରେ ଲୀନ ହେଲେ ବି ସେମାନଙ୍କର ମ଼ହାନୁଭବ ଚିନ୍ତା ଓ ଚେତନା ସମାଜରେ ଚିରଞ୍ଜିବୀ ହୋଇ ରହିଥାଏ ବୋଲି କଲ୍ୟାଣପୁର
Read More...

ଗଞ୍ଜାମର ଐତିହାସିକ ଦୋଳଯାତ୍ରା : ଚତୁର୍ଥ ଦିନ ପଟୁଆର ରୋଷଣୀରେ ନିଜ ସ୍ଥାନ ମାଡିଲେ ୧୬ ଠାକୁର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମର ଐତିହାସିକ ପବିତ୍ର ଦୋଳଯାତ୍ରା ଅବସରରେ ସାହିଯାତ୍ରା ଶନିବାର ବିଳମ୍ବିତ ରାତିରେ ଆରମ୍ଭ ହୋଇ ରବିବାର ଶେଷ ହୋଇଯାଇଛି । ରାତିରେ ମନ୍ଦିରମାନଙ୍କରେ ଠାକୁରମାନଙ୍କୁ ମନ୍ଦିର ସମ୍ମୁଖରେ ସୁସଜ୍ଜିତ ବୀମାନରେ ଉପବେଶନ କରାଯିବା ପରେ ବିଭିନ୍ନ ସାହିରେ
Read More...

ମାଣିକ ଫାଉଣ୍ଡେସନ୍‌ର ଏକଦିବସୀୟ ମହିଳା କ୍ରିକେଟ ମ୍ୟାଚ୍

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ରାଇଜିଙ୍ଗ୍ ପଡ଼ିଆରେ ସାମାଜିକ ଅନୁଷ୍ଠାନ ମାଣିକ ଫାଉଣ୍ଡେସନ୍‌ ତରଫରୁ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଏକଦିବସୀୟ ମହିଳା କ୍ରିକେଟ ମ୍ୟାଚ୍ ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ସଭାପତି କାମିନୀ ମହନ୍ତଙ୍କ ସଭାପତିତ୍ୱ, ସମ୍ପାଦିକା ସୁମତୀ
Read More...

ଉତ୍କଳ ଦିବସ ପାଳନ ପାଇଁ ଦାବି

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଦିବସ ପାଳନ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ପୂର୍ବସୁରୀ ଓ ମହାମନିଷୀ ମାନଙ୍କ ଆପ୍ରାଣ ଉଦ୍ୟମ ଫଳରେ ଆମେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଆମ ଓଡ଼ିଆ ଭାଷାକୁ ନେଇ ସ୍ୱତନ୍ତ୍ରପ୍ରଦେଶ ଓଡ଼ିଶା ଗଠନ କରାଗଲା । ଯାହା ସମଗ୍ର
Read More...

ଗଣେଶ ଇଂଲିଶ ମିଡ଼ିଅମ୍ ସ୍କୁଲର ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ସ୍ଥିତ ଗଣେଶ ଇଂଲିଶ ମିଡିଅମ୍ ସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା । ଆୟୋଜିତ ପୁରସ୍କାର
Read More...

ନୟାଗଡ଼ ବିଜେପିକୁ ଝଟକା

ନୟାଗଡ଼, (କେପିଏନ୍‌ଏସ୍‌) : ନୟାଗଡ଼ ବିଜେପିକୁ ଝଟକା । ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲେ ଇରାନୀ ରାୟ । ଗତ କିଛି ଦିନ ତଳେ ବିଜେପି ଛାଡିଥିଲେ ଇରାନୀ । ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଇରାନୀ ।
Read More...

କାହିଁକି ଗିରଫ୍‌ ହେଲେ ଗୁଣିଆ ମିତ୍ରଭାନୁ ଭୁଏ : ସୂଚନା ଦେଲେ ଏପିପି

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଥାନା ଅନ୍ତର୍ଗତ ସୁନାମୁଦୀ ଗାଁର ଆତ୍ମଘୋଷିତ କାଳୀ ସାଧକ ମିତ୍ରଭାନୁ ଭୁଏ କାହିଁକି ଗିରଫ୍‌ ହେଲେ ? କିଏ କଲା ତାଙ୍କ ନାମରେ ଅଭିଯୋଗ ? ଅଭିଯୋଗ ପତ୍ରରେ କ’ଣ ଦର୍ଶା ଯାଇଥିଲା ? ମାମଲା ବିଷୟରେ ପାଟଣାଗଡ଼ ଏସ୍‌ଡ଼ିଜେଏମ୍‌ କୋର୍ଟ ଏପିପିଙ୍କ ଠାରୁ
Read More...

ସେଞ୍ଚୁରିଅନ୍‌ ବିଦ୍ୟାଳୟ ପରିସରରେ ପ୍ରି-ହୋଲି ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବସନ୍ତର ଆଗମନରେ ପରିବେଶରେ ପରିବର୍ତ୍ତନ ଆସିଥାଏ । ସେହିପରି ମଣିଷର ମନରେ ମଧ୍ୟ ସମୟ ସମୟରେ ନୂତନ ବିଚାର ଓ ପରିପକ୍ୱତାର ପରିବର୍ତ୍ତନ ଆସିବା ଉଚିତ । ଏହି ଆଭିମୁଖ୍ୟ ସହିତ ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ ହୋଲି ଉତ୍ସବ ପାଳନର ଉଦ୍ଦେଶ୍ୟ ନେଇ ଆଜି
Read More...

କପିଲାଭଟାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ନୂତନ କର୍ମକର୍ତ୍ତା ମନୋନୀତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମର ବରଗଛପଡାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅସ୍ଥାୟୀ ସଭାପତି ପଙ୍କଜ ବିଶିଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତ୍ତା ଚୟନ
Read More...

ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ : ବଲାଙ୍ଗିରରେ-ଯୋଗ ଦେବେ ସହସ୍ରାଧିକ ସଂକୀର୍ତ୍ତନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ ପରିଷଦର ସହଯୋଗରେ ସଦାଇପାଲି ପଲ୍ଲିଶ୍ରୀବିହାର ରାଧାକୃଷ୍ଣ ମନ୍ଦିର ପରିସରରେ ଆସନ୍ତା ମାର୍ଚ୍ଚ ୩୧ ରବିବାର ଦିନ ସକାଳ ୯ଟାରୁ ଅନୁଷ୍ଠିତ ହେବ ବୋଲି ଆଜିର
Read More...