Monthly Archives

March 2024

ଖୁସିର ପର୍ବ ହୋଲି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ହୋଲି ହେଉଛି ଏକ ମହତ୍ୱପୂର୍ଣ୍ଣ ପର୍ବ, ରଙ୍ଗ, ପ୍ରେମ ଓ ବସନ୍ତର ପର୍ବ ହୋଲି । ଏହା ଫାଲ୍‌ଗୁନ ପୂର୍ଣ୍ଣିମା ପରଦିନ ଏହି ଉତ୍ସବ ପାଳନ କରାଯାଏ । ରଙ୍ଗର ପାର୍ବଣ ମଧ୍ୟରେ ସମଗ୍ର ଭାରତ ବର୍ଷର ନିଚ୍ଛକ ଛବିକୁ ଚିତ୍ରିତ କରିଥାଏ । ହୋଲି ଏକ ପର୍ବ
Read More...

ଘର ସାମ୍ନାରେ ଥିବା ବାଇକ୍‌ ଜାଳି ଦୁର୍ବୃତ୍ତ ଫେରାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡ଼ାରେ ଆଜି ଅପରାହ୍ନ ୪ଟା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା । ସୁଦପଡ଼ା ନିବାସୀ ଏସ୍‌. କେ. ଫରିଦ୍‌ ଇସ୍‌ଲାମ୍‌ ନାମକ ଜଣେ ବ୍ୟକ୍ତି ନିଜ ଘର ସାମ୍ନାରେ ନିଜ ସିଡ଼ି ଡିଲକ୍ସ ହିରୋହୋଣ୍ଡା ବାଇକ୍‌ ରଖି ଘର ଭିତରେ ଥିଲେ । ଏତିକି ବେଳେ କେହି
Read More...

ଯେଉଁ ମାନଙ୍କ ହାତରେ ଏତେ ସମୟ ଧରି ବ୍ୟବସ୍ଥା ରହିଲା, ସେମାନେ କଲେ କ’ଣ ? : ଧର୍ମେନ୍ଦ୍ର

ସମ୍ବଲପୁର, (କେପିଏନ୍‌ଏସ୍‌) : ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୀମ୍‌ସାର ମେଡ଼ିକାଲ୍‌କୁ ଯାଇ ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି । ସେ କହିଛନ୍ତି ଯେ, ମାର୍ଚ୍ଚ ମାସରେ ଝାଡ଼ାବାନ୍ତି ବ୍ୟାପିବା ଚିନ୍ତାଜନକ
Read More...

ଅଂକୁର ସାହିତ୍ୟ ସଂସଦ ବଲାଙ୍ଗିର ତରଫରୁ ବହୁଭାଷାଭାଷୀ କବିତା ଆସର ଫଗୁଣର ମଧୁ ମୂର୍ଚ୍ଛନା ଓ ହରିହର ଭେଟ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଫଗୁଣ ପୂର୍ଣ୍ଣିମା ଅବସରରେ ଅଂକୁର ସାହିତ୍ୟ ସଂସଦ ବଲାଙ୍ଗିର ତରଫରୁ ବହୁଭାଷାଭାଷୀ କବିତା ଆସର ଫଗୁଣର ମଧୁ ମୂର୍ଚ୍ଛନା ଓ ହରିହର ଭେଟ କାର୍ଯ୍ୟକ୍ରମ ସ୍ଥାନୀୟ ଟିକ୍ରାପଡା ଦଧିବାମନ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି
Read More...

ହାଇୱା ଟ୍ରକ ଅଟକାଇ ଡ୍ରାଇଭରଙ୍କଠୁ ମୋବାଇଲ ଓ ଜେକ୍‌ ମେସିନ ଲୁଟ୍‌

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଖପ୍ରାଖୋଲ ଧଣ୍ଡାମୁଣ୍ଡା ହରିଶଙ୍କର ଛକ ନିକଟରେ କିଛି ଦୁର୍ବୃତ୍ତ ହାଇୱା ଟ୍ରକକୁ ଅଟକାଇ ଡ୍ରାଇଭରଙ୍କ ମରଣାନ୍ତକ ଆକ୍ରମଣ କରି ଲୁଟ୍‌ କରିଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ଶନିବାର ରାତି ୧୨ଟା ସମୟରେ
Read More...

ଗାଁଠୁ ସହର ସବୁଠି ଲାଗିଲା ହୋଲିର ରଙ୍ଗ : ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ହୋଲି ପର୍ବ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ରଙ୍ଗର ପର୍ବ ହୋଲି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲିଥିଲା ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ
Read More...

ଜାତୀୟ ବିଜ୍ଞାନ ପ୍ରଶଂସା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାର୍ଚ୍ଚ ୨୬ ତାରିଖ ଜାତୀୟ ବିଜ୍ଞାନ ପ୍ରଶଂସା ଦିବସ । ଆଧୁନିକ ବିଜ୍ଞାନ ଏତେ କମ୍ ସମୟ ମଧ୍ୟରେ ବହୁତ ବଦଳିଛି । 'ଜାତୀୟ ବିଜ୍ଞାନ ପ୍ରଶଂସା ଦିବସ' ପାଳନର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ ଦ୍ୱାରା ମାନବ ସମାଜ ଯେଭଳି ଉପକୃତ ହେଉଛି ସେ ବିଷୟରେ ଚର୍ଚ୍ଚା
Read More...

ମା’ କନକ ଦୁର୍ଗା ଯୋଗାଶ୍ରମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଉଦ୍‌ଯାପିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ରେବିଙ୍ଗିଆଠାରେ ଥିବା ମା' କନକ ଦୁର୍ଗା ଯୋଗାଶ୍ରମ ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଗୁରୁ ପୂର୍ଣ୍ଣାନନ୍ଦ ପୀଠରେ ଦୋଳ ପୂର୍ଣ୍ଣିମା ଅବସରରେ ଅଷ୍ଟପ୍ରହରୀ ନାମ ଯଜ୍ଞ, ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି
Read More...

କୋଶଲି ଡେରାର ହୋଲି କବିତା ଆସର

ହୋଲି କବିତା ଆସର ଅବସରରେ କବି ଧରମ ସିଂ ଧରୁଆ ସମ୍ବର୍ଦ୍ଧିତ ପାଟଣାଗଡ଼, (କେପିଏନ୍‌ଏସ୍‌) : ଅଗ୍ରଣୀ କୋଶଲି ସାହିତ୍ୟ ଅନୁଷ୍ଠାନ କୋଶଲି ଡେରା ପକ୍ଷରୁ ଘସିଏନ ହନୁମାନ ମନ୍ଦିର ନିକଟରେ ହୋଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଭକ୍ତବନ୍ଧୁ ବିଶ୍ୱାଳଙ୍କ
Read More...

ବିକଶିତ ଭାରତ ରଥ ଉଦ୍‌ଘାଟନ କଲେ ସାଂସଦ ସଂଗୀତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପଥରଚେପା ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ବଲାଙ୍ଗିର ସାଂସଦ ତଥା ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ସାଂସଦ ପ୍ରାର୍ଥିନୀ ସଂଗୀତା କୁମାରୀ ସିଂହଦେଓ ୨ଟି ବିକଶିତ ଭାରତ ରଥକୁ ଫ୍ଲାଗ୍‌ ଅଫ୍‌ କରି ଉଦ୍‌ଘାଟନ କରିଛନ୍ତି
Read More...