Daily Archives

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ କିମ୍ବଦନ୍ତୀ ବିଜୁ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ଅଦମ୍ୟ ସାହସ ପିଢ଼ି ପରେ
Read More...

ଜୁଆ ଆଡ୍ଡାରେ ପୋଲିସର ବଡ଼ଧରଣର ଚଢାଉ

ଝାରସୁଗୁଡ଼ା : ବଡ଼ଧରଣର ଜୁଆ ଆଡ୍ଡା ଉପରେ ଟାଉନା ଥାନା ପୋଲିସର ଚଢାଉ । ସୋମବାର ବିଳମ୍ବିତ ରାତିରେ ପୁରୁଣାବସ୍ତିରେ ଜୁଆ ଆଡ୍ଡା ଚାଲିଥିଲା । ଏନେଇ ପୋଲିସକୁ ସୂଚନା ମିଳିବା ପରେ ତୁରନ୍ତ ଚଢାଉ କରିଥିଲା ଟାଉନ୍‌ ଥାନା ପୋଲିସ । ଆଉ ଏହି ଚଢାଉରେ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା
Read More...

ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀ ଅବସରରେ ମନ୍ତ୍ରୀ ଟୁକୁନି ସାହୁ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ କଲେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀ ଅବସରରେ ଟିଟିଲାଗଡ଼ ଥାନା ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ । ଏହି ଅବସରରେ ବିଜୁ ଜନତା ଦଳର
Read More...

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ୍‌ : ୧ ଆହତ, ୨ ମୃତ

ବ୍ରହ୍ମପୁର : ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ୍‌ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କାଳିଞ୍ଜିପଲ୍ଲୀ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଖବର ଅନୁଯାୟୀ ବରଯାତ୍ରୀ ଯାଇ ବାଇକ୍‌ରେ ତିନି ଜଣ ଫେରୁଥିଲେ । ହେଲେ
Read More...

ଆସନ୍ତା ୧୫ରୁ ମାଟ୍ରିକ ଖାତା ଦେଖା

କଟକ : ମାଟ୍ରିକ ପରୀକ୍ଷା ସରିଲା । ଆସନ୍ତା ୧୫ ତାରିଖରୁ ଖାତା ଦେଖା । ରାଜ୍ୟର ୩୧୩ଟି ନୋଡାଲ୍ ସେଣ୍ଟରରୁ ଉତ୍ତର ଖାତା ସଂଗ୍ରହ ପାଇଁ ବୋର୍ଡ ଗଠନ କରିଥିବା ଟିମ୍ ପଠାଯାଇଛି । ଆସନ୍ତା ୬ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ନୋଡାଲ ସେଣ୍ଟରରୁ ଖାତା ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଯିବ । ୧୫
Read More...

ଶିକ୍ଷକ ଶିକ୍ଷୟିତ୍ରୀମାନେ ହିଁ ସମାଜ ନାଆର ଶ୍ରେଷ୍ଠ ନାବିକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଶିକ୍ଷା ହିଁ ପ୍ରତିଟି ମଣିଷ ପାଇଁ ଶ୍ରେଷ୍ଠ ମହୌଷଧି ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ହିଁ ସମାଜ ସମୃଦ୍ଧି ନାଆର ଶ୍ରେଷ୍ଠ ନାବିକ ବୋଲି ଜେନାପୁର ଗ୍ରାମ ପଞ୍ଚାୟତର ବ୍ରାହ୍ମଣବାଡ଼ଠାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ବ୍ରାହ୍ମଣବାଡ଼ର ବରିଷ୍ଠ ଆଦର୍ଶ
Read More...

ସାଇବର ଅପରାଧ ଏବଂ ଆର୍ଥିକ ଠକେଇରେ ଟେଲିକମ୍ ସମ୍ବଳର ଅପବ୍ୟବହାରକୁ ରୋକିବା ପାଇଁ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ…

ସନ୍ଦେହଜନକ ଠକେଇ ସମ୍ପର୍କରେ ସୂଚନା ଦେବା ପାଇଁ ସଂଚାର ସାଥୀ ପୋର୍ଟାଲ (https://www.sancharsaathi.gov.in)ରେ ‘ଚକ୍ଷୁ' ସୁବିଧାଏହି ଉପକରଣଗୁଡ଼ିକ ନାଗରିକମାନଙ୍କୁ ସନ୍ଦେହଜନକ ଠକେଇ ଯୋଗାଯୋଗକୁ ସକ୍ରିୟ ଭାବରେ ରିପୋର୍ଟ କରିବାକୁ ସଶକ୍ତ କରିବା ପାଇଁ ଅଗ୍ରଣୀ ପଦକ୍ଷେପ ଅଟେସାଇବର
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ମୁଦ୍ରଣ ଛାପାଖାନା ସତ୍ୱାଧୀକାରୀ ଓ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନ-୨୦୨୪କୁ ଜିଲ୍ଲାରେ ବ୍ୟବସ୍ଥିତ ଓ ଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ମୁଦ୍ରଣ ଛାପାଖାନା ସତ୍ୱାଧୀକାରୀ ଓ ଜିଲ୍ଲାର ବ୍ୟାଙ୍କ ଅଧିକାରୀଙ୍କୁ ନେଇ ଏକ ସଚେତନତା ବୈଠକ ଜିଲ୍ଲାପାଳ ଅନ୍ୟା ଦାଶଙ୍କ
Read More...

ସୁବର୍ଣ୍ଣପୁରରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୪୪ ଗୋଟି…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମଲଙ୍କ ସୋନପୁର ବ୍ଲକ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜନସାଧାରଣଙ୍କ
Read More...