Monthly Archives

February 2024

ଛାତ୍ରୀ ଆତ୍ମରକ୍ଷା ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ଉତ୍କଳ ଗୌରବ ମଧୁସୁଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ମଞ୍ଜୁଲତା ଦେହୁରୀଙ୍କ ସଭାପତିତ୍ୱ ଓ ରୀତା ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ଜେଏସ୍‌ଏମ୍‌ କମର୍ସ ଏଣ୍ଡ ଆର୍ଟସ କଲେଜ୍‌ର ବାର୍ଷିକ ଉତ୍ସବ ପାଳନ ସହିତ ବିଦାୟ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ଗାର୍ଲ୍ସ ହାଇସ୍କୁଲ ପରିସରରେ ଜେଏସ୍‌ଏମ୍‌ କମର୍ସ ଏଣ୍ଡ ଆର୍ଟସ୍ କଲେଜ୍‌ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ଗଣେଶଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ୱଳନ ସହ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।
Read More...

ସାହିତ୍ୟ ଓ ସମାଜ ପରସ୍ପର ନିର୍ଭରଶୀଳ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଜ ମନର ଭାବକୁ ପ୍ରକାଶ କରିବା ପାଇଁ ସୃଷ୍ଟି ହୋଇଥିଲା ଭାଷା । ଏହି ଭାଷା ହିଁ ଥିଲା ମାନବ ଜାତିର ବିକାଶର ମାଧ୍ୟମ । କାଳକ୍ରମେ ଭାଷାରେ ବିକାଶ ଘଟି ସୃଷ୍ଟି ହେଲା ସାହିତ୍ୟ ଆଉ ମାନବ ଜାତି ବିକାଶରେ ସୃଷ୍ଟି ହେଲା ସମାଜ । ସାହିତ୍ୟ ଓ ସମାଜ ପରିପୂରକ ଓ
Read More...

ଚାଷୀଙ୍କ ଋଣ ଛାଡ କରିବା ନେଇ ସାମ୍ବାଦିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ଆଜି ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ବଙ୍ଗୋମୁଣ୍ଡା ସରପଞ୍ଚ ତଥା ଯୁବନେତା ଅଜିତ କୁମାର ଯୋଶୀ
Read More...

୩ଟି ଟ୍ରକ ଓ ୪ ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଲୁହାପଥର ବୋଝେଇ ଟ୍ରକ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡ଼ିଆ ଘାଟି ନିକଟ ସାମଲ ମୋଟର ସମ୍ମୁଖରେ ଆଜି ସକାଳେ ସିରିଜ୍ ଦୁର୍ଘଟଣା ଘଟିଛି । ଏକ ଲୁହାପଥର ବୋଝେଇ ଟ୍ରକ ଦ୍ରୁତଗତିରେ ଆସି ୩ଟି ଟ୍ରକ ଏବଂ ୪ଟି ବାଇକକୁ ଧକ୍କା ଦେଇଛି । ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ
Read More...

ଜେଲ୍‌ରେ ୩୬ କଏଦୀ ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ

ଉତ୍ତରପ୍ରଦେଶ : ଜେଲ୍‌ରେ ବନ୍ଦ ଥିବା ୩୬ ଜଣ କଏଦୀ ଏଚ୍‌ଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି । ଉତ୍ତରପ୍ରଦେଶ ଲକ୍ଷ୍ନୌର ଏକ ଜିଲ୍ଲା ଜେଲ୍‌ରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା । କଏଦୀମାନେ ଏଚ୍‌ଆଇଭିରେ ସଂକ୍ରମିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଏବଂ ଜେଲ୍ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି
Read More...

ହୁତୁ ହୁତୁ ହୋଇ ଜଳୁଛି ସେଣ୍ଟ୍ରାଲ୍ ଚିଲୀ

ନୂଆଦିଲ୍ଲୀ : ଜଙ୍ଗଲରୁ ଜନବସତି ହୁ ହୁ ହୋଇଛି । ନିଆଁକୁ ଆୟତ୍ତ କରିବା ପ୍ରଶାସନ ପାଇଁ ମୁସ୍କିଲ୍ ହୋଇଛି । ଅଗ୍ନିକାଣ୍ଡ ଏବେ ଭୟଙ୍କର ରୂପ ଧାରଣ କରିଛି ଯେ, ୯୩ରୁ ଅଧିକ ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳକୁ ବ୍ୟାପୀ ଯାଇଛି । ଜଙ୍ଗଳରେ ନିଆଁକୁ ନେଇ ଚିଲୀ ରାଷ୍ଟ୍ରପତି ଦୁଃଖ ପ୍ରକାଶ
Read More...

ଓଲଟିଲା ବସ୍ : ୮ ଗୁରୁତର

ରେଢ଼ାଖୋଲ : ଭୁବନେଶ୍ୱରରୁ ହୀରାକୁଦ ଆସୁଥିବା ଶିବମ୍ ନାମକ ଏକ ଘରୋଇ ବସ୍ (ଓଡି୧୫-ସି୩୧୫୫) ଭୋର ୪ଟା ୪୫ ମିନିଟ୍ ସମୟରେ ଚାରମାଳ ଥାନା ନୂଆପଡ଼ା ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିବା ସୂଚନା ମିଳିଛି । ଏଥିରେ କଣ୍ଡକ୍ଟର ରାଜ କୁମାର ମହାନ୍ତିଙ୍କ ସମେତ ୮ ଯାତ୍ରୀ ଗରୁତର
Read More...

ହାତୀ ଶାବକର ସନ୍ଦେହଜନକ ମୃତ୍ୟୁ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ଅନ୍ତର୍ଗତ ଦଡୁଆଁ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଜନ୍ମ ପରେ ଏକ ହାତୀ ଶାବକର ସନ୍ଦେହଜନକ ମୃତ୍ୟୁ ଘଟିଥିବା ଖବର ମିଳିଛି । ଗତକାଲି ରାତ୍ରି ପ୍ରାୟ ୮ଟା ୩୦ ମିନିଟ ସମୟରେ ଉକ୍ତ ଗ୍ରାମରେ ମାଈ ହାତୀଟି ଶାବକକୁ ଜନ୍ମ ଦେଇଥିଲା । ତେବେ
Read More...

ବିଷାକ୍ତ ଖାଦ୍ୟ ଖାଇ ୫୦ ଅସୁସ୍ଥ

ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ କସ୍ତୁରବା ଗାନ୍ଧୀ ଛାତ୍ରୀବାସରେ ଅଘଟଣ । ରାତି ୯ଟାରେ ଭୋଜନ ଖାଇ ଅଚାନକ ପ୍ରାୟ ୫୦ ଜଣ ଛାତ୍ରୀ ଝାଡ଼ାବାନ୍ତି ସହ ପେଟ ବ୍ୟଥାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତୁରନ୍ତ ଡାକ୍ତରୀ ଟିମ୍‌କୁ ଖବର ଦିଆଯାଇଥିଲା । ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର
Read More...