Monthly Archives

February 2024

ସଇଁତଲାରେ ୯ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ସମାପ୍ତ : ମହାଦୀପ ଓ ବିବାହ ଉତ୍ସବରେ କମ୍ପିଲା ମଣ୍ଡପ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଆନୁକୂଲ୍ୟରେ ସ୍ଥାନୀୟ ହାଟପଦା ପରିସରରେ ୪ ଦିନ ଧରି ଚଲିଥିବା ନଅ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦ୍‌ଯାପିତ ହୋଇଯାଇଅଛି । ଏଥିରେ ଗାୟତ୍ରୀ ପରିବାର ସଂଯୋଜକ ସୁଶାନ୍ତ ମାଝୀଙ୍କ ତତ୍ତ୍ୱାବଧାନରେ
Read More...

ବଡଟିକା ଗ୍ରାମପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁୁଡୁୁକା) ବ୍ଲକର ବଡ଼ଟିକା ଗ୍ରାମପଞ୍ଚାୟତର ସଭାଗୃହଠାରେ ସରପଞ୍ଚ ଉଦେନଥ ନାଏକଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାରେ ୨୦୨୪-୨୫ ଆର୍ଥିକ ବର୍ଷରେ ବାଡ଼ଟିକା ଗ୍ରାମପଞ୍ଚାୟତରେ ଶିଶୁମାନଙ୍କର ସୁରକ୍ଷା
Read More...

ବନ୍ଧୁକ ମୁନରେ ୧୦ ଲକ୍ଷ ଲୁଟ୍‌ ଅଭିଯୋଗ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ଟେନ୍‌ସା ଫାଣ୍ଡି ରୀତାରାଣୀ ଖଣି ନିକଟସ୍ଥ ଏକ ପରିବହନ ସଂସ୍ଥା କାର୍ଯ୍ୟାଳୟ ନିକଟରୁ ୧୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । ସିସିଟିଭିରେ କଏଦ ହୋଇଛି ଲୁଟ୍‌ର ସମସ୍ତ ଚିତ୍ର । ଖବର ଅନୁଯାୟୀ, ଟେନ୍‌ସା ଫାଣ୍ଡି ରୀତାରାଣୀ ଖଣି ନିକଟସ୍ଥ ଏକ ପରିବହନ ସଂସ୍ଥା
Read More...

ତୀର୍ଥ ଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନିଧିପଣ୍ଡା ଛକ ନିକଟରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ପୁରୀରୁ-କଲିକତା ବାଙ୍କୁଡ଼ା ଅଭିମୁଖେ ଯାଉଥିଲା ଏକ ତୀର୍ଥ
Read More...

ସମ୍ବାଦିକଙ୍କ ସୁରକ୍ଷା ଓ ପେନ୍‌ସନ୍‌ ପ୍ରଦାନ ନେଇ ଓୟୁଜେ ସଂଗଠନର ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କାର୍ଯ୍ୟରତ ସମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ସହ ସାମ୍ବାଦିକଙ୍କୁ ପେନ୍‌ସନ୍‌ ପ୍ରଦାନ ପାଇଁ ଓୟୁଜେ ସଂଗଠନ ଦାବୀ କରିଛି । ଓଡିଶା ସାମ୍ବାଦିକ ୟୁନିୟନ ଗଞ୍ଜାମ ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ
Read More...

ଡମଝର ଓ ପଳସଦା ପଞ୍ଚାୟତରେ ସଚେତନତା ଶିବିର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଡମଝର ଓ ପଳସଦା ପଞ୍ଚାୟତ ପରିସରରେ ଓଡ଼ିଆ ଭାଷା ସମ୍ମିଳନୀ ସହ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟ ଉପରେ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଡମଝର ପଞ୍ଚାୟତ କାର୍ଯ୍ୟକ୍ରମରେ ସରପଂଚ ସଦାଶିବ ବେହେରା ସଭାପତିତ୍ୱ
Read More...

ଆଗଲପୁର ବ୍ଲକ ସିଡିପିଓ ଅଫିସ ସମ୍ମୁଖରେ ଅଙ୍ଗନୱାଡି କର୍ମୀମାନଙ୍କ ଧାରଣା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀମାନଙ୍କ ଧାରଣା । ଅଭିଯୋଗ ଅନୁସାରେ ଦୀର୍ଘ ୪ ମାସର ଅଧିକ ସମୟ ହେବ ଶିଶୁ, ଗର୍ଭବତୀ ମହିଳା ତଥା କିଶୋରୀମାନଙ୍କୁ ଦିଆଯାଉଥିବା ଗରମ ରନ୍ଧା
Read More...

ବାଙ୍କେଲରେ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରାମପଂଚାୟତ ସଦରମହକୁମାଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ 'ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ/ପଂଚାୟତସ୍ତରୀୟ ସଚେତନତା ସଭା' ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଲେମଧର ସେବାଶ୍ରମର ବାର୍ଷିକୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାମାଜିକ ପରିବର୍ତ୍ତନ ପାଇଁ ଭଲ ମଣିଷ ଆବଶ୍ୟକ । ଭଲ ମଣିଷ ହେବାକୁ ପିଲାଟି ଦିନରୁ ମୂଳଦୁଆ ପଡିଥାଏ । ଏହା କେବଳ ବିଦ୍ୟାଳୟରୁ ନୁହେଁ ବରଂ ପରିବାର ସଦସ୍ୟଙ୍କ ଆଚରଣ ଓ ଉଚ୍ଚାରଣରୁ ତା' ଭିତରେ ଦୟା, କ୍ଷମା, ଶାନ୍ତି, ସହିଷ୍ଣୁତା, ପରୋପକାର ମନୋଭାବ
Read More...

ଖପ୍ରାଖୋଲ ବ୍ଲକରେ ନୂତନ ବିଡ଼ିଓ ଭାବେ ଦାୟିତ୍ୱ ନେଲେ ବିବେକାନନ୍ଦ ଷଡ଼ଙ୍ଗୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ବିବେକାନନ୍ଦ ଷଡ଼ଙ୍ଗୀ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ପୂର୍ବରୁ କାର୍ଯ୍ୟରତ ରହିଥିବା ବିଡ଼ିଓ ଆକାଶ ରଞ୍ଜନ ନାୟକଙ୍କୁ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକକୁ
Read More...