Monthly Archives

February 2024

ଚମାର ମେହେର ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡା ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଚମାର ମେହେର ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସମସ୍ତ ଛାତ୍ରଛାତ୍ରୀ ଗୋହିରାପଦର ସ୍ଥିତ ମା' ଛୁଟିଗୁଡି ମନ୍ଦିରଠାରୁ ମଶାଲ ଶୋଭାଯାତ୍ରାରେ
Read More...

ସାଇଟ ନର୍ସିଂ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସ୍ଥିତ ସାଇଟ ନର୍ସିଂ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗତ ଦୁଇ ଦିନ ବ୍ୟାପି ଅନୁଷ୍ଠିତ ହୋଇ ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ସୁଶ୍ରୀ ଶିକ୍ଷା ଅନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର
Read More...

ଗନ୍ଧରାବନ୍ଧ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧରାବନ୍ଧ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶୀକାନ୍ତ
Read More...

ଯୁଆନ୍‌ ପୁଅର ମା’ଙ୍କ ବିକଳ କ୍ରନ୍ଦନରେ ଫାଟି ପଡ଼ୁଛି ବଲାଙ୍ଗିର କଚେରି ଛକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦାଦନ ଖଟି ଯାଇ ମୃତ୍ୟୁବରଣ କରିଥିବା ଯୁଆନ୍‌ ପୁଅର ମା’ଙ୍କ ବିକଳ କ୍ରନ୍ଦନରେ ଫାଟି ପଡ଼ୁଛି ବଲାଙ୍ଗିର କଚେରି ଛକ । ମୁରିବାହାଲ ଥାନା ଅଧୀନସ୍ଥ ସାନ୍‌ଝର୍‌ବାହାଲି ଗାଁର ବିଧବା ମା’ ପଦ୍ମା ସେଠଙ୍କ ପୁଅ ମୈତ୍ର ସେଠ(୨୫) ଗତ ଦଶହରା ମାସରେ ତେଲେଙ୍ଗାନାକୁ
Read More...

୧୬ ଫେବୃୟାରୀ ଦେଶ ବ୍ୟାପୀ ଧର୍ମଘଟ ପାଇଁ ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା କମିଟିର ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ରୀୟ ଟ୍ରେଡ ୟୁନିୟନ, ସ୍ୱାଧୀନ ଫେଡେରେସନ, ଆସୋସିଏସନ୍‌ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଆହ୍ୱାନରେ ୧୬ ଫେବୃୟାରି ଦେଶ ବ୍ୟାପୀ ଏଆଇସିୟୁସି ବଲାଙ୍ଗିର ଜିଲ୍ଲା କମିଟି ବୈଠକ ସ୍ଥାନୀୟ ଗୋୟଲ ଧର୍ମଶାଳାଠାରେ ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସଂଘ
Read More...

ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସିଭିଲ କୋର୍ଟ ପରିସରରେ ଗୁରୁବାର ଅପରାହ୍ନ(ସନ୍ଧ୍ୟା ୫ଟା)ରେ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାଟି କଂଟାବାଂଜି ତାଲୁକ ଆଇନ ସେବା କମିଟି ଦ୍ୱାରା ଆୟୋଜିତ ହୋଇଥିଲା ।
Read More...

ଆଟଗାଁ ପଂଚାୟତ ଆମ ଓଡିଶା ନବୀନ ଓଡିଶା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ପୁଇଁତଲା ବ୍ଲକ ଆଟଗାଁଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସରିଯାଇଛି । ଏହି କାର୍ଯ୍ୟକ୍ରମରେ ପୁଇଁନ୍ତଲା ବ୍ଲକ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ବିଜୟ କୁମାର ହୋତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବ୍ଲକ ବିପିସି ରାଜେଶ
Read More...

ଦେଶର ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଭାରତ ଓ ମିଆଁମାର ମଧ୍ୟରେ ଦୁଇଦେଶର ନାଗରିକଙ୍କ ପାଇଁ…

● ଏହି ନିଷ୍ପତ୍ତି ଫଳରେ ଭାରତର ଉତ୍ତର-ପୂର୍ବାଞ୍ଚଳରେ ଥିବା ଜନସାଂଖ୍ୟିକ ଢାଞ୍ଚା ବଜାୟ ରଖିବ ଏବଂ ଆମ ସୀମାକୁ ଲାଗିଥିବା ମିଆଁମାରରୁ କେହି ଭାରତ ଭିତରକୁ ଅବାଧରେ ପ୍ରବେଶ କରିପାରିବେ ନାହିଁ● ଭାରତର ସୀମାନ୍ତକୁ ସୁରକ୍ଷିତ ଓ ନିରାପଦ ରଖିବାକୁ ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନନେନ୍ଦ୍ର
Read More...

ରାଜ୍ୟସଭାର ଅବସରପ୍ରାପ୍ତ ସଦସ୍ୟମାନଙ୍କୁ ବିଦାୟ ଦେଲେ ପ୍ରଧାନମନ୍ତ୍ରୀ

ଆମ ଗଣତନ୍ତ୍ରର ପ୍ରତ୍ୟେକ ଆଲୋଚନାରେ ଡ.ମନମୋହନ ସିଂହଙ୍କ ନାମ ରହିବ "ଏହି ଗୃହ ଛଅ ବର୍ଷର ଏକ ବିବିଧ ବିଶ୍ୱବିଦ୍ୟାଳୟ, ଯାହା ସମସ୍ତଙ୍କ ଅନୁଭୂତି ଦ୍ୱାରା ଆକାର ପାଇଛି" ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ଅବସରପ୍ରାପ୍ତ ସଦସ୍ୟମାନଙ୍କୁ
Read More...

ଜନ୍ମକଲା ପୁଅକୁ ଗଳାକାଟି ହତ୍ୟା କଲା ମା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ୍ମକଲା ପୁଅକୁ ଗଳାକାଟି ହତ୍ୟା କଲା ମା’ । ଏଭଳି ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅଧୀନସ୍ଥ ଖଲିଆପାଲି ଗାଁରେ । ସୂଚନା ଅନୁସାରେ ଆଜି ସକାଳ ସାଢେ଼ ୭ଟା ସମୟରେ ରବୀନ୍ଦ୍ର ନାଗଙ୍କ ପତ୍ନୀ ୨ ଝିଅ ଓ ଗୋଟିଏ ପୁଅର
Read More...