ସାର ଗୋଦାମରେ ଚଢ଼ାଉ, ବିପୁଳ ପରିମାଣରେ ୟୁରିଆ ସାର ଜବତ
ଖଡ଼ିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାରେ ସାର କଳାବଜାରୀ । ଖଡ଼ିଆଳରେ ଥିବା ଏକ ସାର ଗୋଦାମ ଉପରେ ଚଢ଼ାଉ କରି ବିପୁଳ ପରିମାଣର ୟୁରିଆ ସାର ଜବତ କରିଛି ଜିଲ୍ଲା ପ୍ରଶାସନ । ୪ଟି ସାର ବୋଝେଇ ଟ୍ରକ ଗୋଦାମରେ ରଖାଯାଉଥିବା ବେଳେ ହଠାତ୍ ଚଢାଉ କରିଥିଲେ ଅଧିକାରୀ । ଏହି ଘଟଣାରେ ୨୨୨୦!-->…
Read More...
Read More...