କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଉଳ ଦିଆଯିବା କେନ୍ଦ୍ରରେ ନବୀନ ପଟ୍ଟନାୟକଙ୍କ ବ୍ୟାଗ ବଣ୍ଟନକୁ କରାଗଲା ବିରୋଧ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶବ୍ୟାପି ଆଗାମୀ ପାଞ୍ଚ ବର୍ଷ ପାଇଁ ରାସନ କାର୍ଡଧାରୀଙ୍କୁ ମାଗଣା ଚାଉଳ ଦେବାକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । ବୁଧୁବାର ଦିନ ଟିଟିଲାଗଡ ୱ।ର୍ଡ ନଂ-୧୦ରେ ନବୀନ ପଟ୍ଟନାୟକଙ୍କ ବ୍ୟାଗ ଚାଉଳ!-->…
Read More...
Read More...